ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଏସିରୁ ହୋଇପାରେ ହୃଦ୍‌ରୋଗ

The Sakala Picture
Published On

ଆଜିକାଲି ଅଫିସ୍, ଘର, ମଲ୍‌ ଆଦିରେ ଏୟାର୍‌ କଣ୍ଡିସନର ସୁବିଧା ଲୋକଙ୍କୁ ମିଳୁଛି। ଏବେ ଯେମିତି ପ୍ରବଳ ଗରମ ଅନୁଭୂତ ହେଉଛି ଲୋକେ ଏସି ଘରୁ ବାହାରିବାକୁ ଚାହୁଁ ନାହାନ୍ତି। ତା’ସହ ଅଫିସ୍‌ରେ ଲୋକଙ୍କୁ ନିତିଦିନ ଏସିରେ ଦୀର୍ଘ ସମୟ ବସି ରହି କାମ କରିବାକୁ ପଡ଼ିଥାଏ। ତେବେ ଏସି କିନ୍ତୁ ଶରୀର ପାଇଁ ଭଲ ନୁହେଁ। ଏସିରେ ଘଣ୍ଟାଏ ବସି ରହିବା ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ। ବିଏମ୍‌ସି ପବ୍ଲିକ୍‌ ହେଲ୍‌ଥରେ […]

ଆଜିକାଲି ଅଫିସ୍, ଘର, ମଲ୍‌ ଆଦିରେ ଏୟାର୍‌ କଣ୍ଡିସନର ସୁବିଧା ଲୋକଙ୍କୁ ମିଳୁଛି। ଏବେ ଯେମିତି ପ୍ରବଳ ଗରମ ଅନୁଭୂତ ହେଉଛି ଲୋକେ ଏସି ଘରୁ ବାହାରିବାକୁ ଚାହୁଁ ନାହାନ୍ତି। ତା’ସହ ଅଫିସ୍‌ରେ ଲୋକଙ୍କୁ ନିତିଦିନ ଏସିରେ ଦୀର୍ଘ ସମୟ ବସି ରହି କାମ କରିବାକୁ ପଡ଼ିଥାଏ। ତେବେ ଏସି କିନ୍ତୁ ଶରୀର ପାଇଁ ଭଲ ନୁହେଁ। ଏସିରେ ଘଣ୍ଟାଏ ବସି ରହିବା ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ। ବିଏମ୍‌ସି ପବ୍ଲିକ୍‌ ହେଲ୍‌ଥରେ ପ୍ରକାଶିତ ଏକ ଆଲେଖ୍ୟରୁ ଜଣାପଡ଼ିଛି ଯେ, ଏୟାର୍ କଣ୍ଡିସନର ଶରୀର ଉପରେ ପ୍ରଭାବ ପକାଇଥାଏ। ଏହାଦ୍ବାରା ହୃଦ୍‌ ଏବଂ କିଡ୍‌ନୀ ଜନିତ ରୋଗ ହୋଇପାରେ।

ଆହୁରି ପଢ଼ନ୍ତୁ: ଘର ଓଳାଇବାର ସଠିକ୍ ସମୟ ଜାଣନ୍ତୁ, ନଚେତ୍ ଏହି ୩ଟି ଭୁଲ୍ ଆପଣଙ୍କୁ କରିଦେବ କାଙ୍ଗାଳ!

ଏହାବାଦ୍‌ ଶ୍ବାସକ୍ରିୟାରେ ସମସ୍ୟା ଭୋଗିବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ଶ୍ବାସନଳୀରେ ଯନ୍ତ୍ରଣା ଏବଂ ସଂକ୍ରମଣ ଆଶଙ୍କା ଅଧିକ ଅଛି। ସେହିପରି ଏସିରେ ଅଧିକ ସମୟ ବସି ରହିବା ଦ୍ବାରା ତ୍ବଚା ଶୁଷ୍କ ହୋଇଥାଏ। ଏପରିକି ତ୍ବଚାର ଆର୍ଦ୍ରତା ହ୍ରାସ ପାଏ। ବେଶି ସମୟ ଏସିରେ ବସି ରହିଲେ ମୁଣ୍ଡବିନ୍ଧା, ଅସ୍ଥିରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏହାବାଦ୍ ଥଣ୍ଡା ଘରୁ ପଦାକୁ ବାହାରିଲେ ଥଣ୍ଡା-ଜ୍ବର ବି ହୋଇଥାଏ। ତେବେ ଅଧିକ ସମୟ ଏସିରେ ରହିବା ଦ୍ବାରା ଡିହାଇଡ୍ରେସନ, ଆଲର୍ଜି, ଆଜମା ସମସ୍ୟା ମଧ୍ୟ ଦେଖା ଦେଇପାରେ।

ଆହୁରି ପଢ଼ନ୍ତୁ: ରୁଟିକୁ ନେଇ ବାସ୍ତୁ ନିୟମ: ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଘରକୁ ଆସିପାରେ ଦରିଦ୍ରତା

05 Jun 2024 By The Sakala

ଏସିରୁ ହୋଇପାରେ ହୃଦ୍‌ରୋଗ

ଆଜିକାଲି ଅଫିସ୍, ଘର, ମଲ୍‌ ଆଦିରେ ଏୟାର୍‌ କଣ୍ଡିସନର ସୁବିଧା ଲୋକଙ୍କୁ ମିଳୁଛି। ଏବେ ଯେମିତି ପ୍ରବଳ ଗରମ ଅନୁଭୂତ ହେଉଛି ଲୋକେ ଏସି ଘରୁ ବାହାରିବାକୁ ଚାହୁଁ ନାହାନ୍ତି। ତା’ସହ ଅଫିସ୍‌ରେ ଲୋକଙ୍କୁ ନିତିଦିନ ଏସିରେ ଦୀର୍ଘ ସମୟ ବସି ରହି କାମ କରିବାକୁ ପଡ଼ିଥାଏ। ତେବେ ଏସି କିନ୍ତୁ ଶରୀର ପାଇଁ ଭଲ ନୁହେଁ। ଏସିରେ ଘଣ୍ଟାଏ ବସି ରହିବା ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ। ବିଏମ୍‌ସି ପବ୍ଲିକ୍‌ ହେଲ୍‌ଥରେ ପ୍ରକାଶିତ ଏକ ଆଲେଖ୍ୟରୁ ଜଣାପଡ଼ିଛି ଯେ, ଏୟାର୍ କଣ୍ଡିସନର ଶରୀର ଉପରେ ପ୍ରଭାବ ପକାଇଥାଏ। ଏହାଦ୍ବାରା ହୃଦ୍‌ ଏବଂ କିଡ୍‌ନୀ ଜନିତ ରୋଗ ହୋଇପାରେ।

ଏହାବାଦ୍‌ ଶ୍ବାସକ୍ରିୟାରେ ସମସ୍ୟା ଭୋଗିବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ଶ୍ବାସନଳୀରେ ଯନ୍ତ୍ରଣା ଏବଂ ସଂକ୍ରମଣ ଆଶଙ୍କା ଅଧିକ ଅଛି। ସେହିପରି ଏସିରେ ଅଧିକ ସମୟ ବସି ରହିବା ଦ୍ବାରା ତ୍ବଚା ଶୁଷ୍କ ହୋଇଥାଏ। ଏପରିକି ତ୍ବଚାର ଆର୍ଦ୍ରତା ହ୍ରାସ ପାଏ। ବେଶି ସମୟ ଏସିରେ ବସି ରହିଲେ ମୁଣ୍ଡବିନ୍ଧା, ଅସ୍ଥିରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏହାବାଦ୍ ଥଣ୍ଡା ଘରୁ ପଦାକୁ ବାହାରିଲେ ଥଣ୍ଡା-ଜ୍ବର ବି ହୋଇଥାଏ। ତେବେ ଅଧିକ ସମୟ ଏସିରେ ରହିବା ଦ୍ବାରା ଡିହାଇଡ୍ରେସନ, ଆଲର୍ଜି, ଆଜମା ସମସ୍ୟା ମଧ୍ୟ ଦେଖା ଦେଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp