ପାରାଦୀପ ବଡ଼ପଡିଆ ଛକରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣା: ପ୍ରେମ ବ୍ୟାପାରରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା

The Sakala Picture
Published On

ପାରାଦ୍ଵୀପ: ଟ୍ୟାକ୍ସି ଷ୍ଟାଣ୍ଡରେ ଯୁବକଙ୍କୁ ବିଭତ୍ସ ହତ୍ୟା ଘଟଣା। ପ୍ରେମ ବ୍ୟାପାରକୁ ନେଇ ହୋଇଛି ହତ୍ୟାକାଣ୍ଡ। ସେହି ହୋଟେଲରେ କାମ କରୁଥିବା ଅନ୍ୟ ଜଣେ ଯୁବକ ରମେଶ କରିଛି ଯୁବକଙ୍କୁ ହତ୍ୟା । ଅଭିଯୁକ୍ତ ରମେଶ ଜେନାର ଶାଳୀକୁ ଭଲ ପାଉଥିଲା ଟୁବୁଲି ଜେନା। ରମେଶ ଓ ଟୁବୁଲିଙ୍କ ଘର ଗୋଟିଏ ଗ୍ରାମରେ । ପୋଲିସ ନିକଟରେ ହତ୍ୟାକାଣ୍ଡକୁ ସ୍ବୀକାର କଲା ଅଭିଯୁକ୍ତ ରମେଶ ଜେନା। ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କଲା ପୋଲିସ।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର