ବରଗଡ଼ରେ ଲଜ୍ଜା: ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

The Sakala Picture
Published On

ବରଗଡ଼: ବରଗଡ଼ରେ ଲଜ୍ଜା। ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲରେ ଘଟିଛି ଏହିଭଳି ଲୋମହର୍ଷଣକାରୀ ଘଟଣା । ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା । ଏହାପରେ ତଦନ୍ତ ପାଇଁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ବରଗଡ଼ ପୁଲିସର ୫ ଜାଣିଆ ଟିମ୍ ପହଞ୍ଚିଛନ୍ତି। ପଦମପୁର ଏସଡିପିଓ ବିଭୂତି ଭୋଇଙ୍କ ନେତୃତ୍ବରେ ଗାଇସିଲେଟ ଥାନାଧିକାରୀ ବୀରବର […]

ବରଗଡ଼: ବରଗଡ଼ରେ ଲଜ୍ଜା। ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲରେ ଘଟିଛି ଏହିଭଳି ଲୋମହର୍ଷଣକାରୀ ଘଟଣା । ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଏହାପରେ ତଦନ୍ତ ପାଇଁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ବରଗଡ଼ ପୁଲିସର ୫ ଜାଣିଆ ଟିମ୍ ପହଞ୍ଚିଛନ୍ତି। ପଦମପୁର ଏସଡିପିଓ ବିଭୂତି ଭୋଇଙ୍କ ନେତୃତ୍ବରେ ଗାଇସିଲେଟ ଥାନାଧିକାରୀ ବୀରବର ଭଗତଙ୍କ ସହ ପୁଲିସ ଟିମ ପଚରାଉଚୁରା  ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ନାବାଳିକାଙ୍କୁ ଦୁଇଜଣ ବ୍ୟକ୍ତି ଅପହରଣ କରିଥିଲେ । ଆଜି ସକାଳ ୭ଟାରେ ଫିରିଙ୍ଗିମାଲ ଗାଁଠାରୁ ୩ରୁ ୪କିଲୋମିଟର ଦୂର ଏକ ଜୋର ନିକଟରୁ ହାତଗୋଡ଼ ବନ୍ଧା ଓ ଅଚେତ ଅବସ୍ଥାରେ ନାବାଳିକାକୁ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ଉଦ୍ଧାର କରିଛି । ମୁର୍ମୁଷୁ ଅବସ୍ଥାରେ ପ୍ରଥମେ ଗାଇସିଲେଟ ପରେ ବରଗଡ଼ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ନାବାଳିକାଙ୍କ ଅବସ୍ଥା ଗୁରୁତର ଓ ସେ ଚେତାଶୂନ୍ୟ ଥିବା ଜଣାପଡ଼ିଛି ।

23 Aug 2022 By The Sakala

ବରଗଡ଼ରେ ଲଜ୍ଜା: ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

ବରଗଡ଼: ବରଗଡ଼ରେ ଲଜ୍ଜା। ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲରେ ଘଟିଛି ଏହିଭଳି ଲୋମହର୍ଷଣକାରୀ ଘଟଣା । ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା ।

ଏହାପରେ ତଦନ୍ତ ପାଇଁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ବରଗଡ଼ ପୁଲିସର ୫ ଜାଣିଆ ଟିମ୍ ପହଞ୍ଚିଛନ୍ତି। ପଦମପୁର ଏସଡିପିଓ ବିଭୂତି ଭୋଇଙ୍କ ନେତୃତ୍ବରେ ଗାଇସିଲେଟ ଥାନାଧିକାରୀ ବୀରବର ଭଗତଙ୍କ ସହ ପୁଲିସ ଟିମ ପଚରାଉଚୁରା  ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ନାବାଳିକାଙ୍କୁ ଦୁଇଜଣ ବ୍ୟକ୍ତି ଅପହରଣ କରିଥିଲେ । ଆଜି ସକାଳ ୭ଟାରେ ଫିରିଙ୍ଗିମାଲ ଗାଁଠାରୁ ୩ରୁ ୪କିଲୋମିଟର ଦୂର ଏକ ଜୋର ନିକଟରୁ ହାତଗୋଡ଼ ବନ୍ଧା ଓ ଅଚେତ ଅବସ୍ଥାରେ ନାବାଳିକାକୁ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ଉଦ୍ଧାର କରିଛି । ମୁର୍ମୁଷୁ ଅବସ୍ଥାରେ ପ୍ରଥମେ ଗାଇସିଲେଟ ପରେ ବରଗଡ଼ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ନାବାଳିକାଙ୍କ ଅବସ୍ଥା ଗୁରୁତର ଓ ସେ ଚେତାଶୂନ୍ୟ ଥିବା ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର