ରାଉରକେଲାରେ ଏନକାଉଣ୍ଟର: ହାର୍ଡକୋର ଅପରାଧୀ ଆହତ, ଗୋଟିଏ AK-47 ଓ ୨୦ ଅଫୁଟା ଗୁଳି ଜବତ

The Sakala Picture
Published On

ରାଉରକେଲା: ଷ୍ଟିଲସିଟି ରାଉରକେଲାରେ ବଡ଼ ଧରଣର ଏନ୍‌କାଉଣ୍ଟର। ଚାନ୍ଦିପୋଷ ଥାନା ଅଞ୍ଚଳରେ କୁଖ୍ୟାତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କଲା ପୁଲିସ। ଏନକାଉଣ୍ଟରରେ ଜଣେ ହାର୍ଡକୋର ଅପରାଧୀ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗୁରୁତର ଅବସ୍ଥାର ଆହତ ଅପରାଧୀକୁ କାବୁ କରିବା ପରେ ଆର୍‌ଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଅପରାଧୀ ହେଲେ ବିଶ୍ବଜିତ ସାହୁ । ତାଙ୍କ ବାମ ଗୋଡରେ ବାଜିଛି ଗୁଳି । ଏହାସହ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଚାନ୍ଦିପୋଷ […]

ରାଉରକେଲା: ଷ୍ଟିଲସିଟି ରାଉରକେଲାରେ ବଡ଼ ଧରଣର ଏନ୍‌କାଉଣ୍ଟର। ଚାନ୍ଦିପୋଷ ଥାନା ଅଞ୍ଚଳରେ କୁଖ୍ୟାତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କଲା ପୁଲିସ। ଏନକାଉଣ୍ଟରରେ ଜଣେ ହାର୍ଡକୋର ଅପରାଧୀ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗୁରୁତର ଅବସ୍ଥାର ଆହତ ଅପରାଧୀକୁ କାବୁ କରିବା ପରେ ଆର୍‌ଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଅପରାଧୀ ହେଲେ ବିଶ୍ବଜିତ ସାହୁ । ତାଙ୍କ ବାମ ଗୋଡରେ ବାଜିଛି ଗୁଳି । ଏହାସହ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଚାନ୍ଦିପୋଷ ଅଞ୍ଚଳରେ ଦୁଇ ହାର୍ଡକୋର କ୍ରିମିନାଲଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ପୋଲିସ ସହ ସ୍ପେଶାଲ ସ୍କ୍ଵାଡ ପହଞ୍ଚିଥିଲେ । ଅପରାଧୀ ଠାରୁ ଗୋଟିଏ ଏକେ-୪୭ ରାଇଫଲ୍ ସହ ଗୋଟିଏ ପିସ୍ତଲ ୨୦ଟି ଜୀବନ୍ତ ଗୁଳି ଜବତ ହୋଇଥିବା ବେଳେ ଅପରାଧୀ ବ୍ୟବହାର କରୁଥିବା କାର୍ ଜବତ କରଛି ଚାନ୍ଦିପୋଷ ପୋଲିସ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

25 Jun 2022 By The Sakala

ରାଉରକେଲାରେ ଏନକାଉଣ୍ଟର: ହାର୍ଡକୋର ଅପରାଧୀ ଆହତ, ଗୋଟିଏ AK-47 ଓ ୨୦ ଅଫୁଟା ଗୁଳି ଜବତ

ରାଉରକେଲା: ଷ୍ଟିଲସିଟି ରାଉରକେଲାରେ ବଡ଼ ଧରଣର ଏନ୍‌କାଉଣ୍ଟର। ଚାନ୍ଦିପୋଷ ଥାନା ଅଞ୍ଚଳରେ କୁଖ୍ୟାତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କଲା ପୁଲିସ। ଏନକାଉଣ୍ଟରରେ ଜଣେ ହାର୍ଡକୋର ଅପରାଧୀ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗୁରୁତର ଅବସ୍ଥାର ଆହତ ଅପରାଧୀକୁ କାବୁ କରିବା ପରେ ଆର୍‌ଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଅପରାଧୀ ହେଲେ ବିଶ୍ବଜିତ ସାହୁ । ତାଙ୍କ ବାମ ଗୋଡରେ ବାଜିଛି ଗୁଳି । ଏହାସହ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଚାନ୍ଦିପୋଷ ଅଞ୍ଚଳରେ ଦୁଇ ହାର୍ଡକୋର କ୍ରିମିନାଲଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ପୋଲିସ ସହ ସ୍ପେଶାଲ ସ୍କ୍ଵାଡ ପହଞ୍ଚିଥିଲେ । ଅପରାଧୀ ଠାରୁ ଗୋଟିଏ ଏକେ-୪୭ ରାଇଫଲ୍ ସହ ଗୋଟିଏ ପିସ୍ତଲ ୨୦ଟି ଜୀବନ୍ତ ଗୁଳି ଜବତ ହୋଇଥିବା ବେଳେ ଅପରାଧୀ ବ୍ୟବହାର କରୁଥିବା କାର୍ ଜବତ କରଛି ଚାନ୍ଦିପୋଷ ପୋଲିସ।

https://www.thesakala.in/latest-odisha-news/encounter-in-rourkela-dreaded-criminal-injured/article-12775
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର