ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍‌

The Sakala Picture
Published On

ଆଠଗଡ଼: ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍‌। ଛାତ୍ର ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଉଦେଇପୁର ଗାଁର ମହେନ୍ଦ୍ର ଦାସଙ୍କ ପୁଅ ସୂର୍ଯ୍ୟ ନାରାୟଣ ଦାସ।  ଟିୟୁସନରୁ ଫେରିବା ବାଟରେ କଳା ପଲସର୍ ଗାଡ଼ିରେ ଦୁଇ ଜଣ ଦୁର୍ବୃତ୍ତ ଆସି ସୂର୍ଯ୍ୟ ନାରାୟଣକୁ ଛୁରା ମାଡ଼ କରିଥିଲେ। ସୂର୍ଯ୍ୟଙ୍କ ବେକରେ ଆଘତ ଲାଗିଥିଲା । ଗୁରୁତ ଅବସ୍ଥାରେ ଛାତ୍ର ସୂର୍ଯ୍ୟଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ପରିବାରୁ ପକ୍ଷରୁ […]

ଆଠଗଡ଼: ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍‌। ଛାତ୍ର ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଉଦେଇପୁର ଗାଁର ମହେନ୍ଦ୍ର ଦାସଙ୍କ ପୁଅ ସୂର୍ଯ୍ୟ ନାରାୟଣ ଦାସ।  ଟିୟୁସନରୁ ଫେରିବା ବାଟରେ କଳା ପଲସର୍ ଗାଡ଼ିରେ ଦୁଇ ଜଣ ଦୁର୍ବୃତ୍ତ ଆସି ସୂର୍ଯ୍ୟ ନାରାୟଣକୁ ଛୁରା ମାଡ଼ କରିଥିଲେ। ସୂର୍ଯ୍ୟଙ୍କ ବେକରେ ଆଘତ ଲାଗିଥିଲା । ଗୁରୁତ ଅବସ୍ଥାରେ ଛାତ୍ର ସୂର୍ଯ୍ୟଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ପରିବାରୁ ପକ୍ଷରୁ ଥାନାର ଏତଲା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର