ଓଡ଼ିଶାରେ କ୍ରୀଡାର ଭିତ୍ତିଭୂମି ବିକାଶ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିଲେ ନାହିଁ କେନ୍ଦ୍ର କ୍ରୀଡାମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ କ୍ରୀଡାର ଭିତ୍ତିଭୂମି ବିକାଶ ପ୍ରସଙ୍ଗକୁ ନେଇ ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ । ଠିକ୍ ଉତ୍ତର ଦେଇ ପାରିଲେ ନାହିଁ କେନ୍ଦ୍ର କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ରାଜ୍ଯୱାରୀ ହିସାବ ନଦେଇ ଦେଶର ସାମଗ୍ରିକ ଅନୁଦାନ କଥା କହିଲେ ମନ୍ତ୍ରୀ । ଗତ ୫ ବର୍ଷ ମଧ୍ୟରେ ଓଡିଶାରେ କ୍ରୀଡାର ବିକାଶ ପାଇଁ କେଉଁ ଯୋଜନାରେ କେତେ ଅର୍ଥ କେନ୍ଦ୍ର ଦେଇଛି ଜାଣିବାକୁ ଚାହିଁଥିଲେ ମାନସ ମଂଗରାଜ । ତେବେ ମନ୍ତ୍ରୀ ରାଜ୍ଯୱାରୀ […]

ଭୁବନେଶ୍ୱର: ରାଜ୍ଯରେ କ୍ରୀଡାର ଭିତ୍ତିଭୂମି ବିକାଶ ପ୍ରସଙ୍ଗକୁ ନେଇ ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ । ଠିକ୍ ଉତ୍ତର ଦେଇ ପାରିଲେ ନାହିଁ କେନ୍ଦ୍ର କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ରାଜ୍ଯୱାରୀ ହିସାବ ନଦେଇ ଦେଶର ସାମଗ୍ରିକ ଅନୁଦାନ କଥା କହିଲେ ମନ୍ତ୍ରୀ । ଗତ ୫ ବର୍ଷ ମଧ୍ୟରେ ଓଡିଶାରେ କ୍ରୀଡାର ବିକାଶ ପାଇଁ କେଉଁ ଯୋଜନାରେ କେତେ ଅର୍ଥ କେନ୍ଦ୍ର ଦେଇଛି ଜାଣିବାକୁ ଚାହିଁଥିଲେ ମାନସ ମଂଗରାଜ । ତେବେ ମନ୍ତ୍ରୀ ରାଜ୍ଯୱାରୀ ହିସାବ ନଦେଇ ଦେଶର ସାମଗ୍ରିକ ଅନୁଦାନ କଥା କହିଥିଲେ। ସେହିଭଳି ଜାତୀୟ ରାଜପଥ-୫୩ ଅନ୍ତର୍ଗତ ପାରାଦୀପ-ଡୁବୁରୀ ୪ ଥାକିଆ ରାସ୍ତାରେ ଏବେ ୮୨ ପ୍ରତିଶତ କାମ ସରିଲାଣି। ବଳକା ଥିବା କାମ ୨୦୨୫ ଫେବୃଆରୀ ସୁଦ୍ଧା ସମ୍ପନ୍ନ ହେବ ବୋଲି ବିଭାଗୀୟ ମନ୍ତ୍ରୀ ନିତୀନ ଜୟରାମ ଗଡକରି ଗୃହକୁ ସୂଚନା ଦେଇଛନ୍ତି। ସେହିଭଳି ସାମୁଦ୍ରିକ ମତ୍ସ୍ଯ ଉତ୍ପାଦନ ସମ୍ପର୍କରେ ସେ ବିଭାଗୀୟ ମନ୍ତ୍ରୀ ରାଜୀବ ରଂଜନ ସିଂକୁ ପଚାରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

28 Nov 2024 By The Sakala

ଓଡ଼ିଶାରେ କ୍ରୀଡାର ଭିତ୍ତିଭୂମି ବିକାଶ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିଲେ ନାହିଁ କେନ୍ଦ୍ର କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: ରାଜ୍ଯରେ କ୍ରୀଡାର ଭିତ୍ତିଭୂମି ବିକାଶ ପ୍ରସଙ୍ଗକୁ ନେଇ ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ । ଠିକ୍ ଉତ୍ତର ଦେଇ ପାରିଲେ ନାହିଁ କେନ୍ଦ୍ର କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ରାଜ୍ଯୱାରୀ ହିସାବ ନଦେଇ ଦେଶର ସାମଗ୍ରିକ ଅନୁଦାନ କଥା କହିଲେ ମନ୍ତ୍ରୀ । ଗତ ୫ ବର୍ଷ ମଧ୍ୟରେ ଓଡିଶାରେ କ୍ରୀଡାର ବିକାଶ ପାଇଁ କେଉଁ ଯୋଜନାରେ କେତେ ଅର୍ଥ କେନ୍ଦ୍ର ଦେଇଛି ଜାଣିବାକୁ ଚାହିଁଥିଲେ ମାନସ ମଂଗରାଜ । ତେବେ ମନ୍ତ୍ରୀ ରାଜ୍ଯୱାରୀ ହିସାବ ନଦେଇ ଦେଶର ସାମଗ୍ରିକ ଅନୁଦାନ କଥା କହିଥିଲେ। ସେହିଭଳି ଜାତୀୟ ରାଜପଥ-୫୩ ଅନ୍ତର୍ଗତ ପାରାଦୀପ-ଡୁବୁରୀ ୪ ଥାକିଆ ରାସ୍ତାରେ ଏବେ ୮୨ ପ୍ରତିଶତ କାମ ସରିଲାଣି। ବଳକା ଥିବା କାମ ୨୦୨୫ ଫେବୃଆରୀ ସୁଦ୍ଧା ସମ୍ପନ୍ନ ହେବ ବୋଲି ବିଭାଗୀୟ ମନ୍ତ୍ରୀ ନିତୀନ ଜୟରାମ ଗଡକରି ଗୃହକୁ ସୂଚନା ଦେଇଛନ୍ତି। ସେହିଭଳି ସାମୁଦ୍ରିକ ମତ୍ସ୍ଯ ଉତ୍ପାଦନ ସମ୍ପର୍କରେ ସେ ବିଭାଗୀୟ ମନ୍ତ୍ରୀ ରାଜୀବ ରଂଜନ ସିଂକୁ ପଚାରିଛନ୍ତି।

https://www.thesakala.in/latest-odisha-news/union-sports-minister-could-not-give-correct-answer-to-mp-manas-mangarajs-question/article-36890
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର