ଉତ୍ତରାଖଣ୍ଡ: ଖାଇକୁ ଖସିଲା ବସ୍, ୨୫ ମୃତ

The Sakala Picture
Published On

ଡେରାଡୁନ: ଉତ୍ତରାଖଣ୍ଡର ପୌରୀ ଗରଓ୍ବାଲ ଜିଲ୍ଲା ରିଖନିଖାଲରେ ବସ୍ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଖାଇକୁ ଖସି ବସ୍ ଟି ଗତକାଲି ଦୁର୍ଘଟଣାଗସ୍ତ ହୋଇଥିଲା । ବସରେ  ୪୦ରୁ ୫୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । କାଲି ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।  ସେହିପରି ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୧୨ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି । ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଜନପନ୍ଦ ହରିଦ୍ୱାରର ଲାଲଢାଙ୍ଗ […]

ଡେରାଡୁନ: ଉତ୍ତରାଖଣ୍ଡର ପୌରୀ ଗରଓ୍ବାଲ ଜିଲ୍ଲା ରିଖନିଖାଲରେ ବସ୍ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଖାଇକୁ ଖସି ବସ୍ ଟି ଗତକାଲି ଦୁର୍ଘଟଣାଗସ୍ତ ହୋଇଥିଲା । ବସରେ  ୪୦ରୁ ୫୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । କାଲି ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।  ସେହିପରି ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୧୨ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଜନପନ୍ଦ ହରିଦ୍ୱାରର ଲାଲଢାଙ୍ଗ ଅଞ୍ଚଳରୁ ଏକ ବସ୍ ବରଯାତ୍ରୀଙ୍କୁ ନେଇ ବୀରୋଁଖାଲ ବ୍ଲକ ଅନ୍ତର୍ଗତ କାଣ୍ଡା ଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ବିଳମ୍ବିତ ସନ୍ଧ୍ୟାରେ ଅନ୍ଧାରରେ ଘିରୋଲି ପୋଲ ଆଗକୁ ସିମଡି ଇଣ୍ଟର କଲେଜ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

05 Oct 2022 By The Sakala

ଉତ୍ତରାଖଣ୍ଡ: ଖାଇକୁ ଖସିଲା ବସ୍, ୨୫ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ପୌରୀ ଗରଓ୍ବାଲ ଜିଲ୍ଲା ରିଖନିଖାଲରେ ବସ୍ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଖାଇକୁ ଖସି ବସ୍ ଟି ଗତକାଲି ଦୁର୍ଘଟଣାଗସ୍ତ ହୋଇଥିଲା । ବସରେ  ୪୦ରୁ ୫୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । କାଲି ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।  ସେହିପରି ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୧୨ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି ।

ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଜନପନ୍ଦ ହରିଦ୍ୱାରର ଲାଲଢାଙ୍ଗ ଅଞ୍ଚଳରୁ ଏକ ବସ୍ ବରଯାତ୍ରୀଙ୍କୁ ନେଇ ବୀରୋଁଖାଲ ବ୍ଲକ ଅନ୍ତର୍ଗତ କାଣ୍ଡା ଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ବିଳମ୍ବିତ ସନ୍ଧ୍ୟାରେ ଅନ୍ଧାରରେ ଘିରୋଲି ପୋଲ ଆଗକୁ ସିମଡି ଇଣ୍ଟର କଲେଜ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର