ପୁଣି ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ମାମଲାର ସମାଧାନ ପାଇଁ ନେଉଥିଲେ ଲାଞ୍ଚ

The Sakala Picture
Published On

ବଡମ୍ବା:  ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଅଧିକାରୀ। ଲାଞ୍ଚ ନେଇ ଧରାପଡ଼ିଲେ କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ । ଏକ ମାମଲାର ସମାଧାନ ପାଇଁ  ଆଇଁଶିଆର ନବକିଶୋରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଉଥିଲେ। ଏହି ସମୟରେ  ଭିଜିଲାନ୍ସ  ତାଙ୍କୁ ଗରିଫ କରିଛି। ସୂଚନା ଅନୁଯାୟୀ, ଆଇଆଇସି ଅଲେଖ ଗରଡିଆଙ୍କ ଏକାକାଳୀନ କ୍ବାର୍ଟର, ଅଫିସ ଓ ଯୁଯୁମରା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

ବଡମ୍ବା:  ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଅଧିକାରୀ। ଲାଞ୍ଚ ନେଇ ଧରାପଡ଼ିଲେ କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ । ଏକ ମାମଲାର ସମାଧାନ ପାଇଁ  ଆଇଁଶିଆର ନବକିଶୋରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଉଥିଲେ। ଏହି ସମୟରେ  ଭିଜିଲାନ୍ସ  ତାଙ୍କୁ ଗରିଫ କରିଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ସୂଚନା ଅନୁଯାୟୀ, ଆଇଆଇସି ଅଲେଖ ଗରଡିଆଙ୍କ ଏକାକାଳୀନ କ୍ବାର୍ଟର, ଅଫିସ ଓ ଯୁଯୁମରା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର