ୟୁଜିସି-ଏନ୍‌‌ଇଟି ପରୀକ୍ଷା ଆବେଦନ ଅବଧି ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର: ନ୍ୟାସ୍‌‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନୁଦାନ ଆୟୋଗର ନେଟ୍‌‌ ଡିସେମ୍ବର ୨୦୨୩ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନ ଅବଧି ୨୮ତାରିଖ ପର୍ଯ୍ୟନ୍ତ ଥିବା ବେଳେ ତାହା ୩୧ତାରିଖକୁ ବୃଦ୍ଧି କରାଯାଇଥିବା ନେଇ ଏନ୍‌‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆବେଦନ କରିବା ସହିତ ପରୀକ୍ଷା ଫି’ ଦାଖଲ କରିବାକୁ ହେବ। ଆବେଦନ ଫର୍ମରେ ପରିବର୍ତ୍ତନ […]

ଭୁବନେଶ୍ୱର: ନ୍ୟାସ୍‌‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନୁଦାନ ଆୟୋଗର ନେଟ୍‌‌ ଡିସେମ୍ବର ୨୦୨୩ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନ ଅବଧି ୨୮ତାରିଖ ପର୍ଯ୍ୟନ୍ତ ଥିବା ବେଳେ ତାହା ୩୧ତାରିଖକୁ ବୃଦ୍ଧି କରାଯାଇଥିବା ନେଇ ଏନ୍‌‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆବେଦନ କରିବା ସହିତ ପରୀକ୍ଷା ଫି’ ଦାଖଲ କରିବାକୁ ହେବ। ଆବେଦନ ଫର୍ମରେ ପରିବର୍ତ୍ତନ କରିବା ପାଇଁ ନଭେମ୍ବର ପହିଲାରୁ ୩ ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ସୂଚନା ଅନୁଯାୟୀ ଆବେଦନ ସମୟ ବୃଦ୍ଧି କରିବାକୁ ବହୁ ଛାତ୍ରଛାତ୍ରୀ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି କରାଯାଇଥିବା ଏନ୍‌‌ଟିଏ ପକ୍ଷରୁ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

30 Oct 2023 By The Sakala

ୟୁଜିସି-ଏନ୍‌‌ଇଟି ପରୀକ୍ଷା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର: ନ୍ୟାସ୍‌‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନୁଦାନ ଆୟୋଗର ନେଟ୍‌‌ ଡିସେମ୍ବର ୨୦୨୩ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନ ଅବଧି ୨୮ତାରିଖ ପର୍ଯ୍ୟନ୍ତ ଥିବା ବେଳେ ତାହା ୩୧ତାରିଖକୁ ବୃଦ୍ଧି କରାଯାଇଥିବା ନେଇ ଏନ୍‌‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆବେଦନ କରିବା ସହିତ ପରୀକ୍ଷା ଫି’ ଦାଖଲ କରିବାକୁ ହେବ। ଆବେଦନ ଫର୍ମରେ ପରିବର୍ତ୍ତନ କରିବା ପାଇଁ ନଭେମ୍ବର ପହିଲାରୁ ୩ ତାରିଖ ମଧ୍ୟରେ ଆବେଦନ କରିପାରିବେ।

ସୂଚନା ଅନୁଯାୟୀ ଆବେଦନ ସମୟ ବୃଦ୍ଧି କରିବାକୁ ବହୁ ଛାତ୍ରଛାତ୍ରୀ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି କରାଯାଇଥିବା ଏନ୍‌‌ଟିଏ ପକ୍ଷରୁ ଦର୍ଶାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର