୧୦ ବର୍ଷ ପରେ ମାଆ କୋଳକୁ ଫେରିବ ପୁଅ…
ବାଲେଶ୍ବର: ଦୀର୍ଘ ୧୦ ବର୍ଷ ପରେ ମାଆ କୋଳକୁ ଫେରିବ ପୁଅ । ଦିଲ୍ଲୀରୁ ନିଖୋଜ ପୁଅକୁ ଉଦ୍ଧାର କଲା ପୁଲିସ । ନାବାଳକ ପୁଅକୁ ନେଇ ଫେରାର ହୋଇଥିଲା ବାପା । ର୍ଘଦିନ ଧରି ନିଖୋଜ ପୁଅକୁ ଖୋଜୁଥିଲେ ମାଆ । ସୂଚନା ଅନୁଯାୟୀ, ୨୦୧୬ ମସିହା ମେଣ୍ଢାଶୁଳ ଅଞ୍ଚଳର ସୀମା ଶତପଥୀ ନାମକ ମହିଳା ତାଙ୍କ ସ୍ୱାମୀ ୪ ବର୍ଷର ଶିଶୁକୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଥିଲେ । ଏନେଇ କୋର୍ଟଙ୍କ ନିର୍ଦ୍ଦେଶ […]
ବାଲେଶ୍ବର: ଦୀର୍ଘ ୧୦ ବର୍ଷ ପରେ ମାଆ କୋଳକୁ ଫେରିବ ପୁଅ । ଦିଲ୍ଲୀରୁ ନିଖୋଜ ପୁଅକୁ ଉଦ୍ଧାର କଲା ପୁଲିସ । ନାବାଳକ ପୁଅକୁ ନେଇ ଫେରାର ହୋଇଥିଲା ବାପା । ର୍ଘଦିନ ଧରି ନିଖୋଜ ପୁଅକୁ ଖୋଜୁଥିଲେ ମାଆ ।
ସୂଚନା ଅନୁଯାୟୀ, ୨୦୧୬ ମସିହା ମେଣ୍ଢାଶୁଳ ଅଞ୍ଚଳର ସୀମା ଶତପଥୀ ନାମକ ମହିଳା ତାଙ୍କ ସ୍ୱାମୀ ୪ ବର୍ଷର ଶିଶୁକୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଥିଲେ । ଏନେଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ଖୋଜାଖୋଜି ଚଳାଇଥିବା ବେଳେ ୧୦ ବର୍ଷ ପରେ ଦିଲ୍ଲୀରୁ ନାବାଳକକୁ ଉଦ୍ଧାର କରିଛି। ଏହା ସହିତ ବାପା କମଳାକାନ୍ତ ମିଶ୍ରକୁ ଗିରଫ କରିଛି ପୁଲିସ। ବାପାମାଆ କଳିରୁ ସୃଷ୍ଟି ହୋଇଥିଲା ବିବାଦ।






