ପୁଲିସ ପୋଷାକର ରଙ୍ଗ ଖାକି କାହିଁକି

The Sakala Picture
Published On

ପ୍ରତ୍ୟେକ ଦେଶ ଏବଂ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍‌ ବ୍ୟବସ୍ଥା ରହିଛି। ସେହିପରି ପ୍ରତ୍ୟେକ ଦେଶର ପୁଲିସ୍‌ ପୋଷାକର ରଙ୍ଗ ମଧ୍ୟ ଅଲଗା। ଆମଦେଶରେ କୋଲକାତା ପୁଲିସ୍‌ର ପୋଷାକ ରଙ୍ଗ ଧଳା। ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର, ଓଡ଼ିଶା ଆଦି ଅନେକ ରାଜ୍ୟରେ ପୁଲିସ୍‌ ପୋଷାକର ରଙ୍ଗ ହେଉଛି ଖାକି। ତେବେ ଆମ ଦେଶରେ ପୁଲିସ ପୋଷାକର ରଙ୍ଗ ଖାକି ହେବାର ଏକ କାହାଣୀ ରହିଛି। ସ୍ବାଧୀନତା ପୂର୍ବରୁ ଇଂରେଜ ଶାସନ ସମୟରେ ପୁଲିସ୍‌ର ପୋଷାକର […]

ପ୍ରତ୍ୟେକ ଦେଶ ଏବଂ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍‌ ବ୍ୟବସ୍ଥା ରହିଛି। ସେହିପରି ପ୍ରତ୍ୟେକ ଦେଶର ପୁଲିସ୍‌ ପୋଷାକର ରଙ୍ଗ ମଧ୍ୟ ଅଲଗା। ଆମଦେଶରେ କୋଲକାତା ପୁଲିସ୍‌ର ପୋଷାକ ରଙ୍ଗ ଧଳା। ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର, ଓଡ଼ିଶା ଆଦି ଅନେକ ରାଜ୍ୟରେ ପୁଲିସ୍‌ ପୋଷାକର ରଙ୍ଗ ହେଉଛି ଖାକି। ତେବେ ଆମ ଦେଶରେ ପୁଲିସ ପୋଷାକର ରଙ୍ଗ ଖାକି ହେବାର ଏକ କାହାଣୀ ରହିଛି। ସ୍ବାଧୀନତା ପୂର୍ବରୁ ଇଂରେଜ ଶାସନ ସମୟରେ ପୁଲିସ୍‌ର ପୋଷାକର ରଙ୍ଗ ଧଳା ଥିଲା।

ଆହୁରି ପଢ଼ନ୍ତୁ: ପାସପୋର୍ଟ ନୁହେଁ ନାଗରିକତାର ପ୍ରମାଣ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ସରକାର

ତେବେ ସେହି ସମୟରେ ପୁଲିସ କର୍ମୀମାନଙ୍କୁ ବହୁ ସମୟ ଧରି ଡ୍ୟୁଟି କରିବାକୁ ପଡ଼େ। ଦୀର୍ଘ ସମୟ ଡ୍ୟୁଟି କରିବା କାରଣରୁ ଧଳା ପୋଷାକ ଶୀଘ୍ର ମଇଳା ହୋଇ ଯାଉଥିଲା। ଏହି କାରଣରୁ ପୋଲିସ୍‌ କର୍ମୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏଥିପାଇଁ ପୁଲିସ୍ କର୍ମୀମାନେ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ କରିଦେଲେ। ଏଥିରେ ଉଚ୍ଚପଦସ୍ଥ କର୍ମଚାରୀମାନେ ବିରକ୍ତି ହୋଇ ପୁଲିସ୍‌ କର୍ମଚାରୀଙ୍କ ପୋଷାକରେ ଖାକି ରଙ୍ଗର ଡାଇ ପ୍ରୟୋଗ କଲେ। ଏହି ଖାକି ରଙ୍ଗର ପୋଲିସର ୟୁନିଫର୍ମ ଶୀଘ୍ର ଅପରିଷ୍କାର ହେଉ ନଥିଲା। ପୁଲିସ୍‌ କର୍ମଚାରୀମାନେ ଏହାକୁ ଦୀର୍ଘ ସମୟ ଧରି ପିନ୍ଧିପାରୁଥିଲେ। ଏହା ପରେ ୧୮୪୭ ମସିହାରେ, ସାର୍ ହ୍ୟାରି ଲମ୍‌ସଡେନ୍ ନାକ ଜଣେ ବ୍ରିଟିଶ ଭାରତୀୟ ସେନା ଅଧିକାରୀ ପୁଲିସ୍ ୟୁନିଫର୍ମର ରଙ୍ଗକୁ ଖାକି ରଙ୍ଗ କରିଦେଲେ। ଠିକ୍ ସେହି ଦିନଠାରୁ ପୁଲିସ୍ ୟୁନିଫର୍ମର ରଙ୍ଗ ଖାକି ରହିଆସିଛି।

ଆହୁରି ପଢ଼ନ୍ତୁ: ପ୍ରଥମ ଥର ପାଇଁ 'ଅପରେସନ୍ ସିନ୍ଦୂର'ର ୬ ସହିଦଙ୍କ ନାମ ପ୍ରକାଶ କଲେ ସରକାର, ଜାତୀୟ ଯୁଦ୍ଧ ସ୍ମାରକୀରେ ପାଇଲେ ସ୍ଥାନ

16 Apr 2021 By The Sakala

ପୁଲିସ ପୋଷାକର ରଙ୍ଗ ଖାକି କାହିଁକି

ପ୍ରତ୍ୟେକ ଦେଶ ଏବଂ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍‌ ବ୍ୟବସ୍ଥା ରହିଛି। ସେହିପରି ପ୍ରତ୍ୟେକ ଦେଶର ପୁଲିସ୍‌ ପୋଷାକର ରଙ୍ଗ ମଧ୍ୟ ଅଲଗା। ଆମଦେଶରେ କୋଲକାତା ପୁଲିସ୍‌ର ପୋଷାକ ରଙ୍ଗ ଧଳା। ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର, ଓଡ଼ିଶା ଆଦି ଅନେକ ରାଜ୍ୟରେ ପୁଲିସ୍‌ ପୋଷାକର ରଙ୍ଗ ହେଉଛି ଖାକି। ତେବେ ଆମ ଦେଶରେ ପୁଲିସ ପୋଷାକର ରଙ୍ଗ ଖାକି ହେବାର ଏକ କାହାଣୀ ରହିଛି। ସ୍ବାଧୀନତା ପୂର୍ବରୁ ଇଂରେଜ ଶାସନ ସମୟରେ ପୁଲିସ୍‌ର ପୋଷାକର ରଙ୍ଗ ଧଳା ଥିଲା।

ତେବେ ସେହି ସମୟରେ ପୁଲିସ କର୍ମୀମାନଙ୍କୁ ବହୁ ସମୟ ଧରି ଡ୍ୟୁଟି କରିବାକୁ ପଡ଼େ। ଦୀର୍ଘ ସମୟ ଡ୍ୟୁଟି କରିବା କାରଣରୁ ଧଳା ପୋଷାକ ଶୀଘ୍ର ମଇଳା ହୋଇ ଯାଉଥିଲା। ଏହି କାରଣରୁ ପୋଲିସ୍‌ କର୍ମୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏଥିପାଇଁ ପୁଲିସ୍ କର୍ମୀମାନେ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ କରିଦେଲେ। ଏଥିରେ ଉଚ୍ଚପଦସ୍ଥ କର୍ମଚାରୀମାନେ ବିରକ୍ତି ହୋଇ ପୁଲିସ୍‌ କର୍ମଚାରୀଙ୍କ ପୋଷାକରେ ଖାକି ରଙ୍ଗର ଡାଇ ପ୍ରୟୋଗ କଲେ। ଏହି ଖାକି ରଙ୍ଗର ପୋଲିସର ୟୁନିଫର୍ମ ଶୀଘ୍ର ଅପରିଷ୍କାର ହେଉ ନଥିଲା। ପୁଲିସ୍‌ କର୍ମଚାରୀମାନେ ଏହାକୁ ଦୀର୍ଘ ସମୟ ଧରି ପିନ୍ଧିପାରୁଥିଲେ। ଏହା ପରେ ୧୮୪୭ ମସିହାରେ, ସାର୍ ହ୍ୟାରି ଲମ୍‌ସଡେନ୍ ନାକ ଜଣେ ବ୍ରିଟିଶ ଭାରତୀୟ ସେନା ଅଧିକାରୀ ପୁଲିସ୍ ୟୁନିଫର୍ମର ରଙ୍ଗକୁ ଖାକି ରଙ୍ଗ କରିଦେଲେ। ଠିକ୍ ସେହି ଦିନଠାରୁ ପୁଲିସ୍ ୟୁନିଫର୍ମର ରଙ୍ଗ ଖାକି ରହିଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp