ଜାରି ରହିଛି ‘ଅପରେସନ ଅଜୟ’: ଚତୁର୍ଥ ପର୍ଯ୍ୟାୟରେ ଯୁଦ୍ଧଭୂଇଁ ଇସ୍ରାଏଲରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ଆଉ ୨୭୪ ଭାରତୀୟ

The Sakala Picture
Published On

ନୂଆଦିଲ୍ଲୀ: ଭାରତର ‘ଅପରେସନ ଅଜୟ’ ଜାରି । ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ଚତୁର୍ଥ ପର୍ଯ୍ୟାୟରେ ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ୨୭୪ ଭାରତୀୟ । ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ତେଲ୍ ଅଭିଭରୁ ଭାରତ ଅଣାଯାଇଛି । ତୃତୀୟ ପର୍ଯ୍ୟାୟରେ ବିମାନରେ ଗତକାଲି ସ୍ବଦେଶ ଫେରିଥିଲେ ୧୯୭ ଜଣ ଭାରତୀୟ । ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେସନ ଅଜୟ’ ଜାରି ରହିଛି । ଦିଲ୍ଲୀ […]

ନୂଆଦିଲ୍ଲୀ: ଭାରତର ‘ଅପରେସନ ଅଜୟ’ ଜାରି । ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ଚତୁର୍ଥ ପର୍ଯ୍ୟାୟରେ ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ୨୭୪ ଭାରତୀୟ । ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ତେଲ୍ ଅଭିଭରୁ ଭାରତ ଅଣାଯାଇଛି । ତୃତୀୟ ପର୍ଯ୍ୟାୟରେ ବିମାନରେ ଗତକାଲି ସ୍ବଦେଶ ଫେରିଥିଲେ ୧୯୭ ଜଣ ଭାରତୀୟ । ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେସନ ଅଜୟ’ ଜାରି ରହିଛି । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଦୂତାବାସ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରବାସୀ ଭାରତୀୟ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ନବମ ଦିନରେ ପହଞ୍ଚି ଥିବା ବେଳେ ସ୍ଥିତି ବିଗିଡିବାରେ ଲାଗିଛି । ଯୁଦ୍ଧ ବିଭୀଷିକାରେ ଇସ୍ରାଏଲରେ ଫସିରହିଛନ୍ତି ୧୮ହଜାର ଭାରତୀୟ । ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ‘ଅଜୟ’ । ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟ ଦୂତାବାସରେ ପଞ୍ଜିକରଣ କରାଇବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

15 Oct 2023 By The Sakala

ଜାରି ରହିଛି ‘ଅପରେସନ ଅଜୟ’: ଚତୁର୍ଥ ପର୍ଯ୍ୟାୟରେ ଯୁଦ୍ଧଭୂଇଁ ଇସ୍ରାଏଲରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ଆଉ ୨୭୪ ଭାରତୀୟ

ନୂଆଦିଲ୍ଲୀ: ଭାରତର ‘ଅପରେସନ ଅଜୟ’ ଜାରି । ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ଚତୁର୍ଥ ପର୍ଯ୍ୟାୟରେ ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ୨୭୪ ଭାରତୀୟ । ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ତେଲ୍ ଅଭିଭରୁ ଭାରତ ଅଣାଯାଇଛି । ତୃତୀୟ ପର୍ଯ୍ୟାୟରେ ବିମାନରେ ଗତକାଲି ସ୍ବଦେଶ ଫେରିଥିଲେ ୧୯୭ ଜଣ ଭାରତୀୟ । ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେସନ ଅଜୟ’ ଜାରି ରହିଛି । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଦୂତାବାସ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରବାସୀ ଭାରତୀୟ ।

ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ନବମ ଦିନରେ ପହଞ୍ଚି ଥିବା ବେଳେ ସ୍ଥିତି ବିଗିଡିବାରେ ଲାଗିଛି । ଯୁଦ୍ଧ ବିଭୀଷିକାରେ ଇସ୍ରାଏଲରେ ଫସିରହିଛନ୍ତି ୧୮ହଜାର ଭାରତୀୟ । ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ‘ଅଜୟ’ । ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟ ଦୂତାବାସରେ ପଞ୍ଜିକରଣ କରାଇବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର