ତଳମୁହାଁ କରୋନା ଟ୍ରେଣ୍ଡ; ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୮୭୦ ଜଣ କରୋନା ପଜିଟିଭ୍

The Sakala Picture
Published On

ଗତକାଲିଠାରୁ ଆଜି ସାମାନ୍ୟ କମିଛି ମହାମାରୀ କରୋନା ସଂକ୍ରମଣ । ମାତ୍ର ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି ସଂକ୍ରମଣ । ଆଂଶିକ ଲକଡାଉନ୍‌ ବଳବତ୍ତର ଥିଲେ ମଧ୍ୟ କରୋନା ସଂକ୍ରମଣ ବହୁମାତ୍ରାରେ କମିବାର ନା ଧରୁନି ଯାହା ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଆଉ ୨୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୬୫୨ଟି ପଜିଟିଭ୍ […]

ଗତକାଲିଠାରୁ ଆଜି ସାମାନ୍ୟ କମିଛି ମହାମାରୀ କରୋନା ସଂକ୍ରମଣ । ମାତ୍ର ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି ସଂକ୍ରମଣ । ଆଂଶିକ ଲକଡାଉନ୍‌ ବଳବତ୍ତର ଥିଲେ ମଧ୍ୟ କରୋନା ସଂକ୍ରମଣ ବହୁମାତ୍ରାରେ କମିବାର ନା ଧରୁନି ଯାହା ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଆଉ ୨୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୬୫୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୨୧୮ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୪୪୦ ଜଣ, ଖୋର୍ଦ୍ଧାରୁ ୩୮୪ ଜଣ, ବାଲେଶ୍ବରରୁ ୨୪୦ ଜଣ,ଯାଜପୁରରୁ ୧୯୧ ଜଣ, ପୁରୀରୁ ୧୬୫ ଜଣ, ମୟୂରଭଞ୍ଜରୁ ୧୬୪ ଜଣ,କେନ୍ଦ୍ରାପଡ଼ାରୁ ୧୫୭ ଜଣ, ବଲାଙ୍ଗୀରରୁ ୧୨୮ ଜଣ, ଜଗତସିଂହପୁରରୁ ୧୧୨ ଜଣ,ନୟାଗଡ଼ରୁ ୧୦୫ ଜଣ, ଅନୁଗୁଳରୁ ୯୯ ଜଣ, ସୁନ୍ଦରଗଡ଼ରୁ ୮୭ ଜଣ, ଢ଼େଙ୍କାନାଳରୁ ୮୫ ଜଣ, କେନ୍ଦୁଝରରୁ ୬୬ ଜଣ, କୋରାପୁଟରୁ ୬୦ ଜଣ, ମାଲାକନଗିରିରୁ ୫୭ ଜଣ, ରାୟଗଡ଼ାରୁ ୫୦ ଜଣ,କଳାହାଣ୍ଡିରୁ ୩୬ ଜଣ, ନବରଙ୍ଗପୁରରୁ ୩୫ ଜଣ, ବଲାଙ୍ଗୀରରୁ ୨୯ ଜଣ, କନ୍ଧମାଳରୁ ୨୫ ଜଣ, ସମ୍ବଲପୁରରୁ ୨୩ ଜଣ, ବରଗଡ଼ରୁ ୧୪ ଜଣ, ବୌଦ୍ଧରୁ ୧୩ ଜଣ,ସୋନପୁରରୁ ୧୦ ଜଣ, ଗଞ୍ଜାମରୁ ୧୧ ଜଣ, ଗଜପତି ଓ ନୂଆପଡ଼ାରୁ ୭ ଜଣ ଲେଖାଏଁ, ଦେବଗଡ଼ ଓ ଝାରସୁଗୁଡ଼ାରୁ ୫ ଜଣ ଲେଖାଏଁ ଏବ ଷ୍ଟେଟ୍ ପୋଲ୍‌ରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୨୧ ହଜାର ୮୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୦ ହଜାର ୨୨୭ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮ ଲକ୍ଷ ୮୭ ହଜାର ୪୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୪୧୯୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୪୦୫୦୭୭୧ ସାମ୍ପୁଲ ଟେଷ୍ଟ୍ ହୋଇଛି।

04 Jul 2021 By The Sakala

https://www.thesakala.in/latest-odisha-news/another-2870-corona-positives-were-detected-in-the-last-24-hours-in-state/article-3456
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର