ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୨୨ ମାଓବାଦୀ ନିହତ…

The Sakala Picture
Published On

ନୂଆଦିଲ୍ଲୀ: ଛତିଶଗଡ଼ ଏବଂ ତେଲଙ୍ଗାନା ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଯବାନମାନେ ୨୨ରୁ ଅଧିକ ମାଓବାଦୀଙ୍କୁ ନିହତ କରିଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପି. ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଏନକାଉଣ୍ଟରକୁ ନିଶ୍ଚିତ କରିଛନ୍ତି। ମିଶନ ସଂକଳ୍ପ ବିଷୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ, “ବହୁ ଦିନ ଧରି ଛତିଶଗଡ଼-ତେଲେଙ୍ଗାନା ସୀମା କରେଗୁଟ୍ଟା ପାହାଡ଼ ନିକଟରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଛି। ଆଜି ସେଠାରେ ହୋଇଥିବା […]

ନୂଆଦିଲ୍ଲୀ: ଛତିଶଗଡ଼ ଏବଂ ତେଲଙ୍ଗାନା ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଯବାନମାନେ ୨୨ରୁ ଅଧିକ ମାଓବାଦୀଙ୍କୁ ନିହତ କରିଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପି. ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଏନକାଉଣ୍ଟରକୁ ନିଶ୍ଚିତ କରିଛନ୍ତି। ମିଶନ ସଂକଳ୍ପ ବିଷୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ, “ବହୁ ଦିନ ଧରି ଛତିଶଗଡ଼-ତେଲେଙ୍ଗାନା ସୀମା କରେଗୁଟ୍ଟା ପାହାଡ଼ ନିକଟରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଛି। ଆଜି ସେଠାରେ ହୋଇଥିବା ଏନକାଉଣ୍ଟରରେ ୨୨ରୁ ଅଧିକ ନକ୍ସଲଙ୍କ ମୃତଦେହ ମିଳିଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

07 May 2025 By The Sakala

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୨୨ ମାଓବାଦୀ ନିହତ…

ନୂଆଦିଲ୍ଲୀ: ଛତିଶଗଡ଼ ଏବଂ ତେଲଙ୍ଗାନା ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଯବାନମାନେ ୨୨ରୁ ଅଧିକ ମାଓବାଦୀଙ୍କୁ ନିହତ କରିଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପି. ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଏନକାଉଣ୍ଟରକୁ ନିଶ୍ଚିତ କରିଛନ୍ତି। ମିଶନ ସଂକଳ୍ପ ବିଷୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ, “ବହୁ ଦିନ ଧରି ଛତିଶଗଡ଼-ତେଲେଙ୍ଗାନା ସୀମା କରେଗୁଟ୍ଟା ପାହାଡ଼ ନିକଟରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଛି। ଆଜି ସେଠାରେ ହୋଇଥିବା ଏନକାଉଣ୍ଟରରେ ୨୨ରୁ ଅଧିକ ନକ୍ସଲଙ୍କ ମୃତଦେହ ମିଳିଛି।

https://www.thesakala.in/latest-odisha-news/great-success-for-security-forces-22-maoists-killed/article-40433
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର