ମନୋରଞ୍ଜନ
ଓଡ଼ିଶା
ଚନ୍ଦନଯାତ୍ରା ପାଇଁ ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ
ପୁରୀ : ରାଜ୍ୟରେ କରୋନା ସଂକ୍ରମଣ କମିବାର ନା ଧରୁନି । ଆଗକୁ ଆସୁଛି ପୁରୀ ବଡ ଠାକୁରଙ୍କ ଚନ୍ଦନଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦନଯାତ୍ରା ଓ ରଥ ନିର୍ମାଣରେ ଜଡିତ ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି । ଆସନ୍ତା ୧୫ରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଠାରୁ ମହାପୁଭ୍ରୁଙ୍କ ବାହାରେ ଚନ୍ଦନ ଯାତ୍ରା ସହ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । […]
ପୁରୀ : ରାଜ୍ୟରେ କରୋନା ସଂକ୍ରମଣ କମିବାର ନା ଧରୁନି । ଆଗକୁ ଆସୁଛି ପୁରୀ ବଡ ଠାକୁରଙ୍କ ଚନ୍ଦନଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦନଯାତ୍ରା ଓ ରଥ ନିର୍ମାଣରେ ଜଡିତ ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି । ଆସନ୍ତା ୧୫ରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଠାରୁ ମହାପୁଭ୍ରୁଙ୍କ ବାହାରେ ଚନ୍ଦନ ଯାତ୍ରା ସହ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । ସେଥିପାଇଁ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି ।
ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଜାରି
ଜିଲାପାଳ ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଉକ୍ରଳ ହିନ୍ଦୀ ବିଦ୍ୟାପୀଠ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରତିଦିନ ୨୦୦ ସେବାୟତଙ୍କ କରୋନା ଟେଷ୍ଟ କରାଯିବ । ଚନ୍ଦନଯାତ୍ରାରେ ମୋଟ ୧୨୦ ସେବାୟତଙ୍କ ହେବ କୋଭିଡ ଟେଷ୍ଟ ।
ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି






