ଆମେରିକା ଓ ବ୍ରିଟେନକୁ ଯୁଦ୍ଧ ଧମକ ଦେଲେ ପୁତିନ୍‌

The Sakala Picture
Published On

ମସ୍କୋ : ଶତ୍ରୁ ପକ୍ଷ ସହିତ ଲଢେଇ କରିବାକୁ ରୁଷ ନୌସେନା ପ୍ରସ୍ତୁତ ରହିଛି। ଏହାବ୍ୟତୀତ ଆବଶ୍ୟକ ପଡ଼ିଲେ ରୁଷ ସ୍ଥଳସେନା ମଧ୍ୟ ଯୁଦ୍ଧ ଭୂମିକୁ ଓହ୍ଲାଇବାକୁ ପ୍ରସ୍ତୁତ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ଆମେରିକା ଏବଂ ବ୍ରିଟେନକୁ ପରୋକ୍ଷରେ ଚେତାବନୀ ଦେଇ କହିଛନ୍ତି। କ୍ରିମିଆକୁ ନେଇ ବର୍ତ୍ତମାନ ଆମେରିକା ସହିତ ରୁଷିଆର ଶତ୍ରୁତା ସୃଷ୍ଟି ହୋଇଛି। ରୁଷ ୨୦୧୪ରେ ଯୁକ୍ରେନ ଠାରୁ କ୍ରିମିଆକୁ ଜୋର ଜବରଦସ୍ତ ଅଲଗା କରିଦେଇଥିଲେ ହେଁ ବର୍ତ୍ତମାନ ବିଶ୍ବର ଅଧିକାଂଶ […]

ମସ୍କୋ : ଶତ୍ରୁ ପକ୍ଷ ସହିତ ଲଢେଇ କରିବାକୁ ରୁଷ ନୌସେନା ପ୍ରସ୍ତୁତ ରହିଛି। ଏହାବ୍ୟତୀତ ଆବଶ୍ୟକ ପଡ଼ିଲେ ରୁଷ ସ୍ଥଳସେନା ମଧ୍ୟ ଯୁଦ୍ଧ ଭୂମିକୁ ଓହ୍ଲାଇବାକୁ ପ୍ରସ୍ତୁତ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ଆମେରିକା ଏବଂ ବ୍ରିଟେନକୁ ପରୋକ୍ଷରେ ଚେତାବନୀ ଦେଇ କହିଛନ୍ତି। କ୍ରିମିଆକୁ ନେଇ ବର୍ତ୍ତମାନ ଆମେରିକା ସହିତ ରୁଷିଆର ଶତ୍ରୁତା ସୃଷ୍ଟି ହୋଇଛି। ରୁଷ ୨୦୧୪ରେ ଯୁକ୍ରେନ ଠାରୁ କ୍ରିମିଆକୁ ଜୋର ଜବରଦସ୍ତ ଅଲଗା କରିଦେଇଥିଲେ ହେଁ ବର୍ତ୍ତମାନ ବିଶ୍ବର ଅଧିକାଂଶ ରାଷ୍ଟ୍ର କ୍ରିମିଆକୁ ୟୁକ୍ରେନର ଅଂଶ ବୋଲି ବିବେଚନା କରୁଛନ୍ତି। ଆମେରିକା ମଧ୍ୟ ଏହାକୁ ସ୍ବୀକାର କରୁଥିବା ବେଳେ ରୁଷ ଏହାକୁ ବିରୋଧ କରୁଥିବାରୁ ଉଭୟ ରାଷ୍ଟ୍ର ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆବଶ୍ୟକ ପଡ଼ିଲେ ରୁଷ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ପୁତିନ କହିଛନ୍ତି। ସେଣ୍ଟ ପିଟସ୍‌ବର୍ଗରେ ଆୟୋଜିତ ରୁଷିଆର ନୌସେନା ଦିବସରେ ପୁତିନ୍‌ ଏକ ବିଶାଳ ପରେଡ୍‌ରେ ଅଭିବାଦନ ଗ୍ରହଣ କରି କହିଛନ୍ତି ଯେ, ଜଳ , ସ୍ଥଳ ଏବଂ ଆକାଶରେ ଶତ୍ରୁ ପକ୍ଷକୁ ଉଚିତ ଜାବାବଦ୍ବୋକୁ ଆମେ ପ୍ରସ୍ତୁତ। ଏହିକ୍ରମରେ ରୁଷ ଅତ୍ୟାଧୁନିକ ଏଆର ଡିଫେନ୍ସ ସିଷ୍ଟମ ଏସ୍‌-୫୦୦ ଏବଂ ଜିର୍‌କନ୍‌ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

27 Jul 2021 By The Sakala

ଆମେରିକା ଓ ବ୍ରିଟେନକୁ ଯୁଦ୍ଧ ଧମକ ଦେଲେ ପୁତିନ୍‌

ମସ୍କୋ : ଶତ୍ରୁ ପକ୍ଷ ସହିତ ଲଢେଇ କରିବାକୁ ରୁଷ ନୌସେନା ପ୍ରସ୍ତୁତ ରହିଛି। ଏହାବ୍ୟତୀତ ଆବଶ୍ୟକ ପଡ଼ିଲେ ରୁଷ ସ୍ଥଳସେନା ମଧ୍ୟ ଯୁଦ୍ଧ ଭୂମିକୁ ଓହ୍ଲାଇବାକୁ ପ୍ରସ୍ତୁତ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ଆମେରିକା ଏବଂ ବ୍ରିଟେନକୁ ପରୋକ୍ଷରେ ଚେତାବନୀ ଦେଇ କହିଛନ୍ତି। କ୍ରିମିଆକୁ ନେଇ ବର୍ତ୍ତମାନ ଆମେରିକା ସହିତ ରୁଷିଆର ଶତ୍ରୁତା ସୃଷ୍ଟି ହୋଇଛି। ରୁଷ ୨୦୧୪ରେ ଯୁକ୍ରେନ ଠାରୁ କ୍ରିମିଆକୁ ଜୋର ଜବରଦସ୍ତ ଅଲଗା କରିଦେଇଥିଲେ ହେଁ ବର୍ତ୍ତମାନ ବିଶ୍ବର ଅଧିକାଂଶ ରାଷ୍ଟ୍ର କ୍ରିମିଆକୁ ୟୁକ୍ରେନର ଅଂଶ ବୋଲି ବିବେଚନା କରୁଛନ୍ତି। ଆମେରିକା ମଧ୍ୟ ଏହାକୁ ସ୍ବୀକାର କରୁଥିବା ବେଳେ ରୁଷ ଏହାକୁ ବିରୋଧ କରୁଥିବାରୁ ଉଭୟ ରାଷ୍ଟ୍ର ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆବଶ୍ୟକ ପଡ଼ିଲେ ରୁଷ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ପୁତିନ କହିଛନ୍ତି। ସେଣ୍ଟ ପିଟସ୍‌ବର୍ଗରେ ଆୟୋଜିତ ରୁଷିଆର ନୌସେନା ଦିବସରେ ପୁତିନ୍‌ ଏକ ବିଶାଳ ପରେଡ୍‌ରେ ଅଭିବାଦନ ଗ୍ରହଣ କରି କହିଛନ୍ତି ଯେ, ଜଳ , ସ୍ଥଳ ଏବଂ ଆକାଶରେ ଶତ୍ରୁ ପକ୍ଷକୁ ଉଚିତ ଜାବାବଦ୍ବୋକୁ ଆମେ ପ୍ରସ୍ତୁତ। ଏହିକ୍ରମରେ ରୁଷ ଅତ୍ୟାଧୁନିକ ଏଆର ଡିଫେନ୍ସ ସିଷ୍ଟମ ଏସ୍‌-୫୦୦ ଏବଂ ଜିର୍‌କନ୍‌ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।

https://www.thesakala.in/national-international/putin-threatens-war-with-us-and-uk/article-4139
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର