ରାଜଧାନୀରେ ଲଜ୍ଜ୍ୟା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୂଜାରୀ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ଗିରଫ ହେଲା ପାପୀ ପୂଜାରୀ । ରାଜଧାନୀରେ ଦୁଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୂଜାରୀ ଗିରଫ । ଅଭିଯୁକ୍ତ ପୂଜାରୀ ହେଲେ ନଳୀନି ଆଚାର୍ଯ୍ୟ। ନଳୀନିକୁ ବ୍ରହ୍ମପୁରରୁ ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ । ନଳିନୀର ଘର ଗଞ୍ଜାମ ଜିଲ୍ଳାରେ ବୋଲି ଜଣାପଡିଛି I ସେ ଭୁବନେଶ୍ୱରରେ ରହି ପୁଜାରୀ କାର୍ଯ୍ୟ କରି ଆସୁଥିଲା I ପଡ଼ୋଶୀଙ୍କ ସହ ସମ୍ପର୍କ ରଖି, ତାଙ୍କ ଦୁଇ ଛୋଟ ଝିଅ ଉପରେ ରଖିଥିଲା ଲୋଲୁପ ଦୃଷ୍ଟି I ନାବାଳିକା ସହ ପରିବାର ଲୋକଙ୍କ ବୟାନ ରେକର୍ଡ କଲା ପୁଲିସ I ଅଭିଯୁକ୍ତ ବିରୋଧରେ POCSO କେସରେ ମାମଲା ରୁଜୁ କରିଛି ପୋଲିସ । ମେଡିକାଲ ଯାଞ୍ଚ ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ପୋଲିସ I

ଆହୁରି ପଢ଼ନ୍ତୁ: କୁହୁଡି ଯୋଗୁଁ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୫ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର