ଅତିଷ୍ଠ ହେଲେଣି ସାଧାରଣ ଲୋକେ: ଆଜି ପୁଣି ବଢିଲା ତୈଳ ଦର

The Sakala Picture
Published On

ନୂଆଦିଲ୍ଲୀ :ଆଜି ପୁଣି  ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ୧୬ ଦିନରେ ୧୪ ଥର ବଢ଼ି ୧୦ ଟଙ୍କା ଟପିଲାଣି ତୈଳ ଦର । ପେଟ୍ରୋଲ ଦର ୧୦ ଟଙ୍କା ୭୧ ପଇସା ବଢ଼ିଥିବାବେଳେ ଡିଜେଲ ଦର ୧୬ ଦିନରେ ୧୦ ଟଙ୍କା ୬୧ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ଆଜି ପେଟ୍ରୋଲ ଓ ଡିଜେର ଦର ଲିଟର ପିଛା ୮୦ ପଇସା ବଢ଼ିଛି । ପେଟ୍ରୋଲ ଦର ୧୦୫ ଟଙ୍କା ୬୭ ପଇସା ହୋଇଥିବାବେଳେ […]

ନୂଆଦିଲ୍ଲୀ :ଆଜି ପୁଣି  ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ୧୬ ଦିନରେ ୧୪ ଥର ବଢ଼ି ୧୦ ଟଙ୍କା ଟପିଲାଣି ତୈଳ ଦର । ପେଟ୍ରୋଲ ଦର ୧୦ ଟଙ୍କା ୭୧ ପଇସା ବଢ଼ିଥିବାବେଳେ ଡିଜେଲ ଦର ୧୬ ଦିନରେ ୧୦ ଟଙ୍କା ୬୧ ପଇସା ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଦିଲ୍ଲୀରେ ଆଜି ପେଟ୍ରୋଲ ଓ ଡିଜେର ଦର ଲିଟର ପିଛା ୮୦ ପଇସା ବଢ଼ିଛି । ପେଟ୍ରୋଲ ଦର ୧୦୫ ଟଙ୍କା ୬୭ ପଇସା ହୋଇଥିବାବେଳେ ଡିଜେଲ ଦର ୯୬ ଟଙ୍କା ୬୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୮୪ ପଇସା ବଢ଼ି ୧୨୦ ଟଙ୍କା ୫୧ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୮୫ ପଇସା ବଢ଼ି ୧୦୪ ଟଙ୍କା ୭୭ ପଇସାରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ବଢି ୧୧୨ ଟଙ୍କା ୬୮ ପଇସାରେ ପହଞ୍ଚିଛି ।  ଡିଜେଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୩୫ ପଇସା ହୋଇଛି । ମାଲକାନଗିରି ପେଟ୍ରୋଲ ଦର ୧୧୮ ଟଙ୍କା ୦୪ ପଇସା ହୋଇଥିବାବେଳେ ଡିଜେଲ ଦର ୧୦୭ ଟଙ୍କା ୬୦ ପଇସା ହୋଇଛି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

06 Apr 2022 By The Sakala

ଅତିଷ୍ଠ ହେଲେଣି ସାଧାରଣ ଲୋକେ: ଆଜି ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ :ଆଜି ପୁଣି  ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ୧୬ ଦିନରେ ୧୪ ଥର ବଢ଼ି ୧୦ ଟଙ୍କା ଟପିଲାଣି ତୈଳ ଦର । ପେଟ୍ରୋଲ ଦର ୧୦ ଟଙ୍କା ୭୧ ପଇସା ବଢ଼ିଥିବାବେଳେ ଡିଜେଲ ଦର ୧୬ ଦିନରେ ୧୦ ଟଙ୍କା ୬୧ ପଇସା ବୃଦ୍ଧି ପାଇଛି ।

ଦିଲ୍ଲୀରେ ଆଜି ପେଟ୍ରୋଲ ଓ ଡିଜେର ଦର ଲିଟର ପିଛା ୮୦ ପଇସା ବଢ଼ିଛି । ପେଟ୍ରୋଲ ଦର ୧୦୫ ଟଙ୍କା ୬୭ ପଇସା ହୋଇଥିବାବେଳେ ଡିଜେଲ ଦର ୯୬ ଟଙ୍କା ୬୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୮୪ ପଇସା ବଢ଼ି ୧୨୦ ଟଙ୍କା ୫୧ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୮୫ ପଇସା ବଢ଼ି ୧୦୪ ଟଙ୍କା ୭୭ ପଇସାରେ ପହଞ୍ଚିଛି ।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ବଢି ୧୧୨ ଟଙ୍କା ୬୮ ପଇସାରେ ପହଞ୍ଚିଛି ।  ଡିଜେଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୩୫ ପଇସା ହୋଇଛି । ମାଲକାନଗିରି ପେଟ୍ରୋଲ ଦର ୧୧୮ ଟଙ୍କା ୦୪ ପଇସା ହୋଇଥିବାବେଳେ ଡିଜେଲ ଦର ୧୦୭ ଟଙ୍କା ୬୦ ପଇସା ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର