ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ମାମଲା ପରେ ଅଭିଯୁକ୍ତ ଫେରାର

The Sakala Picture
Published On

ଭୁବନେଶ୍ୱର : ସାଲିଆସାହିରେ ରହୁଥିବା ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ପୁଲିସ ନାବାଳିକାର ଅଭିଯୋଗ ଆଧାରରେ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ଅନ୍ୟପଟରେ ପୁଲିସ ମାମଲା ରୁଜୁ କରିଥିବା ଜାଣି ଅଭିଯୁକ୍ତ ଚମ୍ପଟ ମାରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା, ଅଭିଯୁକ୍ତ ଘର ନୟାଗଡ଼ରେ ହୋଇଥିବା ବେଳେ ସେ ସାଲିଆସାହିରେ ରହୁଥିଲେ। ଏହି ସମୟରେ ସେ ଜଣେ ନାବାଳିକାଙ୍କୁ ବିବାହ ଆଳ ଦେଖାଇ ଦୁଷ୍କର୍ମ କରିଥିଲେ। ପରେ […]

ଭୁବନେଶ୍ୱର : ସାଲିଆସାହିରେ ରହୁଥିବା ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ପୁଲିସ ନାବାଳିକାର ଅଭିଯୋଗ ଆଧାରରେ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ଅନ୍ୟପଟରେ ପୁଲିସ ମାମଲା ରୁଜୁ କରିଥିବା ଜାଣି ଅଭିଯୁକ୍ତ ଚମ୍ପଟ ମାରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା, ଅଭିଯୁକ୍ତ ଘର ନୟାଗଡ଼ରେ ହୋଇଥିବା ବେଳେ ସେ ସାଲିଆସାହିରେ ରହୁଥିଲେ। ଏହି ସମୟରେ ସେ ଜଣେ ନାବାଳିକାଙ୍କୁ ବିବାହ ଆଳ ଦେଖାଇ ଦୁଷ୍କର୍ମ କରିଥିଲେ। ପରେ ଯୁବକ ଜଣଙ୍କ ଫେରାର ହୋଇ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଶେଷରେ ନାବାଳିକା ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ; ଥାନାରେ ଅଭିଯୋଗ ପରେ ବିଷ ପିଇ ପିଇଦେଲେ PEO

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp