ଏକ ତରଫା ପ୍ରେମ ହେଲା କାଳ, ଯୁବକକୁ ପିଟି ପିଟି ମାରିଦେଲେ ଝିଅର ପରିବାର ଲୋକେ !

Madhusudan Das Picture
Published On

ସୋର: ମହଙ୍ଗା ପଡ଼ିଲା ପ୍ରେମ ନିବେଦନ । ଏକ ତରଫା ପ୍ରେମ ବ୍ୟାପାରକୁ ନେଇ ଯୁବକକୁ ପିଟି ପିଟି ମାରିଦେଲେ ଝିଅର ପରିବାର ଲୋକେ l ମୃତ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମ ଗାଁର ସୁଦର୍ଶନ ସୁତାରଙ୍କ ପୁଅ ସୁବାସ ସୁତାର । ସୂଚନା ଅନୁସାରେ, ସୁବାସ ଜଣେ ଯୁବତୀଙ୍କୁ ମୋବାଇଲରେ ପ୍ରେମ ନିବେଦନ କରିଥିଲେ । ପରବର୍ତ୍ତୀ ସମୟରେ ଝିଅର ପରିବାର ଲୋକେ ଏହା ଜାଣି ସୁବାଷଙ୍କୁ ଟେକି ନେଇ ବିରବ୍ରହ୍ମପୁର ସ୍କୁଲ ପରିସରରେ ଥିବା ଅଙ୍ଗନବାଡ଼ିର ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ ପିଟିଥିଲେ । ପରେ ସୁବାଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗ ପରେ ସିମୁଳିଆ ପୋଲିସ ଝିଅର ଭଣଜାକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଢ଼େଙ୍କାନାଳରେ ପୁଣି ଲଜ୍ୟା: ଯୁବତୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ

05 May 2026 By Madhusudan Das

ଏକ ତରଫା ପ୍ରେମ ହେଲା କାଳ, ଯୁବକକୁ ପିଟି ପିଟି ମାରିଦେଲେ ଝିଅର ପରିବାର ଲୋକେ !

ସୋର: ମହଙ୍ଗା ପଡ଼ିଲା ପ୍ରେମ ନିବେଦନ । ଏକ ତରଫା ପ୍ରେମ ବ୍ୟାପାରକୁ ନେଇ ଯୁବକକୁ ପିଟି ପିଟି ମାରିଦେଲେ ଝିଅର ପରିବାର ଲୋକେ l ମୃତ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମ ଗାଁର ସୁଦର୍ଶନ ସୁତାରଙ୍କ ପୁଅ ସୁବାସ ସୁତାର । ସୂଚନା ଅନୁସାରେ, ସୁବାସ ଜଣେ ଯୁବତୀଙ୍କୁ ମୋବାଇଲରେ ପ୍ରେମ ନିବେଦନ କରିଥିଲେ । ପରବର୍ତ୍ତୀ ସମୟରେ ଝିଅର ପରିବାର ଲୋକେ ଏହା ଜାଣି ସୁବାଷଙ୍କୁ ଟେକି ନେଇ ବିରବ୍ରହ୍ମପୁର ସ୍କୁଲ ପରିସରରେ ଥିବା ଅଙ୍ଗନବାଡ଼ିର ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ ପିଟିଥିଲେ । ପରେ ସୁବାଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗ ପରେ ସିମୁଳିଆ ପୋଲିସ ଝିଅର ଭଣଜାକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର