ଟ୍ରକ ଭିତରେ ପଶିଗଲା ବାଇକ, ଅଳ୍ପକେ ବର୍ତିଲେ ବାଇକ ଆରୋହୀ
ପାଟଣା: ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରି ଠାରେ ଏକ ବାଇକ ଭାରସାମ୍ୟ ହରାଇ ଟ୍ରକ ଭିତରେ ପଶିଯାଇଥିଲା। ବାଇକ ଆରୋହୀ ସୋଭାଗ୍ୟବଶତ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପଦ୍ମକେଶରପୁର ଗ୍ରାମର ବୈଷ୍ଣବ ଚରଣ ମହାନ୍ତ କେନ୍ଦୁଝରରୁ ତୁରୁମୁଙ୍ଗା ଅଭିମୁଖେ ବାଇକରେ ଆସୁଥିଲେ । ସେ ରାସ୍ତାର ଡାହାଣ ପାର୍ଶ୍ୱରେ ଆସୁଥିବା ହେତୁ ସାମ୍ନା ଆଡୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଟ୍ରକ ସହ […]
ପାଟଣା: ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରି ଠାରେ ଏକ ବାଇକ ଭାରସାମ୍ୟ ହରାଇ ଟ୍ରକ ଭିତରେ ପଶିଯାଇଥିଲା। ବାଇକ ଆରୋହୀ ସୋଭାଗ୍ୟବଶତ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପଦ୍ମକେଶରପୁର ଗ୍ରାମର ବୈଷ୍ଣବ ଚରଣ ମହାନ୍ତ କେନ୍ଦୁଝରରୁ ତୁରୁମୁଙ୍ଗା ଅଭିମୁଖେ ବାଇକରେ ଆସୁଥିଲେ । ସେ ରାସ୍ତାର ଡାହାଣ ପାର୍ଶ୍ୱରେ ଆସୁଥିବା ହେତୁ ସାମ୍ନା ଆଡୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
02 Jul 2021
By The Sakala

⊕ https://www.thesakala.in/latest-odisha-news/kendujhar/bike-truck-accident-patana/article-3416