SIR 2.0: ଆସନ୍ତାକାଲିଠୁ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହେବ SIR - ଇସି

Deviprasad Mohanty Picture
Published On

ନୂଆଦିଲ୍ଲୀ: ବିହାରରେ ଦେଶର ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅପଡେଟ୍‌ ହେବାକୁ ଯାଉଛି ଭୋଟର ଲିଷ୍ଟ। ୨୮ ଅକ୍ଟୋବରରୁ ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ପେଶାଲ ଇଂଟେନସିଭ୍‌ ରିବିଜନ ବା ଏସଆଇଆର୍‌ ଆରମ୍ଭ କରାଯିବ ବୋଲି ସୋମବାର ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର। ସୋମବାର  ରାତିରୁ ଏହି ରାଜ୍ୟମାନଙ୍କରେ ସମସ୍ତ ଭୋଟର ଲିଷ୍ଟକୁ ଫ୍ରିଜ କରି ଦିଆଯାଇଛି। ଦେଶରେ ଭୋଟର ତାଲିକାକୁ ଶୁଦ୍ଧ ଓ ସଠିକ୍‌ କରିବା ପାଇଁ ନିର୍ବାଚନ କମିଶନ ଏଭଳି ପଦକ୍ଷେ ନେଉଥିବା କୁହାଯାଉଛି। ଦୀର୍ଘ ଦୁଇ ଦଶନ୍ଧି ପରେ, ନିର୍ବାଚନ କମିଶନ ସମଗ୍ର ଭାରତରେ ଭୋଟର ତାଲିକାର ସ୍ୱତନ୍ତ୍ର ତୀବ୍ର ସଂଶୋଧନ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଏସଆଇଆରର ପ୍ରଥମ ପର୍ଯ୍ୟାୟ ବିହାରରେ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଜିରୋ ଅପିଲ୍‌ ସହ ଏହି ପ୍ରକ୍ରିୟା ଶେଷ ହୋଇଥିଲା  ବୋଲି ଇସିଆଇ ଗଣମାଧ୍ୟମକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଭୋଟର ତାଲିକାର ଏସଆଇଆର ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକ ହେଲା। ଆଣ୍ଡାମାନ ନିକୋବର, ଛତିଶଗଡ଼, ଗୋଆ, ଗୁଜୁରାଟ, କେରଳ, ଲକ୍ଷଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତର ପ୍ରଦେଶ ଓ ପଶ୍ଚିମବଙ୍ଗ। ଏସଆଇଆର ତାଲିକାରେ ଥିବା କିଛି ରାଜ୍ୟଗୁଡିକରେ କିଛିମାସ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୨୬ରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ପୁଡୁଚେରୀ , ୨୦୨୭ରେ ଗୋଆ, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ୨୦୨୮ରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି 

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

27 Oct 2025 By Deviprasad Mohanty

SIR 2.0: ଆସନ୍ତାକାଲିଠୁ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହେବ SIR - ଇସି

ନୂଆଦିଲ୍ଲୀ: ବିହାରରେ ଦେଶର ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅପଡେଟ୍‌ ହେବାକୁ ଯାଉଛି ଭୋଟର ଲିଷ୍ଟ। ୨୮ ଅକ୍ଟୋବରରୁ ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ପେଶାଲ ଇଂଟେନସିଭ୍‌ ରିବିଜନ ବା ଏସଆଇଆର୍‌ ଆରମ୍ଭ କରାଯିବ ବୋଲି ସୋମବାର ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର। ସୋମବାର  ରାତିରୁ ଏହି ରାଜ୍ୟମାନଙ୍କରେ ସମସ୍ତ ଭୋଟର ଲିଷ୍ଟକୁ ଫ୍ରିଜ କରି ଦିଆଯାଇଛି। ଦେଶରେ ଭୋଟର ତାଲିକାକୁ ଶୁଦ୍ଧ ଓ ସଠିକ୍‌ କରିବା ପାଇଁ ନିର୍ବାଚନ କମିଶନ ଏଭଳି ପଦକ୍ଷେ ନେଉଥିବା କୁହାଯାଉଛି। ଦୀର୍ଘ ଦୁଇ ଦଶନ୍ଧି ପରେ, ନିର୍ବାଚନ କମିଶନ ସମଗ୍ର ଭାରତରେ ଭୋଟର ତାଲିକାର ସ୍ୱତନ୍ତ୍ର ତୀବ୍ର ସଂଶୋଧନ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଏସଆଇଆରର ପ୍ରଥମ ପର୍ଯ୍ୟାୟ ବିହାରରେ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଜିରୋ ଅପିଲ୍‌ ସହ ଏହି ପ୍ରକ୍ରିୟା ଶେଷ ହୋଇଥିଲା  ବୋଲି ଇସିଆଇ ଗଣମାଧ୍ୟମକୁ କହିଛନ୍ତି।

ଭୋଟର ତାଲିକାର ଏସଆଇଆର ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକ ହେଲା। ଆଣ୍ଡାମାନ ନିକୋବର, ଛତିଶଗଡ଼, ଗୋଆ, ଗୁଜୁରାଟ, କେରଳ, ଲକ୍ଷଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତର ପ୍ରଦେଶ ଓ ପଶ୍ଚିମବଙ୍ଗ। ଏସଆଇଆର ତାଲିକାରେ ଥିବା କିଛି ରାଜ୍ୟଗୁଡିକରେ କିଛିମାସ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୨୬ରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ପୁଡୁଚେରୀ , ୨୦୨୭ରେ ଗୋଆ, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ୨୦୨୮ରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି 

https://www.thesakala.in/national-international/election-commission-to-conduct-special-intensive-revision--sir-in-12-states-uts/article-42849
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର