ଐତିହାସିକ ପୋତାଗଡ଼଼ ଦୁର୍ଗ ନିକଟରୁ ପ୍ରାଚୀନ ପିତଳ ମୂର୍ତ୍ତି ଉଦ୍ଧାର

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼଼ ଦୁର୍ଗ ନିକଟରୁ ମଙ୍ଗଳବାର ପ୍ରାଚୀନ ପିତଳ ମୂର୍ତ୍ତି ଉଦ୍ଧାର ହୋଇଛି। ବର୍ତ୍ତମାନ ପୋତାଗଡ଼଼ର ସୌନ୍ଦର୍ଯ୍ୟକରଣ ପାଇଁ ଦୁର୍ଗ ଚତୁଃପାର୍ଶ୍ବରେ ଖନନ କାର୍ଯ୍ୟ ଚାଲିଛି। ଆଜି ବି ଏହି କାମ ଚାଲିଥିବା ବେଳେ ମାଟିତଳୁ କେତେକ ପ୍ରଚୀନ ପିତଳ ମୂର୍ତ୍ତି ଉଦ୍ଧାର ହୋଇଛି। ସେଥିରେ ୨ଟି ସପ୍ତଫେଣୀ ନାଗମୂର୍ତ୍ତି ଓ ୨ଟି ଦେବୀଙ୍କ ମୂର୍ତ୍ତୀ ରହିଛି। ଏହି ଖବର ପ୍ରଚାରିତ ହେବା ପରେ ସଙ୍ଗେ ସଙ୍ଗେ ସେଠାରେ ଲୋକଙ୍କ ଭିଡ଼ […]

ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼଼ ଦୁର୍ଗ ନିକଟରୁ ମଙ୍ଗଳବାର ପ୍ରାଚୀନ ପିତଳ ମୂର୍ତ୍ତି ଉଦ୍ଧାର ହୋଇଛି। ବର୍ତ୍ତମାନ ପୋତାଗଡ଼଼ର ସୌନ୍ଦର୍ଯ୍ୟକରଣ ପାଇଁ ଦୁର୍ଗ ଚତୁଃପାର୍ଶ୍ବରେ ଖନନ କାର୍ଯ୍ୟ ଚାଲିଛି। ଆଜି ବି ଏହି କାମ ଚାଲିଥିବା ବେଳେ ମାଟିତଳୁ କେତେକ ପ୍ରଚୀନ ପିତଳ ମୂର୍ତ୍ତି ଉଦ୍ଧାର ହୋଇଛି। ସେଥିରେ ୨ଟି ସପ୍ତଫେଣୀ ନାଗମୂର୍ତ୍ତି ଓ ୨ଟି ଦେବୀଙ୍କ ମୂର୍ତ୍ତୀ ରହିଛି। ଏହି ଖବର ପ୍ରଚାରିତ ହେବା ପରେ ସଙ୍ଗେ ସଙ୍ଗେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ପତ୍ନତତ୍ତ୍ୱ ବିଭାଗ ଏ ନେଇ ତଥ୍ୟ ଉନ୍ମୋଚନ କରିବା ନେଇ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର