୨ଟି ସ୍ତ୍ରୀ ଓ ୫ଟି ସନ୍ତାନ ଥିବାରୁ ସମିତିସଭ୍ୟ ପଦ ଅଯୋଗ୍ୟ ବିଚାର କଲେ ସିଭିଲ ଜଜ୍ କୋର୍ଟ

The Sakala Picture
Published On

ଫୁଲବାଣୀ/ ଦାରିଙ୍ଗବାଡି: ଦାରିଙ୍ଗବାଡି ସମିତି ସଭ୍ୟ ପଦ ଅଯୋଗ୍ୟ ବିଚାର କଲେ ବାଲିଗୁଡା ସିନିୟର ସିଭିଲ ଜଜ୍ କୋର୍ଟ । ଦାରିଙ୍ଗବାଡି ସମିତି ସଭ୍ୟ କାଳିପ୍ରସାଦ ମଲିକ ଚଳିତ ନିର୍ଭାଚନ ରେ ଭୁଲ ସତ୍ୟପାଠ ଦେଇ ନିର୍ବାଚନ ଲଢି ଜିତିଥିଲେ। ଏନେଇ ବାଲିଗୁଡା ସିନିୟର ସିଭିଲ ଜଜ୍ ଶ୍ରୀ ଦିପଙ୍କର ପଟ୍ଟନାୟକ ସମିତି ସଭ୍ୟ କାଳିପ୍ରସାଦଙ୍କୁ ଅଯୋଗ୍ୟ ଘଷୋଣା କରିଛନ୍ତି । ସୂଚନା ଅନୁଯାଇ, ଚଳିତ ପଞ୍ଚାୟତ ନିର୍ବାଚନରେ ଦାରିଙ୍ଗବାଡି ସମିତିସଭ୍ୟ କାଳିପ୍ରସାଦ ମଲିକ ପରିବାରର ସଦସ୍ୟକୁ […]

ଫୁଲବାଣୀ/ ଦାରିଙ୍ଗବାଡି: ଦାରିଙ୍ଗବାଡି ସମିତି ସଭ୍ୟ ପଦ ଅଯୋଗ୍ୟ ବିଚାର କଲେ ବାଲିଗୁଡା ସିନିୟର ସିଭିଲ ଜଜ୍ କୋର୍ଟ । ଦାରିଙ୍ଗବାଡି ସମିତି ସଭ୍ୟ କାଳିପ୍ରସାଦ ମଲିକ ଚଳିତ ନିର୍ଭାଚନ ରେ ଭୁଲ ସତ୍ୟପାଠ ଦେଇ ନିର୍ବାଚନ ଲଢି ଜିତିଥିଲେ। ଏନେଇ ବାଲିଗୁଡା ସିନିୟର ସିଭିଲ ଜଜ୍ ଶ୍ରୀ ଦିପଙ୍କର ପଟ୍ଟନାୟକ ସମିତି ସଭ୍ୟ କାଳିପ୍ରସାଦଙ୍କୁ ଅଯୋଗ୍ୟ ଘଷୋଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସୂଚନା ଅନୁଯାଇ, ଚଳିତ ପଞ୍ଚାୟତ ନିର୍ବାଚନରେ ଦାରିଙ୍ଗବାଡି ସମିତିସଭ୍ୟ କାଳିପ୍ରସାଦ ମଲିକ ପରିବାରର ସଦସ୍ୟକୁ ନେଇ ଭୁଲ ତଥ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇ ନିର୍ବାଚନ ଲଢି ଜିତିଥିଲେ । ଏନେଇ ଚକ୍ରଧର ମଲିକ ନାମକ ଜଣେ ବ୍ୟକ୍ତି ସମିତି ସଭ୍ୟ କାଳିପ୍ରସାଦ ମଲିକଙ୍କ ୨ଟି ସ୍ତ୍ରୀ ଓ ୫ଟି ସନ୍ତାନ ଥିବା ନେଇ ମାର୍ଚ୍ଚ ୨୦୨୨ ରେ ବାଲିଗୁଡା କୋର୍ଟର ଦ୍ୱରସ୍ଥ ହୋଇଥିଲେ । ଚଳିତ ମାସ ୭ ତାରିଖ ରେ ମାନ୍ୟବର କୋର୍ଟ ବିଚାର କରି ସମିତି ସଭ୍ୟ କାଳି ପ୍ରସାଦ ମିଥ୍ୟ ସତ୍ୟପାଠ ଦେଇ ନିର୍ବାଚନ ଲଢି ଜିତିଥିବାରୁ ଅଯୋଗ୍ୟ ବିଚାର କଲେ। ୧୯୯୪ ପଞ୍ଚାୟତ ସମିତି (ସଂସୋଧନ) ୪୫(ୟୁ) ଅନୁଯାୟ ଜଣେ ସମିତି ସଭ୍ୟ ଗୋଟିଏ ସ୍ତ୍ରୀ ଓ ଅତିବେଶିରେ ୨ ଟି ସନ୍ତାନ ଥିବା ବ୍ୟକ୍ତି ହିଁ ନିର୍ବାଚନ ଲଢି ପାରିବ । ଏହି ନିୟମ ଅନୁଯାଇ ମାନ୍ୟବର କୋର୍ଟ ଦାରିଙ୍ଗବାଡି ସମିତି ସଭ୍ୟ କାଳିପ୍ରସାଦ ମଲିକକୁ ଅଯୋଗ୍ୟ ବିଚାର କରିଥିବା କହିଛନ୍ତି ଅଭିଯୋଗକାରିଙ୍କ ଓକିଲ ଜୋତିସେନ ପରିଛା ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

14 Dec 2022 By The Sakala

୨ଟି ସ୍ତ୍ରୀ ଓ ୫ଟି ସନ୍ତାନ ଥିବାରୁ ସମିତିସଭ୍ୟ ପଦ ଅଯୋଗ୍ୟ ବିଚାର କଲେ ସିଭିଲ ଜଜ୍ କୋର୍ଟ

ଫୁଲବାଣୀ/ ଦାରିଙ୍ଗବାଡି: ଦାରିଙ୍ଗବାଡି ସମିତି ସଭ୍ୟ ପଦ ଅଯୋଗ୍ୟ ବିଚାର କଲେ ବାଲିଗୁଡା ସିନିୟର ସିଭିଲ ଜଜ୍ କୋର୍ଟ । ଦାରିଙ୍ଗବାଡି ସମିତି ସଭ୍ୟ କାଳିପ୍ରସାଦ ମଲିକ ଚଳିତ ନିର୍ଭାଚନ ରେ ଭୁଲ ସତ୍ୟପାଠ ଦେଇ ନିର୍ବାଚନ ଲଢି ଜିତିଥିଲେ। ଏନେଇ ବାଲିଗୁଡା ସିନିୟର ସିଭିଲ ଜଜ୍ ଶ୍ରୀ ଦିପଙ୍କର ପଟ୍ଟନାୟକ ସମିତି ସଭ୍ୟ କାଳିପ୍ରସାଦଙ୍କୁ ଅଯୋଗ୍ୟ ଘଷୋଣା କରିଛନ୍ତି ।

ସୂଚନା ଅନୁଯାଇ, ଚଳିତ ପଞ୍ଚାୟତ ନିର୍ବାଚନରେ ଦାରିଙ୍ଗବାଡି ସମିତିସଭ୍ୟ କାଳିପ୍ରସାଦ ମଲିକ ପରିବାରର ସଦସ୍ୟକୁ ନେଇ ଭୁଲ ତଥ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇ ନିର୍ବାଚନ ଲଢି ଜିତିଥିଲେ । ଏନେଇ ଚକ୍ରଧର ମଲିକ ନାମକ ଜଣେ ବ୍ୟକ୍ତି ସମିତି ସଭ୍ୟ କାଳିପ୍ରସାଦ ମଲିକଙ୍କ ୨ଟି ସ୍ତ୍ରୀ ଓ ୫ଟି ସନ୍ତାନ ଥିବା ନେଇ ମାର୍ଚ୍ଚ ୨୦୨୨ ରେ ବାଲିଗୁଡା କୋର୍ଟର ଦ୍ୱରସ୍ଥ ହୋଇଥିଲେ । ଚଳିତ ମାସ ୭ ତାରିଖ ରେ ମାନ୍ୟବର କୋର୍ଟ ବିଚାର କରି ସମିତି ସଭ୍ୟ କାଳି ପ୍ରସାଦ ମିଥ୍ୟ ସତ୍ୟପାଠ ଦେଇ ନିର୍ବାଚନ ଲଢି ଜିତିଥିବାରୁ ଅଯୋଗ୍ୟ ବିଚାର କଲେ। ୧୯୯୪ ପଞ୍ଚାୟତ ସମିତି (ସଂସୋଧନ) ୪୫(ୟୁ) ଅନୁଯାୟ ଜଣେ ସମିତି ସଭ୍ୟ ଗୋଟିଏ ସ୍ତ୍ରୀ ଓ ଅତିବେଶିରେ ୨ ଟି ସନ୍ତାନ ଥିବା ବ୍ୟକ୍ତି ହିଁ ନିର୍ବାଚନ ଲଢି ପାରିବ । ଏହି ନିୟମ ଅନୁଯାଇ ମାନ୍ୟବର କୋର୍ଟ ଦାରିଙ୍ଗବାଡି ସମିତି ସଭ୍ୟ କାଳିପ୍ରସାଦ ମଲିକକୁ ଅଯୋଗ୍ୟ ବିଚାର କରିଥିବା କହିଛନ୍ତି ଅଭିଯୋଗକାରିଙ୍କ ଓକିଲ ଜୋତିସେନ ପରିଛା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର