୪୦ ଡିଗ୍ରି ଉପରେ ୪ ଜିଲ୍ଲା, ସବୁଠୁ ତତଲା ବଲାଙ୍ଗୀର 

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ଆଜି ରାଜ୍ୟର ୪ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରି ଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଠୁ ତତଲା  ୪୦.୭ ଡ଼ିଗ୍ରି ସହ ବଲାଙ୍ଗୀର  ରହିିଛି। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୦.୨ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ୩୯.୬, ସମ୍ୱଲପୁରରେ ୩୯.୫, ଅନୁଗୁଳରେ […]

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ଆଜି ରାଜ୍ୟର ୪ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରି ଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଠୁ ତତଲା  ୪୦.୭ ଡ଼ିଗ୍ରି ସହ ବଲାଙ୍ଗୀର  ରହିିଛି।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୦.୨ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ୩୯.୬, ସମ୍ୱଲପୁରରେ ୩୯.୫, ଅନୁଗୁଳରେ ୩୯.୧, ସୁନ୍ଦରଗଡ଼ରେ ୩୯.୦, ତାଳଚେରରେ ୩୯.୦ ଏବଂ ଭୁବନେଶ୍ୱରରେ ୩୬.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
23 Mar 2022 By The Sakala

୪୦ ଡିଗ୍ରି ଉପରେ ୪ ଜିଲ୍ଲା, ସବୁଠୁ ତତଲା ବଲାଙ୍ଗୀର 

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ଆଜି ରାଜ୍ୟର ୪ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରି ଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଠୁ ତତଲା  ୪୦.୭ ଡ଼ିଗ୍ରି ସହ ବଲାଙ୍ଗୀର  ରହିିଛି।

ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୦.୨ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ୩୯.୬, ସମ୍ୱଲପୁରରେ ୩୯.୫, ଅନୁଗୁଳରେ ୩୯.୧, ସୁନ୍ଦରଗଡ଼ରେ ୩୯.୦, ତାଳଚେରରେ ୩୯.୦ ଏବଂ ଭୁବନେଶ୍ୱରରେ ୩୬.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର