ହାଇ ଆଲର୍ଟରେ ମୁମ୍ବାଇ, ୩୪ଟି ମାନବ ବୋମା ବିସ୍ଫୋରଣ ଧମକ ଦେଲା ଆତଙ୍କବାଦୀ ସଂଗଠନ

The Sakala Picture
Published On

ମୁମ୍ବାଇ: ହାଇ ଆଲର୍ଟରେ ମୁମ୍ବାଇ। ବୋମା ବିସ୍ଫୋରଣରେ ଦୋହଲି ଯିବ ମୁମ୍ବାଇ। ୩୪ଟି ମାନବ ବୋମା ବିସ୍ଫୋରଣ ହେବ। ଏଭଳି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି। ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଆକ୍ରମଣ ପାଇଁ ଧମକ ଦେଇଛି ଆତଙ୍କୀ ସଂଗଠନ। ସୂଚନାନୁଯାୟୀ, ୩୪ଟି ଗାଡ଼ିରେ ୪୦୦ କେଜି ଲେଖାଏଁ ଓଜନର ଆରଡିଏକ୍ସ ଖଞ୍ଜା ଯାଇଛି। ଯାହା ପୁରା ସହରକୁ ଦୋହଲାଇ ଦେବ। ଏଥିରେ କୋଟିଏ ଲୋକଙ୍କର ମୃତ୍ୟୁ ହେବ ବୋଲି ଧମକ ମିଳିଛି । ମୁମ୍ବାଇ ଟ୍ରାଫିକ […]

ମୁମ୍ବାଇ: ହାଇ ଆଲର୍ଟରେ ମୁମ୍ବାଇ। ବୋମା ବିସ୍ଫୋରଣରେ ଦୋହଲି ଯିବ ମୁମ୍ବାଇ। ୩୪ଟି ମାନବ ବୋମା ବିସ୍ଫୋରଣ ହେବ। ଏଭଳି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି। ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଆକ୍ରମଣ ପାଇଁ ଧମକ ଦେଇଛି ଆତଙ୍କୀ ସଂଗଠନ।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା: ବ୍ରିଜ୍ ଉପରୁ ୧୦୦ ମିଟର ତଳକୁ ଖସିଲା ବସ୍, ୮ ମୃତ

ସୂଚନାନୁଯାୟୀ, ୩୪ଟି ଗାଡ଼ିରେ ୪୦୦ କେଜି ଲେଖାଏଁ ଓଜନର ଆରଡିଏକ୍ସ ଖଞ୍ଜା ଯାଇଛି। ଯାହା ପୁରା ସହରକୁ ଦୋହଲାଇ ଦେବ। ଏଥିରେ କୋଟିଏ ଲୋକଙ୍କର ମୃତ୍ୟୁ ହେବ ବୋଲି ଧମକ ମିଳିଛି । ମୁମ୍ବାଇ ଟ୍ରାଫିକ ପୁଲିସ ହେଲପ ଲାଇନ ନମ୍ବରରେ ଆସିଛି ଧମକପୂର୍ଣ୍ଣ ବାର୍ତ୍ତା। ଧମକ ମିଳବା ପରେ ମୁମ୍ବାଇରେ ହାଇ ଆଲର୍ଟ ଜାରି ହୋଇଛି।

ଆହୁରି ପଢ଼ନ୍ତୁ: କାବେରୀ ଜଳ ବିବାଦ: ତାମିଲନାଡୁର ଅତିରିକ୍ତ ଜଳ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର