ବୀଭତ୍ସ ହତ୍ୟାକାଣ୍ଡ: ଦାଦାର କଟାମୁଣ୍ଡ ବ୍ୟାଗରେ ପୁରାଇ ଥାନାରେ ପହଞ୍ଚିଲା ପୁତୁରା

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ତଳକଇଁସାରି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। । ଦାଦାର କଟାମୁଣ୍ଡ ଧରି ଥାନାରେ ହାଜର ପୁତୁରା। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି। କଟାମୁଣ୍ଡକୁ ନେଇ ଶୁଆକାଟି ଫାଣ୍ଡିରେ ପୁତୁରା ଆତ୍ମସମର୍ପଣ କରିଛି। ପାରିବାରିକ ବିବାଦ କାରଣରୁ  ସମ୍ପର୍କୀୟ କକା ହରି ଦେହୁରୀକୁ ନୃଶଂସ ଭାବେ ହତ୍ୟା କରିଛଇ ପୁତୁରା କବି ଦେହୁରୀ । ଭଭୟ କକା ଓ ପୁତୁରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତୃତା ଲାଗି ରହିଥିଲା। ଗତକାଲି […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ତଳକଇଁସାରି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। । ଦାଦାର କଟାମୁଣ୍ଡ ଧରି ଥାନାରେ ହାଜର ପୁତୁରା। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି। କଟାମୁଣ୍ଡକୁ ନେଇ ଶୁଆକାଟି ଫାଣ୍ଡିରେ ପୁତୁରା ଆତ୍ମସମର୍ପଣ କରିଛି। ପାରିବାରିକ ବିବାଦ କାରଣରୁ  ସମ୍ପର୍କୀୟ କକା ହରି ଦେହୁରୀକୁ ନୃଶଂସ ଭାବେ ହତ୍ୟା କରିଛଇ ପୁତୁରା କବି ଦେହୁରୀ । ଭଭୟ କକା ଓ ପୁତୁରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତୃତା ଲାଗି ରହିଥିଲା। ଗତକାଲି ରାତିରେ କକା ହରି ଦେହୁରୀ ଦଣ୍ଡ ଯାତ୍ରା ଦେଖିବାକୁ ଯାଇଥିବା ବେଳେ, ପୁତୁରା କବି ଦେହୁରୀ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ହରିଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା । କଟାମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ହତ୍ୟାକାରୀ ପୁତୁରା କବି ଦେହୁରୀ ଶୁଆକାଟ ଫାଣ୍ଡିରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ସଦର ଥାନାଧିକାରୀ, ସଦର SDPO ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

12 Apr 2025 By The Sakala

ବୀଭତ୍ସ ହତ୍ୟାକାଣ୍ଡ: ଦାଦାର କଟାମୁଣ୍ଡ ବ୍ୟାଗରେ ପୁରାଇ ଥାନାରେ ପହଞ୍ଚିଲା ପୁତୁରା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ତଳକଇଁସାରି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। । ଦାଦାର କଟାମୁଣ୍ଡ ଧରି ଥାନାରେ ହାଜର ପୁତୁରା। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି। କଟାମୁଣ୍ଡକୁ ନେଇ ଶୁଆକାଟି ଫାଣ୍ଡିରେ ପୁତୁରା ଆତ୍ମସମର୍ପଣ କରିଛି। ପାରିବାରିକ ବିବାଦ କାରଣରୁ  ସମ୍ପର୍କୀୟ କକା ହରି ଦେହୁରୀକୁ ନୃଶଂସ ଭାବେ ହତ୍ୟା କରିଛଇ ପୁତୁରା କବି ଦେହୁରୀ । ଭଭୟ କକା ଓ ପୁତୁରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତୃତା ଲାଗି ରହିଥିଲା। ଗତକାଲି ରାତିରେ କକା ହରି ଦେହୁରୀ ଦଣ୍ଡ ଯାତ୍ରା ଦେଖିବାକୁ ଯାଇଥିବା ବେଳେ, ପୁତୁରା କବି ଦେହୁରୀ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ହରିଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା । କଟାମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ହତ୍ୟାକାରୀ ପୁତୁରା କବି ଦେହୁରୀ ଶୁଆକାଟ ଫାଣ୍ଡିରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ସଦର ଥାନାଧିକାରୀ, ସଦର SDPO ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର