ଆନନ୍ଦନଗରରେ ସେକ୍ସ ରାକେଟ ଠାବ; ଜଣେ ବଙ୍ଗୀୟ ଯୁବତୀ ସହ ୪ ଗ୍ରାହକ ଓ ରାଣୀ ମହୁମାଛି ଗିରଫ

The Sakala Picture
Published On

ଢେଙ୍କନାଳ: ଢେଙ୍କନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗରର ଏକ ଘରେ ସେକ୍ସ ରାକେଟ ଠାବ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ରାତି ଅଧିଆ ଚଢ଼ାଉ କରି ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ଆନନ୍ଦ ନଗରର ଟାଉନ୍ ଥାନା ପୋଲିସ। ରେଡ଼ ବେଳେ ଦୁଇ ଦେହ ଜୀବୀଙ୍କ ସହିତ ୪ଜଣ ଗ୍ରାହକଙ୍କୁ ଅସଂଯତ ଅବସ୍ଥାରେ କାବୁ କରିଛି । ଦୀର୍ଘ ଦିନରୁ ଏମାନେ ଏକ ଘରେ ଚଳାଇଥିଲେ ସେକ୍ସ ରାକେଟ । ସେକ୍ସ କାରବାରରେ […]

ଢେଙ୍କନାଳ: ଢେଙ୍କନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗରର ଏକ ଘରେ ସେକ୍ସ ରାକେଟ ଠାବ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ରାତି ଅଧିଆ ଚଢ଼ାଉ କରି ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ଆନନ୍ଦ ନଗରର ଟାଉନ୍ ଥାନା ପୋଲିସ। ରେଡ଼ ବେଳେ ଦୁଇ ଦେହ ଜୀବୀଙ୍କ ସହିତ ୪ଜଣ ଗ୍ରାହକଙ୍କୁ ଅସଂଯତ ଅବସ୍ଥାରେ କାବୁ କରିଛି । ଦୀର୍ଘ ଦିନରୁ ଏମାନେ ଏକ ଘରେ ଚଳାଇଥିଲେ ସେକ୍ସ ରାକେଟ । ସେକ୍ସ କାରବାରରେ ବ୍ୟବହୃତ କିଛି ଆପତ୍ତିଜନକ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି। ସେମାନଙ୍କୁ ଗିରଫ କରି ଟାଉନ ଥାନାକୁ ନେଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସେକ୍ସ ରାକେଟରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଚି ଟାଉନ ଥାନା ପୋଲିସ । ଢେ଼ଙ୍କାନାଳରେ ସେକ୍ସ ରାକେଟ ଚାଲିଥିବା ଖବର 4 ଦିନ ତଳେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଚି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

02 May 2023 By The Sakala

ଆନନ୍ଦନଗରରେ ସେକ୍ସ ରାକେଟ ଠାବ; ଜଣେ ବଙ୍ଗୀୟ ଯୁବତୀ ସହ ୪ ଗ୍ରାହକ ଓ ରାଣୀ ମହୁମାଛି ଗିରଫ

ଢେଙ୍କନାଳ: ଢେଙ୍କନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗରର ଏକ ଘରେ ସେକ୍ସ ରାକେଟ ଠାବ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ରାତି ଅଧିଆ ଚଢ଼ାଉ କରି ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ଆନନ୍ଦ ନଗରର ଟାଉନ୍ ଥାନା ପୋଲିସ। ରେଡ଼ ବେଳେ ଦୁଇ ଦେହ ଜୀବୀଙ୍କ ସହିତ ୪ଜଣ ଗ୍ରାହକଙ୍କୁ ଅସଂଯତ ଅବସ୍ଥାରେ କାବୁ କରିଛି । ଦୀର୍ଘ ଦିନରୁ ଏମାନେ ଏକ ଘରେ ଚଳାଇଥିଲେ ସେକ୍ସ ରାକେଟ । ସେକ୍ସ କାରବାରରେ ବ୍ୟବହୃତ କିଛି ଆପତ୍ତିଜନକ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି। ସେମାନଙ୍କୁ ଗିରଫ କରି ଟାଉନ ଥାନାକୁ ନେଇଛି।

ସେକ୍ସ ରାକେଟରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଚି ଟାଉନ ଥାନା ପୋଲିସ । ଢେ଼ଙ୍କାନାଳରେ ସେକ୍ସ ରାକେଟ ଚାଲିଥିବା ଖବର 4 ଦିନ ତଳେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଚି ।

https://www.thesakala.in/latest-odisha-news/dhenkanal/sex-racket-busted-in-dhenkanal-a-young-women-along-with-four-customer-arrested/article-21271
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର