ବିଧାନସଭା ମୌସୁମୀ ଅଧିବେଶନ: କଂଗ୍ରେସର ହଟ୍ଟଗୋଳ, ସାଢେ ୧୧ଟା ଯାଏଁ ଗୃହ ମୁଲତବି…

The Sakala Picture
Published On

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ହଟ୍ଟଗୋଳ। ସାଢେ ୧୧ଟା ଯାଏଁ ଗୃହ ମୁଲତବି। କଂଗ୍ରେସର ହଟ୍ଟଗୋଳ । ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ମାତ୍ର ୩୦ ମିନିଟ୍‌ ପାଇଁ ଚାଲିଥିଲା ପ୍ରଶ୍ନୋତ୍ତର। ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ। ବାଚସ୍ପତିଙ୍କ ପୋଡିୟମ୍ ତଳେ ହୋହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ। କୃଷି ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲା କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି […]

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ହଟ୍ଟଗୋଳ। ସାଢେ ୧୧ଟା ଯାଏଁ ଗୃହ ମୁଲତବି। କଂଗ୍ରେସର ହଟ୍ଟଗୋଳ । ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ମାତ୍ର ୩୦ ମିନିଟ୍‌ ପାଇଁ ଚାଲିଥିଲା ପ୍ରଶ୍ନୋତ୍ତର। ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ। ବାଚସ୍ପତିଙ୍କ ପୋଡିୟମ୍ ତଳେ ହୋହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ। କୃଷି ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲା କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ନାରାବାଜି କରିଥିଲା କଂଗ୍ରେସ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

24 Sep 2025 By The Sakala

ବିଧାନସଭା ମୌସୁମୀ ଅଧିବେଶନ: କଂଗ୍ରେସର ହଟ୍ଟଗୋଳ, ସାଢେ ୧୧ଟା ଯାଏଁ ଗୃହ ମୁଲତବି…

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ହଟ୍ଟଗୋଳ। ସାଢେ ୧୧ଟା ଯାଏଁ ଗୃହ ମୁଲତବି। କଂଗ୍ରେସର ହଟ୍ଟଗୋଳ । ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ମାତ୍ର ୩୦ ମିନିଟ୍‌ ପାଇଁ ଚାଲିଥିଲା ପ୍ରଶ୍ନୋତ୍ତର। ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ। ବାଚସ୍ପତିଙ୍କ ପୋଡିୟମ୍ ତଳେ ହୋହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ। କୃଷି ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲା କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ନାରାବାଜି କରିଥିଲା କଂଗ୍ରେସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର