ଆଠଗଡ଼ରେ ଟଙ୍କା ଭର୍ତ୍ତି ଭ୍ୟାନ୍ ଲୁଟ୍ ଘଟଣାରେ ସିକ୍ୟୁରିଟି ଗାର୍ଡ ଅଟକ; ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି

The Sakala Picture
Published On

ଆଠଗଡ଼: ଆଠଗଡ଼ରେ ବନ୍ଧୁକ ମୁନରେ ATM ଟଙ୍କା ଭର୍ତି ଭ୍ୟାନ ଲୁଟ୍ ଘଟଣା । ପାଞ୍ଚଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି । ଗତକାଲିଠାରୁ ବିଭିନ୍ନ ସନ୍ଦେହଜନକ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ । ଏହି ସଂସ୍ଥାରେ ପୂର୍ବରୁ କାର୍ଯ୍ୟରତ ସିକ୍ୟୁରିଟି ଗାଡ଼କୁ ସନ୍ଦେହରେ ତିଗିରିଆ ଥାନାକୁ ଉଠାଇ ଆଣିଛି ପୋଲିସ୍ । ସିକ୍ୟୁରିଟି ଗାର୍ଡକୁ ଅଟକ ରଖି ପଚରାଉଚରା ଜାରି ରହିଛି । ଏପର୍ଯ୍ୟନ୍ତ ଲୁଟେରାଙ୍କ ଟେର ପାଇ […]

ଆଠଗଡ଼: ଆଠଗଡ଼ରେ ବନ୍ଧୁକ ମୁନରେ ATM ଟଙ୍କା ଭର୍ତି ଭ୍ୟାନ ଲୁଟ୍ ଘଟଣା । ପାଞ୍ଚଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି । ଗତକାଲିଠାରୁ ବିଭିନ୍ନ ସନ୍ଦେହଜନକ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ । ଏହି ସଂସ୍ଥାରେ ପୂର୍ବରୁ କାର୍ଯ୍ୟରତ ସିକ୍ୟୁରିଟି ଗାଡ଼କୁ ସନ୍ଦେହରେ ତିଗିରିଆ ଥାନାକୁ ଉଠାଇ ଆଣିଛି ପୋଲିସ୍ । ସିକ୍ୟୁରିଟି ଗାର୍ଡକୁ ଅଟକ ରଖି ପଚରାଉଚରା ଜାରି ରହିଛି । ଏପର୍ଯ୍ୟନ୍ତ ଲୁଟେରାଙ୍କ ଟେର ପାଇ ନାହିଁ ପୁଲିସ୍।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ସୂଚନାଯୋଗ୍ୟ, ଗତକାଲି ବନ୍ଧୁକ ଦେଖାଇ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଗାଡିକୁ ଅଟକାଇ ଦେଢ କୋଟିରୁ ଅଧିକ ଟଙ୍କା ଲୁଟ କରିନେଇଥିଲେ ମୁଖାପିନ୍ଧା କିଛି ଦୁର୍ବୃତ୍ତ । ସ୍କୁଟି ଓ ସ୍କର୍ପିଓରେ ଆସିଥିଲେ ୫ରୁ ୬ ମୁଖାପିନ୍ଧା ଲୁଟେରା । ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭ୍ୟାନକୁ ଅଟକାଇବା ପରେ ଲୁଟ୍ ପାଟ କରିଥିଲେ ।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

11 Nov 2023 By The Sakala

ଆଠଗଡ଼ରେ ଟଙ୍କା ଭର୍ତ୍ତି ଭ୍ୟାନ୍ ଲୁଟ୍ ଘଟଣାରେ ସିକ୍ୟୁରିଟି ଗାର୍ଡ ଅଟକ; ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି

ଆଠଗଡ଼: ଆଠଗଡ଼ରେ ବନ୍ଧୁକ ମୁନରେ ATM ଟଙ୍କା ଭର୍ତି ଭ୍ୟାନ ଲୁଟ୍ ଘଟଣା । ପାଞ୍ଚଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି । ଗତକାଲିଠାରୁ ବିଭିନ୍ନ ସନ୍ଦେହଜନକ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ । ଏହି ସଂସ୍ଥାରେ ପୂର୍ବରୁ କାର୍ଯ୍ୟରତ ସିକ୍ୟୁରିଟି ଗାଡ଼କୁ ସନ୍ଦେହରେ ତିଗିରିଆ ଥାନାକୁ ଉଠାଇ ଆଣିଛି ପୋଲିସ୍ । ସିକ୍ୟୁରିଟି ଗାର୍ଡକୁ ଅଟକ ରଖି ପଚରାଉଚରା ଜାରି ରହିଛି । ଏପର୍ଯ୍ୟନ୍ତ ଲୁଟେରାଙ୍କ ଟେର ପାଇ ନାହିଁ ପୁଲିସ୍।

ସୂଚନାଯୋଗ୍ୟ, ଗତକାଲି ବନ୍ଧୁକ ଦେଖାଇ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଗାଡିକୁ ଅଟକାଇ ଦେଢ କୋଟିରୁ ଅଧିକ ଟଙ୍କା ଲୁଟ କରିନେଇଥିଲେ ମୁଖାପିନ୍ଧା କିଛି ଦୁର୍ବୃତ୍ତ । ସ୍କୁଟି ଓ ସ୍କର୍ପିଓରେ ଆସିଥିଲେ ୫ରୁ ୬ ମୁଖାପିନ୍ଧା ଲୁଟେରା । ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭ୍ୟାନକୁ ଅଟକାଇବା ପରେ ଲୁଟ୍ ପାଟ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର