ବିଜେଡ଼ି ସଂଖ୍ୟାଲଘୁ ସେଲ୍‌ କମିଟି ଗଠନ, ୫ ନେତାଙ୍କୁ ଦାୟିତ୍ବ ପ୍ରଦାନ…

The Sakala Picture
Published On

ଭୁବନେଶ୍ବର: ବିଜେଡ଼ି ସଂଖ୍ୟାଲଘୁ ସେଲ୍‌ର ନେତୃତ୍ବ ୫ ନେତାଙ୍କୁ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଆବାହକ ଭାବେ ଦିଲ୍ଲୀପ ତିର୍କୀଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ସହ-ଆବାହକ ଭାବେ ରିଜୱାନା ବେଗମ୍,  ଦକ୍ଷିଣ ଜୋନ୍ ସହ-ଆବାହକ ଭାବେ ମୁଜିବୁଲ୍ଲା ଖାନ୍, ପଶ୍ଚିମ ଜୋନ୍ ସହ-ଆବାହକ ଭାବେ ଆୟୁବ ଖାନ୍ ଏବଂ କେନ୍ଦ୍ରୀୟ ଜୋନ୍ ସହ-ଆବାହକ ଭାବେ ଶେଖ୍ ନିଜାମୁଦ୍ଦିନ୍‌ଙ୍କୁ ନିଯୁକ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜନୈତିକ ଦୋଷାରୋପ ବନ୍ଦ କରି ରାଜ୍ୟ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରନ୍ତୁ ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର