କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓ ଦେବେନ୍ଦ୍ର ବେହେରା ନିଲମ୍ବିତ

The Sakala Picture
Published On

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ କୁମାର ନାୟକଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ ବିଭାଗ। ରାୟଗଡ଼ା ଡିଭିଜନର ଡିଏଫଓ(ବନତତ୍ତ୍ୱବିତ୍‌) ଦେବେନ୍ଦ୍ର କୁମାର ବେହେରାଙ୍କୁ ବିଭାଗ ଗତକାଲି ନିଲମ୍ବିତ କରିଛି। ଫରେଷ୍ଟର ଶ୍ରୀ ନାୟକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍ ଲେଖି ଡିଏଫ୍‌ଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଓ ପଦୋନ୍ନତି କରାଇ ଦେଉ ନ ଥିବା ଉଲ୍ଲେଖ କରିଥିଲେ। ଡିଏଫ୍‌ଓଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ପରେ ଭବାନୀପାଟଣା […]

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ କୁମାର ନାୟକଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ ବିଭାଗ। ରାୟଗଡ଼ା ଡିଭିଜନର ଡିଏଫଓ(ବନତତ୍ତ୍ୱବିତ୍‌) ଦେବେନ୍ଦ୍ର କୁମାର ବେହେରାଙ୍କୁ ବିଭାଗ ଗତକାଲି ନିଲମ୍ବିତ କରିଛି। ଫରେଷ୍ଟର ଶ୍ରୀ ନାୟକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍ ଲେଖି ଡିଏଫ୍‌ଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଓ ପଦୋନ୍ନତି କରାଇ ଦେଉ ନ ଥିବା ଉଲ୍ଲେଖ କରିଥିଲେ। ଡିଏଫ୍‌ଓଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ପରେ ଭବାନୀପାଟଣା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା। ସେହିପରି ପିସିସିଏଫ୍‌ ଘଟଣାର ତଦନ୍ତ ପାଇଁ କଟକସ୍ଥିତ ମୁଖ୍ୟ ବନ ସଂରକ୍ଷଣ (ଟି ଆଣ୍ଡ୍‌ ଡି)ଙ୍କୁ ଗତ ୨୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

06 Oct 2024 By The Sakala

କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ କୁମାର ନାୟକଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ ବିଭାଗ। ରାୟଗଡ଼ା ଡିଭିଜନର ଡିଏଫଓ(ବନତତ୍ତ୍ୱବିତ୍‌) ଦେବେନ୍ଦ୍ର କୁମାର ବେହେରାଙ୍କୁ ବିଭାଗ ଗତକାଲି ନିଲମ୍ବିତ କରିଛି। ଫରେଷ୍ଟର ଶ୍ରୀ ନାୟକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍ ଲେଖି ଡିଏଫ୍‌ଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଓ ପଦୋନ୍ନତି କରାଇ ଦେଉ ନ ଥିବା ଉଲ୍ଲେଖ କରିଥିଲେ। ଡିଏଫ୍‌ଓଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ପରେ ଭବାନୀପାଟଣା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା। ସେହିପରି ପିସିସିଏଫ୍‌ ଘଟଣାର ତଦନ୍ତ ପାଇଁ କଟକସ୍ଥିତ ମୁଖ୍ୟ ବନ ସଂରକ୍ଷଣ (ଟି ଆଣ୍ଡ୍‌ ଡି)ଙ୍କୁ ଗତ ୨୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

https://www.thesakala.in/latest-odisha-news/dfo-devendra-behera-suspended-in-kalahandi-forester-sanjay-nayak-death-case/article-35665
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର