Friday Horoscope: ଶୁକ୍ରବାର ରାଶିଫଳ (୨୭-୧୧-୨୦୨୬)

Madhusudan Das Picture
Published On

ମେଷ: ଦିନଟି ଭଲ ରହିବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ବ ମିଳିପାରେ। ପରିବାରରେ ଶାନ୍ତି ଓ ଖୁସିର ପରିବେଶ ରହିବ। ଆର୍ଥିକ ନିଷ୍ପତ୍ତି ଭାବିଚିନ୍ତି ଦିଅନ୍ତୁ। 

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୨୧-୧୧-୨୦୨୬)

ବୃଷ: ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଭଲ ସମୟ ବିତିବ। ନୂଆ ଲୋକଙ୍କ ସହ ପରିଚୟ ହୋଇପାରେ। ଚାକିରି କ୍ଷେତ୍ରରେ ଉନ୍ନତିର ସୁଯୋଗ ଅଛି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ଆର୍ଥିକ ମାମଲାରେ ସତର୍କ ରହିବାର ଦିନ। କର୍ମକ୍ଷେତ୍ରରେ ଧୀରେ ଧୀରେ ସଫଳତା ମିଳିବ। ପରିବାରର ସହଯୋଗ ପାଇବେ। ନୂଆ ଯୋଜନା କରିବା ପାଇଁ ଦିନଟି ଭଲ। 

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୨୫-୧୧-୨୦୨୬)

କର୍କଟ: ଆଜି ମନୋବଳ ଦୃଢ଼ ରହିବ। ନିଜ କାମରେ ସଫଳତା ପାଇବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁନି। 

ସିଂହ: ନିଜ ସ୍ବାସ୍ଥ୍ୟ ଓ ଦୈନନ୍ଦିନ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଅଫିସ୍‌ରେ କାମ ଚାପ ରହିପାରେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ। ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ। 

କନ୍ୟା: ଦିନଟି ଶୁଭ ଫଳ ପ୍ରଦାନ କରିବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇପାରନ୍ତି। ନୂଆ କାମ ପାଇଁ ଉତ୍ସାହ ରହିବ। 

ତୁଳା: କର୍ମକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିବ। ବ୍ୟବସାୟରେ ନୂଆ ଯୋଜନା ଲାଭଦାୟକ ହୋଇପାରେ। ପରିବାରରେ ଖୁସିର ମାହୋଲ ରହିବ। ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। 

ବିଛା: କିଛି ନୂଆ ଶିଖିବାର ସୁଯୋଗ ମିଳିପାରେ। ଦୂରଯାତ୍ରାର ଯୋଗ ରହିଛି। କର୍ମକ୍ଷେତ୍ରୋର ସହକର୍ମୀଙ୍କ ସହଯୋଗ ରହିବ। ଆର୍ଥିକ ନିଷ୍ପତ୍ତି ନେବା ବେଳେ ସତର୍କ ରୁହନ୍ତୁ। 

ଧନୁ: ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ପରିବାରରେ କୌଣସି ସମସ୍ୟାର ସମାଧାନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ନିଜ ଉପରେ ବିଶ୍ବାସ ରଖନ୍ତୁ। 

ମକର: ସମ୍ପର୍କକୁ ଅଧିକ ଗୁରୁତ୍ବ ଦିଅନ୍ତୁ। ଜୀବନସାଥୀଙ୍କ ସହ ଭଲ ବୁଝାମଣା ରହିବ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ଅନ୍ୟମାନଙ୍କ ମତାମତକୁ ସମ୍ମାନ ଦିଅନ୍ତୁ। 

କୁମ୍ଭ: ଅଧୁରା କାମ ପୂରା କରିବାରେ ସଫଳ ହେବେ। ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ବ ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଦିନଚର୍ଯ୍ୟାକୁ ଶୃଙ୍ଖଳିତ ରଖନ୍ତୁ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। 

ମୀନ: ମନ ପ୍ରସନ୍ନ ରହିବ। ସୃଜନଶୀଳ କାମରେ ସଫଳତା ମିଳିପାରେ। ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ଦୂର ହେବ। ନିଜ ଦକ୍ଷତା ଓ ପ୍ରତିଭାକୁ ପ୍ରକାଶ କରିବାର ସୁଯୋଗ ପାଇବେ। ଆର୍ଥିକ ଲାଭ ହେବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp