ମେଡ଼ିକାଲ କଲେଜରେ ଚାକିରି ଦେବା ନାଁରେ ଠକେଇ, ୪ ଗିରଫ

The Sakala Picture
Published On

ସୁନ୍ଦରଗଡ଼:  ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜରେ ନିଯୁକ୍ତି ନାମରେ ଠକେଇ ଅଭିଯୋଗ ହେଇଛି। ୪ ଜଣ ଅଭିଯୁକ୍ତ ଗିରଫ କରିଛି ପୁଲିସ। ସୁନ୍ଦରଗଡ ଟାଉନ ଥାନା ପୁଲିସ ପକ୍ଷରୁ ୪ ଅଭିଯୁକ୍ତକୁ ଗିରଫ କରାଯାଇଛି। ଚାକିରି ଦେବା ନାମରେ ଦଲାଲ ଟଙ୍କା ଠକି ନକଲି ନିଯୁକ୍ତି ପତ୍ର ଦେଉଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।

16 Apr 2023 By The Sakala

ମେଡ଼ିକାଲ କଲେଜରେ ଚାକିରି ଦେବା ନାଁରେ ଠକେଇ, ୪ ଗିରଫ

ସୁନ୍ଦରଗଡ଼:  ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜରେ ନିଯୁକ୍ତି ନାମରେ ଠକେଇ ଅଭିଯୋଗ ହେଇଛି। ୪ ଜଣ ଅଭିଯୁକ୍ତ ଗିରଫ କରିଛି ପୁଲିସ। ସୁନ୍ଦରଗଡ ଟାଉନ ଥାନା ପୁଲିସ ପକ୍ଷରୁ ୪ ଅଭିଯୁକ୍ତକୁ ଗିରଫ କରାଯାଇଛି। ଚାକିରି ଦେବା ନାମରେ ଦଲାଲ ଟଙ୍କା ଠକି ନକଲି ନିଯୁକ୍ତି ପତ୍ର ଦେଉଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର