ପଞ୍ଚାୟତ ଫାଇଟ ୨୦୨୨
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ବିଜେଡିର ବିରୋଧୀ ବିଧ୍ୱଂସୀ ବିଜୟ, ୭୬୨ ଅତିକ୍ରମ କଲା ଜିଲ୍ଲା ପରିଷଦ ଆସନ ସଂଖ୍ୟା
Published On
By The Sakala
ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ରେ ବିଜେଡିର ଜୟଯାତ୍ରା ଜାରି ରହିଛି। ଗଣତିର ପ୍ରଥମ ଦୁଇ ଦିନ ପରି ଶେଷ ଦିନରେ ବିଜେଡି ଏକତରଫା ଭାବେ ରାଜ୍ୟର ସମସ୍ତ ଜିଲ୍ଲାରୁ ସିଂହଭାଗ ଜିଲ୍ଲା ପରିଷଦ ଆସନ ହାତେଇ ସଂପୂର୍ଣ୍ଣ ୩୦ ଜିଲ୍ଲାରେ ପରିଷଦ ଗଠନ ଏକ ପ୍ରକାର ନିଶ୍ଚିତ କରିଛି। ଶାସକ ବିଜେଡିକୁ ଛୁଇଁବା ତ ଦୂରର କଥା; ସମସ୍ତ ବିରୋଧୀଙ୍କ ଆସନ ସଂଖ୍ୟା ମିଶି ତିନି ଅଙ୍କ ଛୁଇଁବ କି ନାହିଁ, ସେ ନେଇ ଆଶଙ୍କା ସୃଷ୍ଟି […]
ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି : ମୁଖ୍ୟମନ୍ତ୍ରୀ
Published On
By The Sakala
ଭୁବନେଶ୍ବର : ବିଜେଡି ଉପରେ ରାଜ୍ୟବାସୀ ମାରିଛନ୍ତି ‘ବିଶ୍ୱାସ’ର ମୋହର। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚୁର ଆଶୀର୍ବାଦ। ବିଜେଡି ପ୍ରତି ଏହି ଶ୍ରଦ୍ଧା ଦଳକୁ ଦେଇଛି ପ୍ରଚଣ୍ଡ ବିଜୟ। ନିର୍ବାଚନରେ ଅତୀତର ସବୁ ରେକର୍ଡ଼ ଭାଙ୍ଗିଛି। ଗତ ୨୦୧୭ ଫଳାଫଳଠାରୁ ପାଖାପାଖି ୩୦୦ ଓ ୨୦୧୨ ଫଳାଫଳଠାରୁ ପାଖାପାଖି ୧୫୦ରୁ ଅଧିକ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟ ହୋଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏଯାବତ୍ […]
ଏକତରଫା ବିଜୟ ମୁହାଁ ବିଜେଡି, ସଫା ହୋଇଗଲେ ବିରୋଧୀ
Published On
By The Sakala
ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା ଅବ୍ୟାହତ ରହିଛି। ପ୍ରଥମ ଦିନ ଅର୍ଥାତ ଶନିବାର ଗଣତି ହୋଇଥିବା ସମସ୍ତ ୩୧୫ଟି ଜୋନ୍ର ଫଳାଫଳ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପ୍ରଥମ ଦିନରେ ବିଜେଡି ୨୮୨, ବିଜେପି ୧୫, କଂଗ୍ରେସ ୧୪, ସ୍ୱାଧୀନ ୨ ଏବଂ ଅନ୍ୟାନ୍ୟ ଦଳ ୨ଟି ସ୍ଥାନରେ ବିଜୟୀ ହୋଇଛନ୍ତି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଗଣତି ଫଳାଫଳ ଅନୁଯାୟୀ ବିଜେଡି ପାଇଁ […]
ମାନିଲେ ବିରୋଧୀ : ନବୀନଙ୍କ ସମସ୍କନ୍ଧ ବିକଳ୍ପ ନାହାନ୍ତି
Published On
By The Sakala
ଭୁବନେଶ୍ୱର : ପଞ୍ଚାୟତ ଭୋଟ ଗଣତିର ଲଗାତାର ଦ୍ୱିତୀୟ ଦିନ ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଶୋଚନୀୟ ପ୍ରଦର୍ଶନ କରିଥିବା ବେଳେ ଭୋଟର ଶାସକ ବିଜେଡି ପ୍ରତି ଅକୁଣ୍ଠ ସମର୍ଥନ ଅଜାଡ଼ି ଦେଇଛନ୍ତି। ବିରୋଧୀ ମାଟି କାମୁଡ଼ିବା ଏବଂ ବିଜେଡିର ଏକପାଖିଆ ବିଜୟକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଏନେଇ ମତ ରଖିଛନ୍ତି। ରାଜ୍ୟ ବିଜେପିରେ ନବୀନଙ୍କ ସମସ୍କନ୍ଧ ନେତା କେହି ନାହାନ୍ତି। ସେଥିପାଇଁ ନିର୍ବାଚନ ପରେ […]
ପଞ୍ଚାୟତ ଭୋଟ ଗଣତିର ଆଜି ତୃତୀୟ ଦିନ : ୨୨୯ ଜିଲ୍ଲା ପରିଷଦ ଜୋନ୍ର ଚାଲିଛି ଗଣତି
Published On
By The Sakala
ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଶେଷ ଦିନରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍ର ଫଳାଫଳ ଗଣତି କରାଯାଉଛି। ଶନିବାର ୩୧୫ଟି ଏବଂ ରବିବାର ୩୦୭ ଜିଲ୍ଲା ପରିଷଦ ଜୋନ୍ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲା।ତନ୍ମଧ୍ୟରୁ ୩୦୫ଟି ଆସନର ଫଳାଫଳ ସମ୍ପର୍କରେ ନିୟମିତ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍ ଏବଂ ଏହା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ଗୁଡ଼ିକର […]
ପଞ୍ଚାୟତ ରେଜଲ୍ଟ : ୮୫୧ଟି ଜୋନରୁ ୫୩୩ରେ ବିଜେଡି ଆଗୁଆ, ୪୦ ଛୁଇଁ ପାରିନାହାନ୍ତି ବିରୋଧୀ ବିଜେପି-କଂଗ୍ରେସ
Published On
By The Sakala
ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ଆଜି ଚାଲିଛି ଦ୍ୱିତୀୟ ଦିନ ଭୋଟ୍ ଗଣତି। ପ୍ରଥମ ଦିନର ଗଣତି ଭଳି ଦ୍ବିତୀୟ ଦିନରେ ମଧ୍ୟ ରାଜ୍ୟରେ ‘ନବୀନ’ ଲହର ଦେଖିବାକୁ ମିଳିଛି। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ର ଆଗରେ ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର, ମିଛ ଅପପ୍ରଚାର, କଳ-କୌଶଳ ଫେଲ ମାରିଛି। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ।ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ […]
ପ୍ରଥମ ପର୍ଯ୍ୟାୟ ଗଣତିରେ ମୟୁରଭଞ୍ଜର ୨୬ ଜୋନରେ ବିଜେଡି-୨୫ରେ ବିଜୟୀ, ଖାତା ଖୋଲି ପାରିଲାନି ବିଜେପି
Published On
By The Sakala
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୩୦୦ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୩୦୦ ଜୋନର ଫଳାଫଳ ଆସିଥିବା ବେଳେ ୨୬୮ ଆସନରେ ବିଜେଡି ବାଜିମାତ କରିଛି । ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୮ ଜୋନରେ ବିଜେଡି ବିଜୟ […]
ପଞ୍ଚାୟତ ରେଜଲ୍ଟ : ପ୍ରଥମ ଦିନ ଗଣତିର ୩୧୫ ଜୋନରୁ ୨୯୫ ଜୋନର ଫଳାଫଳ ପ୍ରକାଶ, ୨୬୩ ଜୋନରେ ବିଜେଡିର ବିଜୟ
Published On
By The Sakala
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୨୯୫ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୨୯୫ ଜୋନର ଫଳାଫଳ ଆସିଥିବା ବେଳେ ୨୬୩ ଆସନରେ ବିଜେଡି ବାଜିମାତ କରିଛି । ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି। ଦିନ ୧୦ଟା ୪୦ ସୁଦ୍ଧା ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୩ ଜୋନରେ […]
ପଞ୍ଚାୟତ ରେଜଲ୍ଟ : ଦ୍ୱିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସର ଚାଲିଛି ଅଙ୍କକଷା
Published On
By The Sakala
ଭୁବନେଶ୍ୱର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଗଣତି ଫଳ ବିଜେଡି ପାଇଁ ଯେତିକି ଉତ୍ସାହ ଆଣିଛି, ବିରୋଧୀ ବିଜେପିକୁ ସେତିକି ନିରାଶ କରିଛି। ଏକପକ୍ଷରେ ବିଜେଡି ଅଭୂତପୂର୍ବ, ଅକଳ୍ପନୀୟ ବିଜୟପଥରେ ଅଗ୍ରସର ହେଉଥିବାବେଳେ ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ଭୋଟରଙ୍କ ଦ୍ୱାରା ଭୟଙ୍କର ଭାବରେ ପ୍ରତ୍ୟାଖ୍ୟାତ ହୋଇଛନ୍ତି। ୨୦୧୭ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନକୁ ଉଠିଥିବା ବିଜେପି ପୁନର୍ବାର କଂଗ୍ରେସ ସ୍ତରକୁ ଖସିବାର ଆଶଙ୍କା ସୃଷ୍ଟି ହୋଇଛି। […]
ପଞ୍ଚାୟତ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନ : ୩୦୭ଟି ଜିଲ୍ଲା ପରିଷଦ ଜୋନ୍ରେ ଚାଲିଛି କାଉଣ୍ଟିଂ
Published On
By The Sakala
ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ଆସନ୍ତାକାଲି ୩୦୭ଟି ଜିଲ୍ଲା ପରିଷଦ ଜୋନ୍ର ଫଳାଫଳ ଗଣତି କରାଯିବ। ଶନିବାର ୩୧୫ଟି ଜିଲ୍ଲା ପରିଷଦ ଜୋନ୍ର ଗଣତି ହୋଇସାରିଛି। ଶେଷ ତଥା ସୋମବାର ବଳକା ୨୨୯ଟି ଜିଲ୍ଲା ପରିଷଦ ଜୋନ୍ ଏବଂ ଏହା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ଗୁଡ଼ିକର ଗଣନା କରାଯିବ। ବ୍ଲକ ମୁଖ୍ୟାଳୟରେ ଗଣତି ହେଉଥିବାରୁ ବ୍ଲକୱାରୀ ସର୍ବନିମ୍ନ ଗୋଟିଏ ପ୍ଲାଟୁନ୍ ପୁଲିସ୍ […]
‘ନବୀନ’ ସୁନାମୀରେ ପଦ୍ମଗଡ଼଼ ଧ୍ୱସ୍ତ : ମହାବିଜୟ ପଥରେ ବିଜେଡି
Published On
By The Sakala
ଭୁବନେଶ୍ୱର : ପଞ୍ଚାୟତରେ ‘ନବୀନ ସୁନାମୀ’ ରେ ଧ୍ୱସ୍ତବିଧ୍ୱସ୍ତ ପଦ୍ମଗଡ଼। ନିଜର ଅଭେଦ୍ୟ ଦୁର୍ଗ ବୋଲି ଦାବି କରୁଥିବା ମୟୂରଭଞ୍ଜ, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, ସମ୍ବଲପୁର ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଧରାଶାୟୀ। ପ୍ରଥମ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ଫଳାଫଳ ଆସି ନ ଥିଲେ ସୁଦ୍ଧା ୧୮ଟି ଜିଲ୍ଲ୍ଲାରେ ବିଜେପି ଓ ୨୩ ଜିଲ୍ଲାରେ କଂଗ୍ରେସ ଖାତା ଖୋଲି ପାରିନାହାନ୍ତି। ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଫଳଠାରୁ ଆରମ୍ଭ ହୋଇଥିବା ବିଜେଡିର ଯାତ୍ରା ଏବେ ମହାବିଜୟ ଆଡ଼କୁ ଅଗ୍ରସର […]
ପଞ୍ଚାୟତ ରେଜଲ୍ଟ : ବଡ଼ ବିଜୟ ମୁହାଁ ବିଜେଡି, ସତ୍ତା ହରାଇଲେ ବିଜେପି ଓ କଂଗ୍ରେସ
Published On
By The Sakala
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ରାଜ୍ୟରେ ‘ନବୀନ’ ଲହର ଆଗରେ ବିଫଳ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ମୋହର ମାରିଛନ୍ତି ରାଜ୍ୟବାସୀ। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ। ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଦିଶାରେ […]



