ଫେବୃଆରୀ ୨୮: ଆଜିର ଇତିହାସ
୧୭୧୨- ମୋଗଲ ବାଦଶାହ ବାହାଦୂର ଶାହ ପ୍ରଥମଙ୍କ ଲାହୋରରେ ମୃତ୍ୟୁ ହୋଇଥିଲା ୧୮୩୫- କଲିକତା ମେଡିକାଲ କଲେଜର ପ୍ରତିଷ୍ଠା ହେଲା ୧୯୬୩- ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ନିଧନ ୧୯୯୭- ପାକିସ୍ତାନରେ ଭୂକମ୍ପ ଯୋଗୁଁ ୪୫ ଜଣଙ୍କ ମୃତ୍ୟୁ ୨୦୦୬-ଫିଲିପାଇନ୍ସରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ମାମଲା ନ୍ୟାୟାଳୟରେ ପହଞ୍ଚିଲା
୧୭୧୨- ମୋଗଲ ବାଦଶାହ ବାହାଦୂର ଶାହ ପ୍ରଥମଙ୍କ ଲାହୋରରେ ମୃତ୍ୟୁ ହୋଇଥିଲା
ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ମଣିଷ-କୁମ୍ଭୀର ସମ୍ପର୍କର ବିରଳ ଚିତ୍ର: ୧୩୦ ବର୍ଷର 'ଗଙ୍ଗାରାମ'ର ମୃତ୍ୟୁରେ କାନ୍ଦିଥିଲା ପୂରା ଗାଁ
୧୮୩୫- କଲିକତା ମେଡିକାଲ କଲେଜର ପ୍ରତିଷ୍ଠା ହେଲା
ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି
୧୯୬୩- ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ନିଧନ
୧୯୯୭- ପାକିସ୍ତାନରେ ଭୂକମ୍ପ ଯୋଗୁଁ ୪୫ ଜଣଙ୍କ ମୃତ୍ୟୁ
୨୦୦୬-ଫିଲିପାଇନ୍ସରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ମାମଲା ନ୍ୟାୟାଳୟରେ ପହଞ୍ଚିଲା
28 Feb 2021
By The Sakala
ଫେବୃଆରୀ ୨୮: ଆଜିର ଇତିହାସ
୧୭୧୨- ମୋଗଲ ବାଦଶାହ ବାହାଦୂର ଶାହ ପ୍ରଥମଙ୍କ ଲାହୋରରେ ମୃତ୍ୟୁ ହୋଇଥିଲା
୧୮୩୫- କଲିକତା ମେଡିକାଲ କଲେଜର ପ୍ରତିଷ୍ଠା ହେଲା
୧୯୬୩- ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ନିଧନ
୧୯୯୭- ପାକିସ୍ତାନରେ ଭୂକମ୍ପ ଯୋଗୁଁ ୪୫ ଜଣଙ୍କ ମୃତ୍ୟୁ
୨୦୦୬-ଫିଲିପାଇନ୍ସରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ମାମଲା ନ୍ୟାୟାଳୟରେ ପହଞ୍ଚିଲା
⊕ https://www.thesakala.in/special/feb-28-today-history/article-331