ଟ୍ୱିଟର ବ୍ୟାନ୍ ପରେ ନାଇଜେରିଆରେ ‘କୁ’ର ଏଣ୍ଟ୍ରି

The Sakala Picture
Published On

ନାଇଜେରିଆରେ ସୋସିଆଲ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ବ୍ୟାନ୍‌ କରାଯାଇଛି । ଟ୍ୱିଟର ଉପରେ ବ୍ୟାନ୍‌ ଲଗାଇଛନ୍ତି ନାଇଜେରିଆ ସରକାର। ତେବେ ଟ୍ୱିଟରର ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ‘କୁ’ ଏବେ ନାଇଜେରିଆରେ ପ୍ରବେଶ କରିଛି । ନାଇଜେରିଆ ସରକାର ଟ୍ୱିଟରକୁ ବ୍ୟାନ୍ କରିବା ପରେ ‘କୁ’ରେ ନିଜର ଆକାଉଣ୍ଟ ଖୋଲିଛନ୍ତି । ନାଇଜେରିଆ ସରକାରଙ୍କ ନିଷ୍ପତ୍ତିକୁ ‘କୁ’ର ସହ ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣା ସ୍ୱାଗତ କରିଛନ୍ତି । ନାଇଜେରିଆ ସରକାରଙ୍କ ଅଫିସିଆଲ ହ୍ୟାଣ୍ଡେଲକୁ ଆମେ ସ୍ୱାଗତ କରୁଛୁ […]

ନାଇଜେରିଆରେ ସୋସିଆଲ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ବ୍ୟାନ୍‌ କରାଯାଇଛି । ଟ୍ୱିଟର ଉପରେ ବ୍ୟାନ୍‌ ଲଗାଇଛନ୍ତି ନାଇଜେରିଆ ସରକାର। ତେବେ ଟ୍ୱିଟରର ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ‘କୁ’ ଏବେ ନାଇଜେରିଆରେ ପ୍ରବେଶ କରିଛି । ନାଇଜେରିଆ ସରକାର ଟ୍ୱିଟରକୁ ବ୍ୟାନ୍ କରିବା ପରେ ‘କୁ’ରେ ନିଜର ଆକାଉଣ୍ଟ ଖୋଲିଛନ୍ତି । ନାଇଜେରିଆ ସରକାରଙ୍କ ନିଷ୍ପତ୍ତିକୁ ‘କୁ’ର ସହ ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣା ସ୍ୱାଗତ କରିଛନ୍ତି । ନାଇଜେରିଆ ସରକାରଙ୍କ ଅଫିସିଆଲ ହ୍ୟାଣ୍ଡେଲକୁ ଆମେ ସ୍ୱାଗତ କରୁଛୁ । ‘କୁ’ ଏବେ ଦେଶ ବାହାରେ ମଧ୍ୟ ଉପଲବ୍ଧ ବୋଲି ଅପ୍ରମେୟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ରାଷ୍ଟ୍ରପତି ମହମ୍ମଦଦ୍ଦୁ ବୁହାରୀଙ୍କ ଏକ ଟ୍ୱିଟ୍‌କୁ ଟ୍ୱିଟର ହଟାଇଦେବା ପରେ ଜୁନ୍ ୫ରେ ଏହି ସୋସିଆଲ ମିଡିଆ କମ୍ପାନୀକୁ ନାଇଜେରିଆ ସରକାର ବ୍ୟାନ୍‌୍ କରିଥିଲେ । ନାଇଜେରିଆ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧୀ ଦଳ ସମାଲୋଚନା କରିଥିଲେ । ନାଇଜେରିଆରେ ଟ୍ୱିଟର ବ୍ୟାନ୍‌ର ସୁଯୋଗ ନେଇଥିଲା ‘କୁ’ । ଏହି ଭାରତୀୟ ମାଇକ୍ରୋ ବ୍ଲଗିଂ ସାଇଟ୍ ଆଫ୍ରିକାରେ ନିଜ କାରବାର ଆରମ୍ଭ କରିବାକୁ ଘୋଷଣା କରିଥିଲା । ଏହାସହ ସ୍ଥାନୀୟ ଭାଷାରେ ମଧ୍ୟ ସେବା ଉପଲବ୍ଧ ହେବ ବୋଲି ‘କୁ’ ପକ୍ଷରୁ ଘୋଷଣା କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

11 Jun 2021 By The Sakala

ଟ୍ୱିଟର ବ୍ୟାନ୍ ପରେ ନାଇଜେରିଆରେ ‘କୁ’ର ଏଣ୍ଟ୍ରି

ନାଇଜେରିଆରେ ସୋସିଆଲ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ବ୍ୟାନ୍‌ କରାଯାଇଛି । ଟ୍ୱିଟର ଉପରେ ବ୍ୟାନ୍‌ ଲଗାଇଛନ୍ତି ନାଇଜେରିଆ ସରକାର। ତେବେ ଟ୍ୱିଟରର ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ‘କୁ’ ଏବେ ନାଇଜେରିଆରେ ପ୍ରବେଶ କରିଛି । ନାଇଜେରିଆ ସରକାର ଟ୍ୱିଟରକୁ ବ୍ୟାନ୍ କରିବା ପରେ ‘କୁ’ରେ ନିଜର ଆକାଉଣ୍ଟ ଖୋଲିଛନ୍ତି । ନାଇଜେରିଆ ସରକାରଙ୍କ ନିଷ୍ପତ୍ତିକୁ ‘କୁ’ର ସହ ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣା ସ୍ୱାଗତ କରିଛନ୍ତି । ନାଇଜେରିଆ ସରକାରଙ୍କ ଅଫିସିଆଲ ହ୍ୟାଣ୍ଡେଲକୁ ଆମେ ସ୍ୱାଗତ କରୁଛୁ । ‘କୁ’ ଏବେ ଦେଶ ବାହାରେ ମଧ୍ୟ ଉପଲବ୍ଧ ବୋଲି ଅପ୍ରମେୟ କହିଛନ୍ତି ।

ରାଷ୍ଟ୍ରପତି ମହମ୍ମଦଦ୍ଦୁ ବୁହାରୀଙ୍କ ଏକ ଟ୍ୱିଟ୍‌କୁ ଟ୍ୱିଟର ହଟାଇଦେବା ପରେ ଜୁନ୍ ୫ରେ ଏହି ସୋସିଆଲ ମିଡିଆ କମ୍ପାନୀକୁ ନାଇଜେରିଆ ସରକାର ବ୍ୟାନ୍‌୍ କରିଥିଲେ । ନାଇଜେରିଆ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧୀ ଦଳ ସମାଲୋଚନା କରିଥିଲେ । ନାଇଜେରିଆରେ ଟ୍ୱିଟର ବ୍ୟାନ୍‌ର ସୁଯୋଗ ନେଇଥିଲା ‘କୁ’ । ଏହି ଭାରତୀୟ ମାଇକ୍ରୋ ବ୍ଲଗିଂ ସାଇଟ୍ ଆଫ୍ରିକାରେ ନିଜ କାରବାର ଆରମ୍ଭ କରିବାକୁ ଘୋଷଣା କରିଥିଲା । ଏହାସହ ସ୍ଥାନୀୟ ଭାଷାରେ ମଧ୍ୟ ସେବା ଉପଲବ୍ଧ ହେବ ବୋଲି ‘କୁ’ ପକ୍ଷରୁ ଘୋଷଣା କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର