ସହାୟତାର ହାତ ବଢ଼ାଇଲା ଓଡିଶା ମୋ ପରିବାର, କେରଳରୁ ଓଡ଼ିଶା ଫେରିଲା ମୃତ ଶରୀର

The Sakala Picture
Published On

ସାନଖେମୁଣ୍ଡି: ଓଡିଶା ମୋ ପରିବାର ସହାୟତାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ବନାବାସ ନାଇକ ନାମକ ଜଣେ ଯୁବକଙ୍କ ପାର୍ଥିବ ଶରୀରକୁ ମଙ୍ଗଳବାର କେରଳରୁ ଫେରାଇ ଅଣାଯାଇଛି। ସୂଚନା ଅନୁଯାୟୀ, ବନାବାସ କେରଳର ଏନାକୁଲମ ଅଞ୍ଚଳରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଶନିବାର ସାଙ୍ଗ ମାନଙ୍କ ସହ ଖାଇକି ଶୋଇବା ପାଇଁ ଯିବା ବେଳେ ବନବାସଙ୍କ ମୁଣ୍ଡ ବୁଲେଇ ଲାଗିଲା । ଏନେଇ ସେ ସାଙ୍ଗ ମାନଙ୍କୁ ଜଣାଇ ସେଠାରେ ପଡିଯାଇଥିଲେ। […]

ସାନଖେମୁଣ୍ଡି: ଓଡିଶା ମୋ ପରିବାର ସହାୟତାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ବନାବାସ ନାଇକ ନାମକ ଜଣେ ଯୁବକଙ୍କ ପାର୍ଥିବ ଶରୀରକୁ ମଙ୍ଗଳବାର କେରଳରୁ ଫେରାଇ ଅଣାଯାଇଛି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ସୂଚନା ଅନୁଯାୟୀ, ବନାବାସ କେରଳର ଏନାକୁଲମ ଅଞ୍ଚଳରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଶନିବାର ସାଙ୍ଗ ମାନଙ୍କ ସହ ଖାଇକି ଶୋଇବା ପାଇଁ ଯିବା ବେଳେ ବନବାସଙ୍କ ମୁଣ୍ଡ ବୁଲେଇ ଲାଗିଲା । ଏନେଇ ସେ ସାଙ୍ଗ ମାନଙ୍କୁ ଜଣାଇ ସେଠାରେ ପଡିଯାଇଥିଲେ। ତାଙ୍କ ସାଙ୍ଗ ମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତରବାବୁ ବନାବସକୁ ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ପରିସ୍ଥିତି ପରିବାର ସଦସ୍ୟ ଭାଙ୍ଗି ପଡ଼ିଥିଲେ ଏବଂ ବନବାସ ଙ୍କ ମୃତ ଶରୀର ତାଙ୍କ ଘରକୁ ଫେରାଇ ଆଣିବକୁ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଅନୁରୋଧ କରିଥିଲେ। ନନ୍ଦିନୀ ଦେବୀଙ୍କ ଠାରୁ ଖବର ପାଇ ଓଡିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଏବଂ ଏକ ଆମ୍ବୁଲାନସ ଯୋଗେ ବନବାସଙ୍କ ମୃତ ଶରୀରଙ୍କୁ କେରଳରୁ ସାନଖେମୁଣ୍ଡି ଫେରାଇ ଅଣାଯାଇଥିଲା। ସାନଖେମୁଣ୍ଡିରେ ପାର୍ଥିବ ଶରୀର ପହଞ୍ଚିବା ପରେ ଜୀବନ ବିନ୍ଧୁ ସଂଯୋଜକ ସୁବାଷ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ସଞ୍ଜୟ ନାୟକ, ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ରାଜୀବ ଲୋଚନ ପାତ୍ର, ଏସ. ଗୋପାଳପୁର ସରପଞ୍ଚ ସୁମିତ୍ରା ନାୟକ, ରାମଚନ୍ଦ୍ରପୁର ସରପଞ୍ଚ ଅଳୟ ଦାସ,ଆମ୍ବଗାଁ ସମିତି ସଭ୍ୟା କାଳୁ ଚରଣ ଭୂୟାଁ, ଚୁଡ଼ଙ୍ଗପୁର ସମିତି ସଭ୍ୟ ପ୍ରତିନିଧି ଶ୍ୟାମା ପାତ୍ରଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

03 May 2022 By The Sakala

ସହାୟତାର ହାତ ବଢ଼ାଇଲା ଓଡିଶା ମୋ ପରିବାର, କେରଳରୁ ଓଡ଼ିଶା ଫେରିଲା ମୃତ ଶରୀର

ସାନଖେମୁଣ୍ଡି: ଓଡିଶା ମୋ ପରିବାର ସହାୟତାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ବନାବାସ ନାଇକ ନାମକ ଜଣେ ଯୁବକଙ୍କ ପାର୍ଥିବ ଶରୀରକୁ ମଙ୍ଗଳବାର କେରଳରୁ ଫେରାଇ ଅଣାଯାଇଛି।

ସୂଚନା ଅନୁଯାୟୀ, ବନାବାସ କେରଳର ଏନାକୁଲମ ଅଞ୍ଚଳରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଶନିବାର ସାଙ୍ଗ ମାନଙ୍କ ସହ ଖାଇକି ଶୋଇବା ପାଇଁ ଯିବା ବେଳେ ବନବାସଙ୍କ ମୁଣ୍ଡ ବୁଲେଇ ଲାଗିଲା । ଏନେଇ ସେ ସାଙ୍ଗ ମାନଙ୍କୁ ଜଣାଇ ସେଠାରେ ପଡିଯାଇଥିଲେ। ତାଙ୍କ ସାଙ୍ଗ ମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତରବାବୁ ବନାବସକୁ ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ପରିସ୍ଥିତି ପରିବାର ସଦସ୍ୟ ଭାଙ୍ଗି ପଡ଼ିଥିଲେ ଏବଂ ବନବାସ ଙ୍କ ମୃତ ଶରୀର ତାଙ୍କ ଘରକୁ ଫେରାଇ ଆଣିବକୁ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଅନୁରୋଧ କରିଥିଲେ। ନନ୍ଦିନୀ ଦେବୀଙ୍କ ଠାରୁ ଖବର ପାଇ ଓଡିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଏବଂ ଏକ ଆମ୍ବୁଲାନସ ଯୋଗେ ବନବାସଙ୍କ ମୃତ ଶରୀରଙ୍କୁ କେରଳରୁ ସାନଖେମୁଣ୍ଡି ଫେରାଇ ଅଣାଯାଇଥିଲା। ସାନଖେମୁଣ୍ଡିରେ ପାର୍ଥିବ ଶରୀର ପହଞ୍ଚିବା ପରେ ଜୀବନ ବିନ୍ଧୁ ସଂଯୋଜକ ସୁବାଷ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ସଞ୍ଜୟ ନାୟକ, ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ରାଜୀବ ଲୋଚନ ପାତ୍ର, ଏସ. ଗୋପାଳପୁର ସରପଞ୍ଚ ସୁମିତ୍ରା ନାୟକ, ରାମଚନ୍ଦ୍ରପୁର ସରପଞ୍ଚ ଅଳୟ ଦାସ,ଆମ୍ବଗାଁ ସମିତି ସଭ୍ୟା କାଳୁ ଚରଣ ଭୂୟାଁ, ଚୁଡ଼ଙ୍ଗପୁର ସମିତି ସଭ୍ୟ ପ୍ରତିନିଧି ଶ୍ୟାମା ପାତ୍ରଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା

https://www.thesakala.in/latest-odisha-news/ganjam/body-returned-to-odisha-from-kerala-help-of-odisha-mo-parivar/article-11254
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର