ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ଦିଦିଙ୍କ ଈ-ସ୍କୁଟର ରାଲି

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ବିରୋଧରେ ବିରୋଧୀ ଦଳ ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି । କଂଗ୍ରେସ ବ୍ୟତୀତ ଏସପି, ବିଏସପିର ବିରୋଧ ପରେ ବର୍ତ୍ତମାନ ତୃଣମୂଳ କଂଗ୍ରେସର (ଟିଏମ୍‌ସି) ନାମ ମଧ୍ୟ ଯୋଡି ହୋଇଛି । ଗୁରୁବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏକ ଇ-ସ୍କୁଟରରେ ଚଢ଼ି ଏହି ତୈଳ ଦର ବୃଦ୍ଧିକୁ ନେଇ ବିରୋଧ କରିଛନ୍ତି । ଏହି ସମୟ ମଧ୍ୟରେ ମମତା ବାନାର୍ଜୀ […]

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ବିରୋଧରେ ବିରୋଧୀ ଦଳ ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି । କଂଗ୍ରେସ ବ୍ୟତୀତ ଏସପି, ବିଏସପିର ବିରୋଧ ପରେ ବର୍ତ୍ତମାନ ତୃଣମୂଳ କଂଗ୍ରେସର (ଟିଏମ୍‌ସି) ନାମ ମଧ୍ୟ ଯୋଡି ହୋଇଛି । ଗୁରୁବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏକ ଇ-ସ୍କୁଟରରେ ଚଢ଼ି ଏହି ତୈଳ ଦର ବୃଦ୍ଧିକୁ ନେଇ ବିରୋଧ କରିଛନ୍ତି ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

ଏହି ସମୟ ମଧ୍ୟରେ ମମତା ବାନାର୍ଜୀ ଇଲେକ୍ଟ୍ରିକ ସ୍କୁଟର ପଛରେ ବସି ବେକରେ ମୁଦ୍ରାସ୍ଫୀତି ବିରୁଦ୍ଧରେ ଏକ ପୋଷ୍ଟର ମଧ୍ୟ ଟାଙ୍ଗିଥିଲେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ମମତା ବାନାର୍ଜୀ କୋଲକାତା ମେୟର ଫିରହାଦ୍ ହାକିମଙ୍କ ସହ ଇଲେକ୍ଟ୍ରିକ ସ୍କୁଟର ଚଢ଼ି ରାଲି କରିଥିଲେ । କୋଲକାତାରେ ଏହି ଇ-ସ୍କୁଟର ରାଲିକୁ ହରିଶ ଚାଟାର୍ଜୀ ଛକରୁ ରାଜ୍ୟ ସଚିବାଳୟ ନାବାନାକୁ ନିଆଯାଇଥିଲା । ମମତା ବାନାର୍ଜୀ ହଜର ମୋରରୁ ରାଜ୍ୟ ସଚିବାଳୟ ପର୍ୟ୍ୟନ୍ତ ଏକ ସ୍କୁଟରରେ ପାଞ୍ଚ କିଲୋମିଟର ଯାତ୍ରା କରିଥିଲେ ଓ ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଲୋକମାନେ ଠିଆ ହୋଇ ମୁଖ୍ୟ ମନ୍ତ୍ରୀଙ୍କୁ ଅଭିବାଦନ କରୁଥିବାର ନଜର ଆସିଥିଲେ ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଏହା ପରେ ମମତା ବାନାର୍ଜୀ ମଧ୍ୟ ମୋଦୀ ସରକାରଙ୍କ ଉପରେ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ ପୂର୍ବରୁ ବିମୁଦ୍ରୀକରଣ ହୋଇଥିଲା, ବର୍ତ୍ତମାନ ଇନ୍ଧନ ଦର ବୃଦ୍ଧି ପାଉଛି । ମୋଦୀ ସରକାର ସବୁକିଛି ବିକ୍ରି କରୁଛନ୍ତି । ଏହି ଦେଶରେ ଈଝଘଖ ଠାରୁ କୋଇଲା ପର୍ୟ୍ୟନ୍ତ ସବୁକିଛି ବିକ୍ରି ହେଉଛି । ଏହି ସରକାର ନାଗରିକ ବିରୋଧୀ ।

25 Feb 2021 By The Sakala

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ଦିଦିଙ୍କ ଈ-ସ୍କୁଟର ରାଲି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ବିରୋଧରେ ବିରୋଧୀ ଦଳ ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି । କଂଗ୍ରେସ ବ୍ୟତୀତ ଏସପି, ବିଏସପିର ବିରୋଧ ପରେ ବର୍ତ୍ତମାନ ତୃଣମୂଳ କଂଗ୍ରେସର (ଟିଏମ୍‌ସି) ନାମ ମଧ୍ୟ ଯୋଡି ହୋଇଛି । ଗୁରୁବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏକ ଇ-ସ୍କୁଟରରେ ଚଢ଼ି ଏହି ତୈଳ ଦର ବୃଦ୍ଧିକୁ ନେଇ ବିରୋଧ କରିଛନ୍ତି ।

ଏହି ସମୟ ମଧ୍ୟରେ ମମତା ବାନାର୍ଜୀ ଇଲେକ୍ଟ୍ରିକ ସ୍କୁଟର ପଛରେ ବସି ବେକରେ ମୁଦ୍ରାସ୍ଫୀତି ବିରୁଦ୍ଧରେ ଏକ ପୋଷ୍ଟର ମଧ୍ୟ ଟାଙ୍ଗିଥିଲେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ମମତା ବାନାର୍ଜୀ କୋଲକାତା ମେୟର ଫିରହାଦ୍ ହାକିମଙ୍କ ସହ ଇଲେକ୍ଟ୍ରିକ ସ୍କୁଟର ଚଢ଼ି ରାଲି କରିଥିଲେ । କୋଲକାତାରେ ଏହି ଇ-ସ୍କୁଟର ରାଲିକୁ ହରିଶ ଚାଟାର୍ଜୀ ଛକରୁ ରାଜ୍ୟ ସଚିବାଳୟ ନାବାନାକୁ ନିଆଯାଇଥିଲା । ମମତା ବାନାର୍ଜୀ ହଜର ମୋରରୁ ରାଜ୍ୟ ସଚିବାଳୟ ପର୍ୟ୍ୟନ୍ତ ଏକ ସ୍କୁଟରରେ ପାଞ୍ଚ କିଲୋମିଟର ଯାତ୍ରା କରିଥିଲେ ଓ ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଲୋକମାନେ ଠିଆ ହୋଇ ମୁଖ୍ୟ ମନ୍ତ୍ରୀଙ୍କୁ ଅଭିବାଦନ କରୁଥିବାର ନଜର ଆସିଥିଲେ ।

ଏହା ପରେ ମମତା ବାନାର୍ଜୀ ମଧ୍ୟ ମୋଦୀ ସରକାରଙ୍କ ଉପରେ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ ପୂର୍ବରୁ ବିମୁଦ୍ରୀକରଣ ହୋଇଥିଲା, ବର୍ତ୍ତମାନ ଇନ୍ଧନ ଦର ବୃଦ୍ଧି ପାଉଛି । ମୋଦୀ ସରକାର ସବୁକିଛି ବିକ୍ରି କରୁଛନ୍ତି । ଏହି ଦେଶରେ ଈଝଘଖ ଠାରୁ କୋଇଲା ପର୍ୟ୍ୟନ୍ତ ସବୁକିଛି ବିକ୍ରି ହେଉଛି । ଏହି ସରକାର ନାଗରିକ ବିରୋଧୀ ।

https://www.thesakala.in/national-international/mamata-banarjee-e-scooter-rally-against-petrol-and-diesel-price-hikes/article-273
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର