Cyclone Montha update; ବାତ୍ୟା 'ମୋନ୍ଥା' ପାଇଁ ୩୨ଟି ଟ୍ରେନ୍ ବାତିଲ...

୭ ଓ ୨୮ ଦୁଇ ଦିନ ପାଇଁ ବାତିଲ

Deviprasad Mohanty Picture
Published On

ଭୁବନେଶ୍ବପ: ବାତ୍ୟା ମୋନ୍ଥା ପାଇଁ ୨୭ ଏବଂ ୨୮ ତାରିଖ ଦୁଇ ପାଇଁ ୩୨ଟି ଟ୍ରେନ୍ ବାତିଲ କରାଯାଇଛି। ଏ ନେଇ ଘୋଷଣା କରିଛି ପୂର୍ବତଟ ରେଲଓ୍ବେ। ମନ୍ଥା ଭୀଷଣ ବାତ୍ୟା ରୂପରେ ଲ୍ୟାଣ୍ଡଫଲ କରିବ। କିନ୍ତୁ ଓଡିଶାରେ ପହଞ୍ଚିବା ସମୟରେ ଦୁର୍ବଳ ହୋଇଯିବ। ଓଡିଶାରେ ଦୁର୍ବଳ ହେଉଥିବାରୁ ଘଣ୍ଟାପ୍ରତି ପବନର ବେଗ ୬୦ରୁ ୭୦ କିଲୋମିଟର ମଧ୍ୟରେ ରହିବ। ମାଲକାନଗିରି, ଗଞ୍ଜାମ , ଗଜପତି, ରାୟଗଡା , କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବା ନେଇ ସୂଚନା।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ