ଭୁବନେଶ୍ୱରରେ ଆମାନିଆଙ୍କ ଉତ୍ପାତ; ନାଇଟ କର୍ଫ୍ୟୁରେ ପାଳନ କରୁଥିଲେ ଜନ୍ମଦିନ, ୧୨ ଗାଡି ଜବତ କଲା ପୁଲିସ

The Sakala Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସଂକ୍ରମଣର ଚେନ ଭାଙ୍ଗିବାକୁ ରାତି ୯ରୁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ତେବେ ଏହି ନାଇଟ କର୍ଫ୍ୟୁ ସମୟରେ ଜନସାଧାରଣ ଘରେ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାକୁ ମାନି ରାତି ୯ଟା ପରେ ରାସ୍ତା ଘାଟ ଶୂନ ଶାନ ହୋଇ ଯାଇଥିବା […]

ଭୁବନେଶ୍ୱର: ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସଂକ୍ରମଣର ଚେନ ଭାଙ୍ଗିବାକୁ ରାତି ୯ରୁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ତେବେ ଏହି ନାଇଟ କର୍ଫ୍ୟୁ ସମୟରେ ଜନସାଧାରଣ ଘରେ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାକୁ ମାନି ରାତି ୯ଟା ପରେ ରାସ୍ତା ଘାଟ ଶୂନ ଶାନ ହୋଇ ଯାଇଥିବା ବେଳେ ଆରମ୍ଭ ହେଉଛି ଅମାନିଆଙ୍କ ଉତ୍ପାତ । ନାଇଟ କର୍ଫ୍ୟୁ ସମୟରେ ଭୁବନେଶ୍ୱରର କିଛି ଅମାନିଆ ଯୁବକ କରୋନା ଗାଇଡଲାଇନକୁ ଭଙ୍ଗ କରି ପାଳନ କରୁଥିଲେ ଜନ୍ମଦିନ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ନାଇଟ କର୍ଫ୍ୟୁ ସମୟରେ ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟ ନିକଟରେ ଏକାଧିକ ଯୁବକ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଥିଲା । ବାର୍ଥ ଡେ’ ପାଳନ କରୁଥିବା ସମୟରେ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଯୁବକ । ନାଇଟ କର୍ଫ୍ୟୁ ନିୟମ ଭଙ୍ଗ କରିଥିବାରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ ପୁଲିସ । ଯାହା ଫଳରେ ପୋଲିସ ଘଟଣାସ୍ଥଳରୁ ୧୨ରୁ ଅଧିକ ଗାଡିକୁ ଜବତ କରିଛି ।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

20 Jan 2022 By The Sakala

ଭୁବନେଶ୍ୱରରେ ଆମାନିଆଙ୍କ ଉତ୍ପାତ; ନାଇଟ କର୍ଫ୍ୟୁରେ ପାଳନ କରୁଥିଲେ ଜନ୍ମଦିନ, ୧୨ ଗାଡି ଜବତ କଲା ପୁଲିସ

ଭୁବନେଶ୍ୱର: ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସଂକ୍ରମଣର ଚେନ ଭାଙ୍ଗିବାକୁ ରାତି ୯ରୁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ତେବେ ଏହି ନାଇଟ କର୍ଫ୍ୟୁ ସମୟରେ ଜନସାଧାରଣ ଘରେ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାକୁ ମାନି ରାତି ୯ଟା ପରେ ରାସ୍ତା ଘାଟ ଶୂନ ଶାନ ହୋଇ ଯାଇଥିବା ବେଳେ ଆରମ୍ଭ ହେଉଛି ଅମାନିଆଙ୍କ ଉତ୍ପାତ । ନାଇଟ କର୍ଫ୍ୟୁ ସମୟରେ ଭୁବନେଶ୍ୱରର କିଛି ଅମାନିଆ ଯୁବକ କରୋନା ଗାଇଡଲାଇନକୁ ଭଙ୍ଗ କରି ପାଳନ କରୁଥିଲେ ଜନ୍ମଦିନ ।

ନାଇଟ କର୍ଫ୍ୟୁ ସମୟରେ ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟ ନିକଟରେ ଏକାଧିକ ଯୁବକ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଥିଲା । ବାର୍ଥ ଡେ’ ପାଳନ କରୁଥିବା ସମୟରେ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଯୁବକ । ନାଇଟ କର୍ଫ୍ୟୁ ନିୟମ ଭଙ୍ଗ କରିଥିବାରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ ପୁଲିସ । ଯାହା ଫଳରେ ପୋଲିସ ଘଟଣାସ୍ଥଳରୁ ୧୨ରୁ ଅଧିକ ଗାଡିକୁ ଜବତ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର