ଲଜ୍ଜା : ସାଙ୍ଗ ସହ ମିଶି ନାବାଳିକା ପ୍ରେମିକାକୁ ଗଣଦୁଷ୍କର୍ମ

The Sakala Picture
Published On

ତେଲକୋଇ : ଯାହାକୁ ନିଜର ଭାବି ମନ ଦେଇଥିଲେ, ସେ ହିଁ ସଇତାନ ସାଜିଲା। ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ଗଣଦୁଷ୍କର୍ମ କଲା। କେନ୍ଦୁଝର ଝିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ ସୋମବାର ଏଭଳି ଏକ ଚାଞ୍ଚଲ୍ୟକର ତଥା ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ତେଲକୋଇ ପୁଲିସ୍‌ ଦୁଇ ନାବାଳକଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ଗତ ଶନିବାର ଏହି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଆଜି ପଦାକୁ ଆସିଛି। ସୂଚନାନୁଯାୟୀ, […]

ତେଲକୋଇ : ଯାହାକୁ ନିଜର ଭାବି ମନ ଦେଇଥିଲେ, ସେ ହିଁ ସଇତାନ ସାଜିଲା। ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ଗଣଦୁଷ୍କର୍ମ କଲା। କେନ୍ଦୁଝର ଝିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ ସୋମବାର ଏଭଳି ଏକ ଚାଞ୍ଚଲ୍ୟକର ତଥା ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ତେଲକୋଇ ପୁଲିସ୍‌ ଦୁଇ ନାବାଳକଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ଗତ ଶନିବାର ଏହି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଆଜି ପଦାକୁ ଆସିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସୂଚନାନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ଗତ ଶନିବାର ସଂଧ୍ୟାରେ ସେ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ସେଠାରେ ତାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ପରେ ତା’ ସହ ଥିବା ଅନ୍ୟ ତିନିଜଣ ମଧ୍ୟ ନାବାଳିକାଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରିଥିଲେ। ତେବେ ନାବାଳିକାଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ପରିବାରଲୋକଙ୍କୁ ଜଣାଇବା ପରେ ଘଟଣା ପ୍ରଘଟ ହୋଇଥିଲା। ଏନେଇ ନାବାଳିକାଙ୍କ ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଚାରିଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଅପରପେକ୍ଷ, ପୁଲିସ୍ ନାବାଳିକାଙ୍କ ଡାକ୍ତରୀମାଇନା କରାଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

01 Apr 2025 By The Sakala

ଲଜ୍ଜା : ସାଙ୍ଗ ସହ ମିଶି ନାବାଳିକା ପ୍ରେମିକାକୁ ଗଣଦୁଷ୍କର୍ମ

ତେଲକୋଇ : ଯାହାକୁ ନିଜର ଭାବି ମନ ଦେଇଥିଲେ, ସେ ହିଁ ସଇତାନ ସାଜିଲା। ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ଗଣଦୁଷ୍କର୍ମ କଲା। କେନ୍ଦୁଝର ଝିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ ସୋମବାର ଏଭଳି ଏକ ଚାଞ୍ଚଲ୍ୟକର ତଥା ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ତେଲକୋଇ ପୁଲିସ୍‌ ଦୁଇ ନାବାଳକଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ଗତ ଶନିବାର ଏହି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଆଜି ପଦାକୁ ଆସିଛି।

ସୂଚନାନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ଗତ ଶନିବାର ସଂଧ୍ୟାରେ ସେ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ସେଠାରେ ତାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ପରେ ତା’ ସହ ଥିବା ଅନ୍ୟ ତିନିଜଣ ମଧ୍ୟ ନାବାଳିକାଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରିଥିଲେ। ତେବେ ନାବାଳିକାଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ପରିବାରଲୋକଙ୍କୁ ଜଣାଇବା ପରେ ଘଟଣା ପ୍ରଘଟ ହୋଇଥିଲା। ଏନେଇ ନାବାଳିକାଙ୍କ ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଚାରିଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଅପରପେକ୍ଷ, ପୁଲିସ୍ ନାବାଳିକାଙ୍କ ଡାକ୍ତରୀମାଇନା କରାଇଥିବା ଜଣାଯାଇଛି।

https://www.thesakala.in/latest-odisha-news/kendujhar/boyfriend-gang-rape-his-minor-girlfriend-with-friends/article-39709
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର