ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ସଙ୍ଘର୍ଷ କରି ହାରିଲା ନ୍ୟୁଜିଲାଣ୍ଡ

The Sakala Picture
Published On

ଇଦ୍ରାବାଦ୍: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରେଥମେ ବ୍ୟାଟିଂ କରି ୩୪୯ ରନ କରିଥିଲା ଭାରତ। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ  ହେଲେ ୩୫୦ ରନର ଆବଶ୍ୟକତା ରହିଥିଲା । ହେଲେ ନ୍ୟୁଜିଲାଣ୍ଡ ୪୯.୨ ଓଭରରେ ୧୦ ୱିକେଟ ହରାଇ ୩୩୭ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୧୨ ରନରେ ଆଜିର ମ୍ୟାଚକୁ ଜିତି […]

ଇଦ୍ରାବାଦ୍: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରେଥମେ ବ୍ୟାଟିଂ କରି ୩୪୯ ରନ କରିଥିଲା ଭାରତ। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ  ହେଲେ ୩୫୦ ରନର ଆବଶ୍ୟକତା ରହିଥିଲା । ହେଲେ ନ୍ୟୁଜିଲାଣ୍ଡ ୪୯.୨ ଓଭରରେ ୧୦ ୱିକେଟ ହରାଇ ୩୩୭ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୧୨ ରନରେ ଆଜିର ମ୍ୟାଚକୁ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ନ୍ୟୁଜିଲାଣ୍ଡ ପକ୍ଷରୁ ଫିନ୍ ଆଲେନ୍ ୩୯ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ଡେଭନ କନୱେ ୧୬ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ହେନରୀ ନିକୋଲ୍ସ  ୩୧ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ପରେ ଡାରିଲ୍ ମିଚେଲ ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଟମ୍ ଲାଥମ ୪୬ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍ ଫିଲିପ୍ସ ୨୦ ବଲରେ ୧୧ ରନ କରି ଆଉଟ ହୋଇଥିଲେ । ପରେ ମାଇକେଲ ବ୍ରେସୱେଲ୍ ଓ  ମିଚେଲ ସାଣ୍ଟନର ପାରିକୁ ସମ୍ଭାଳିଥିଲେ। ମିଚେଲ ସାଣ୍ଟନର ୪୫ ବଲରେ ୫୭ ରନ କରି ଆଉଟ ହୋଇଥିଲେ। ହେନରୀ ସିପ୍ଲୀ କୌଣସି ରନ ନ କରି ଆଉଟ ହୋଇଥିଲେ। ହେଲେ ମାଇକେଲ ବ୍ରେସୱେଲ୍ ପାରିକି ଶେଷ ପର୍ଯ୍ଯନ୍ତ ସମ୍ଭାଳିଥିଲେ। ଏକ ଶତକୀୟ ଇଂନିସ ଖେଳିଥିଲେ ମାଇକେଲ ବ୍ରେସୱେଲ୍ । ମାଇକେଲ ବ୍ରେସୱେଲ୍ ୭୮ ବଲରେ ୧୪୦ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକି ୪ଟି ୱିକେଟ ନେଇଥିଲେ। କୁଲଦୀପ ଯାଦବ ଓ  ସର୍‌ଦୁଲ୍‌ ଠାକୁର ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର