ପୁଣି ବଢ଼ିବ ତେଲ ଦର: ପେଟ୍ରୋଲ ୩ ଓ ଡିଜେଲ ୪ ଟଙ୍କା ମହଙ୍ଗା ହୋଇପାରେ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର। ଏଥର ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଅପେକ୍ଷା ଡିଜେଲ ମୂଲ୍ୟରେ ଅଧିକ ବୃଦ୍ଧି ଘଟାଇବା ସମ୍ଭାବନା ରହିଛି। ଏହି ଅନୁଯାୟୀ, ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୨ରୁ ୩ ଟଙ୍କା ଏବଂ ଡିଜେଲ ୩-୪ ଟଙ୍କା ମହଙ୍ଗା ହୋଇପାରେ। ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକର କ୍ଷତି ବଢ଼ୁଥିବାରୁ ସରକାର ପୁନର୍ବାର ତେଲ ଦର ବୃଦ୍ଧ ଘଟାଇବାକୁ ଯାଉଥିବା ଏକ ସୂତ୍ରରୁ […]

ନୂଆଦିଲ୍ଲୀ: ପୁଣି ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର। ଏଥର ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଅପେକ୍ଷା ଡିଜେଲ ମୂଲ୍ୟରେ ଅଧିକ ବୃଦ୍ଧି ଘଟାଇବା ସମ୍ଭାବନା ରହିଛି। ଏହି ଅନୁଯାୟୀ, ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୨ରୁ ୩ ଟଙ୍କା ଏବଂ ଡିଜେଲ ୩-୪ ଟଙ୍କା ମହଙ୍ଗା ହୋଇପାରେ। ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକର କ୍ଷତି ବଢ଼ୁଥିବାରୁ ସରକାର ପୁନର୍ବାର ତେଲ ଦର ବୃଦ୍ଧ ଘଟାଇବାକୁ ଯାଉଥିବା ଏକ ସୂତ୍ରରୁ ଜଣାଯାଇଛି। ତୈଳ କମ୍ପାନୀଗୁଡିକର ରାଜସ୍ବ କ୍ଷତି ପେଟ୍ରୋଲ ଲିଟର ପିଛା ୯-୧୦ ଟଙ୍କା ଏବଂ ଡିଜେଲ ୨୫-୩୦ ଟଙ୍କା ହେଉଛି। ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୧୪ ଥର ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

18 May 2022 By The Sakala

ପୁଣି ବଢ଼ିବ ତେଲ ଦର: ପେଟ୍ରୋଲ ୩ ଓ ଡିଜେଲ ୪ ଟଙ୍କା ମହଙ୍ଗା ହୋଇପାରେ

ନୂଆଦିଲ୍ଲୀ: ପୁଣି ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର। ଏଥର ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଅପେକ୍ଷା ଡିଜେଲ ମୂଲ୍ୟରେ ଅଧିକ ବୃଦ୍ଧି ଘଟାଇବା ସମ୍ଭାବନା ରହିଛି। ଏହି ଅନୁଯାୟୀ, ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୨ରୁ ୩ ଟଙ୍କା ଏବଂ ଡିଜେଲ ୩-୪ ଟଙ୍କା ମହଙ୍ଗା ହୋଇପାରେ। ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକର କ୍ଷତି ବଢ଼ୁଥିବାରୁ ସରକାର ପୁନର୍ବାର ତେଲ ଦର ବୃଦ୍ଧ ଘଟାଇବାକୁ ଯାଉଥିବା ଏକ ସୂତ୍ରରୁ ଜଣାଯାଇଛି। ତୈଳ କମ୍ପାନୀଗୁଡିକର ରାଜସ୍ବ କ୍ଷତି ପେଟ୍ରୋଲ ଲିଟର ପିଛା ୯-୧୦ ଟଙ୍କା ଏବଂ ଡିଜେଲ ୨୫-୩୦ ଟଙ୍କା ହେଉଛି। ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୧୪ ଥର ବୃଦ୍ଧି ଘଟିଛି।

https://www.thesakala.in/big-news/oil-prices-will-rise-again/article-11672
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର