ବଦଳିଲେ ପୁଲିସ କମିଶନର : ଆଇପିଏସ୍‍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ୍‍ କମିଶନର

The Sakala Picture
Published On

ଭୁବନେଶ୍ବର : ବଦଳିଲେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଆଇପିଏସ୍‍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ୍‍ କମିଶନର। ୧୯୯୫ ବ୍ୟାଚ୍‍ ଆଇପିଏସ୍‍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପୁଲିସ୍‍ କମିଶନର ଭାବେ ଦାୟିତ୍ବ ମିଳିଛି।ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ସେ ବର୍ତ୍ତମାନ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନ ନେବେ। ଏଥି ସହିତ  ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ଏମ୍‍.ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ନୂଆ ଦାୟିତ୍ବ ମିଳିଛି। ପୁଲିସ କମିଶନର ଥିବା  ୧୯୯୦ […]

ଭୁବନେଶ୍ବର : ବଦଳିଲେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଆଇପିଏସ୍‍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ୍‍ କମିଶନର। ୧୯୯୫ ବ୍ୟାଚ୍‍ ଆଇପିଏସ୍‍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପୁଲିସ୍‍ କମିଶନର ଭାବେ ଦାୟିତ୍ବ ମିଳିଛି।ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ସେ ବର୍ତ୍ତମାନ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନ ନେବେ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଏଥି ସହିତ  ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ଏମ୍‍.ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ନୂଆ ଦାୟିତ୍ବ ମିଳିଛି। ପୁଲିସ କମିଶନର ଥିବା  ୧୯୯୦ ଆଇପିଏସ୍‍ ସୁଧାଂଶୁ ଷଡଙ୍ଗୀଙ୍କୁ ପୁଲିସ୍‍ ଗୃହ ନିର୍ମାଣର ସିଏମ୍‍ଡି ଦାୟିତ୍ୱ ମିଳିଛି।ସିପି ହେବା ପୂର୍ବରୁ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଥିଲେ ସୁଧାଂଶୁ । ଦୀର୍ଘ ଦେଢ ବର୍ଷ ଧରି ସୁଧାଂଶୁ ଷଡଙ୍ଗୀ ପୁଲିସ୍‌ କମିଶନର ଭାବେ  ଦାୟିତ୍ୱ ନିର୍ବାହ କରିଥିଲେ। ସେ ଏବେ ଗୃହ ନିର୍ମାଣ ବିଭାଗର ସିଏମ୍‌ଡି ଦାୟିତ୍ୱ ତୁଲାଇବେ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

08 Mar 2021 By The Sakala

ବଦଳିଲେ ପୁଲିସ କମିଶନର : ଆଇପିଏସ୍‍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ୍‍ କମିଶନର

ଭୁବନେଶ୍ବର : ବଦଳିଲେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଆଇପିଏସ୍‍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ୍‍ କମିଶନର। ୧୯୯୫ ବ୍ୟାଚ୍‍ ଆଇପିଏସ୍‍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପୁଲିସ୍‍ କମିଶନର ଭାବେ ଦାୟିତ୍ବ ମିଳିଛି।ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ସେ ବର୍ତ୍ତମାନ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନ ନେବେ।

ଏଥି ସହିତ  ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ଏମ୍‍.ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ନୂଆ ଦାୟିତ୍ବ ମିଳିଛି। ପୁଲିସ କମିଶନର ଥିବା  ୧୯୯୦ ଆଇପିଏସ୍‍ ସୁଧାଂଶୁ ଷଡଙ୍ଗୀଙ୍କୁ ପୁଲିସ୍‍ ଗୃହ ନିର୍ମାଣର ସିଏମ୍‍ଡି ଦାୟିତ୍ୱ ମିଳିଛି।ସିପି ହେବା ପୂର୍ବରୁ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଥିଲେ ସୁଧାଂଶୁ । ଦୀର୍ଘ ଦେଢ ବର୍ଷ ଧରି ସୁଧାଂଶୁ ଷଡଙ୍ଗୀ ପୁଲିସ୍‌ କମିଶନର ଭାବେ  ଦାୟିତ୍ୱ ନିର୍ବାହ କରିଥିଲେ। ସେ ଏବେ ଗୃହ ନିର୍ମାଣ ବିଭାଗର ସିଏମ୍‌ଡି ଦାୟିତ୍ୱ ତୁଲାଇବେ।

https://www.thesakala.in/latest-odisha-news/ips-soumendra-kumar-priyadarshi-becomes-new-police-commissioner/article-533
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର