ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୩ ବିଜ୍ଞପ୍ତି, ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

The Sakala Picture
Published On

ନୂଆଦିଲ୍ଲୀ: ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ବିଜ୍ଞପ୍ତି ଜାରି ହୋଇଯାଇଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ଯାୟରେ ଆୟୋଜିତ କରାଯିବ । ପ୍ରଥମ ପର୍ଯ୍ଯାୟ ଜାନୁଆରୀ ୨୦୨୩ରେ ଏବଂ ଦ୍ୱିତୀୟ ପର୍ଯ୍ଯାୟ ଏପ୍ରିଲ ୨୦୨୩ରେ ଆୟୋଜିତ ହେବ । ଚଳିତଥର ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିସନ (ଜେଇଇ)ର ଆୟୋଜନ ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜନ୍ସି (ଏନଟିଏ)କୁ ହସ୍ତାନ୍ତର କରାଯାଇଛି । ଏନଟିଏ ବିଜ୍ଞପ୍ତି […]

ନୂଆଦିଲ୍ଲୀ: ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ବିଜ୍ଞପ୍ତି ଜାରି ହୋଇଯାଇଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ଯାୟରେ ଆୟୋଜିତ କରାଯିବ । ପ୍ରଥମ ପର୍ଯ୍ଯାୟ ଜାନୁଆରୀ ୨୦୨୩ରେ ଏବଂ ଦ୍ୱିତୀୟ ପର୍ଯ୍ଯାୟ ଏପ୍ରିଲ ୨୦୨୩ରେ ଆୟୋଜିତ ହେବ । ଚଳିତଥର ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିସନ (ଜେଇଇ)ର ଆୟୋଜନ ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜନ୍ସି (ଏନଟିଏ)କୁ ହସ୍ତାନ୍ତର କରାଯାଇଛି । ଏନଟିଏ ବିଜ୍ଞପ୍ତି ଜାରି କରି କହିଛି ଯେ ପ୍ରଥମ ପର୍ଯ୍ଯାୟ ପରୀକ୍ଷା ଜାନୁଆରୀ ୨୦୨୩ରେ ଆୟୋଜିତ ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆଜିଠୁ ଅର୍ଥାତ ୧୫ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି । ଆବେଦନର ଶେଷ ତାରିଖ ୧୨ ଜାନୁଆରୀ ୨୦୨୩ ରହିଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ଜାନୁଆରୀ ୨୪, ୨୫, ୨୭, ୨୮, ୨୯, ୩୦ ଓ ୩୧ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

ଇଞ୍ଜିନିୟରିଂ ଆଡମିଶନ ପାଇଁ ଦେଶର ସବୁଠୁ ବଡ଼ ପ୍ରବେଶ ପରୀକ୍ଷାରେ ସାମିଲ ହେବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଏନଟିଏ ଜେଇଇ ମେନର ଅଫିସିଆଲ ୱେବସାଇଟ୍ Jeemain.nta.nic.in କୁ ଯାଇ ଆବେଦନ କରିପାରିବେ । ଜେଇଇ ମେନ୍ ୨୦୨୩ ପରୀକ୍ଷାକୁ ୧୩ଟି ଭାଷାରେ ଅର୍ଥାତ ଇଂରାଜୀ, ହିନ୍ଦୀ, ଆସାମିୟା, ବଙ୍ଗାଳି, ଗୁଜୁରାଟୀ, କନ୍ନଡ, ମଲୟାଲମ, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲେଗୁ ଏବଂ ଉର୍ଦ୍ଦୁରେ ଆୟୋଜିତ କରାଯିବ ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

15 Dec 2022 By The Sakala

ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୩ ବିଜ୍ଞପ୍ତି, ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ବିଜ୍ଞପ୍ତି ଜାରି ହୋଇଯାଇଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ଯାୟରେ ଆୟୋଜିତ କରାଯିବ । ପ୍ରଥମ ପର୍ଯ୍ଯାୟ ଜାନୁଆରୀ ୨୦୨୩ରେ ଏବଂ ଦ୍ୱିତୀୟ ପର୍ଯ୍ଯାୟ ଏପ୍ରିଲ ୨୦୨୩ରେ ଆୟୋଜିତ ହେବ । ଚଳିତଥର ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିସନ (ଜେଇଇ)ର ଆୟୋଜନ ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜନ୍ସି (ଏନଟିଏ)କୁ ହସ୍ତାନ୍ତର କରାଯାଇଛି । ଏନଟିଏ ବିଜ୍ଞପ୍ତି ଜାରି କରି କହିଛି ଯେ ପ୍ରଥମ ପର୍ଯ୍ଯାୟ ପରୀକ୍ଷା ଜାନୁଆରୀ ୨୦୨୩ରେ ଆୟୋଜିତ ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆଜିଠୁ ଅର୍ଥାତ ୧୫ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି । ଆବେଦନର ଶେଷ ତାରିଖ ୧୨ ଜାନୁଆରୀ ୨୦୨୩ ରହିଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ଜାନୁଆରୀ ୨୪, ୨୫, ୨୭, ୨୮, ୨୯, ୩୦ ଓ ୩୧ ଧାର୍ଯ୍ୟ କରାଯାଇଛି।

ଇଞ୍ଜିନିୟରିଂ ଆଡମିଶନ ପାଇଁ ଦେଶର ସବୁଠୁ ବଡ଼ ପ୍ରବେଶ ପରୀକ୍ଷାରେ ସାମିଲ ହେବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଏନଟିଏ ଜେଇଇ ମେନର ଅଫିସିଆଲ ୱେବସାଇଟ୍ Jeemain.nta.nic.in କୁ ଯାଇ ଆବେଦନ କରିପାରିବେ । ଜେଇଇ ମେନ୍ ୨୦୨୩ ପରୀକ୍ଷାକୁ ୧୩ଟି ଭାଷାରେ ଅର୍ଥାତ ଇଂରାଜୀ, ହିନ୍ଦୀ, ଆସାମିୟା, ବଙ୍ଗାଳି, ଗୁଜୁରାଟୀ, କନ୍ନଡ, ମଲୟାଲମ, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲେଗୁ ଏବଂ ଉର୍ଦ୍ଦୁରେ ଆୟୋଜିତ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର