ସୈତାନ ସିକ୍ୟୁରିଟିଗାର୍ଡର ନାରକୀୟ କାଣ୍ଡ, ଏକତରଫା ପ୍ରେମରୁ ଯୁବତୀଙ୍କୁ ଭୁଷିଲା ଛୁରି

The Sakala Picture
Published On

ଭୁବନେଶ୍ବର: ସୈତାନ ସିକ୍ୟୁରିଟି ଗାର୍ଡର ନାରକୀୟ କାଣ୍ଡ । ଏକତରଫା ପ୍ରେମରୁ ଯୁବତୀଙ୍କୁ ଭୁଷିଲା ଛୁରି । ନିଜ ଅଫିସର କର୍ମଚାରୀଙ୍କୁ ଉକ୍ତ ସିକ୍ୟୁରିଟି ଗାର୍ଡ ଛୁରି ଭୁଷିଛି। କଟକ ବଡ଼ ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀଙ୍କ ନାଁ ବିଜୟିନୀ ସାହୁ। ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ମଞ୍ଚେଶ୍ୱର ଥାନା ଜିଜିପି କଲୋନିରେ କାମ କରୁଥିଲେ। ତେବେ ହତ୍ୟାକାରୀ  ସେହିଠାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। ପ୍ରେମକୁ ପ୍ରତ୍ୟାଖ୍ୟାନ କରିବାରୁ […]

ଭୁବନେଶ୍ବର: ସୈତାନ ସିକ୍ୟୁରିଟି ଗାର୍ଡର ନାରକୀୟ କାଣ୍ଡ । ଏକତରଫା ପ୍ରେମରୁ ଯୁବତୀଙ୍କୁ ଭୁଷିଲା ଛୁରି । ନିଜ ଅଫିସର କର୍ମଚାରୀଙ୍କୁ ଉକ୍ତ ସିକ୍ୟୁରିଟି ଗାର୍ଡ ଛୁରି ଭୁଷିଛି। କଟକ ବଡ଼ ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀଙ୍କ ନାଁ ବିଜୟିନୀ ସାହୁ। ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ମଞ୍ଚେଶ୍ୱର ଥାନା ଜିଜିପି କଲୋନିରେ କାମ କରୁଥିଲେ।

ଆହୁରି ପଢ଼ନ୍ତୁ: ଜୟପୁର ମର୍ଡର କେସ୍: ମଦ ବିଲ୍ ଦେବାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା, ପୋଲିସରୁ ବର୍ତ୍ତିବା ପାଇଁ ୟୁଟ୍ୟୁବ୍ ସର୍ଚ୍ଚ କଲେ ଅଭିଯୁକ୍ତ

ତେବେ ହତ୍ୟାକାରୀ  ସେହିଠାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। ପ୍ରେମକୁ ପ୍ରତ୍ୟାଖ୍ୟାନ କରିବାରୁ ସିକ୍ୟୁରିଟି ଗାର୍ଡ ଏହି ଚରମ ନିଷ୍ପତ୍ତି ନେଇଥିଲା। ତେବେ ହତ୍ୟାକାରୀକୁ କାବୁ କରିଛି ମଞ୍ଚେଶ୍ବର ପୁଲିସ। ହତ୍ୟାକାରୀର ନାଁ ରମେଶ ବାରିକ । ସେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ବୋଲି ଜଣାପଡ଼ିଛି। ଫାୟାର ଆଣ୍ଡ ସେଫ୍ଟି ଘରୋଇ ଏଜେନ୍ସିର ସିକ୍ୟୁରିଟି ଗାର୍ଡ ଥିଲେ ରମେଶ । ମୃତ ଯୁବତୀ ଜଣଙ୍କ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ।

ଆହୁରି ପଢ଼ନ୍ତୁ: ଗୁଜରାଟରେ ହନିଟ୍ରାପ୍ ଗ୍ୟାଙ୍ଗର ପର୍ଦ୍ଦାଫାଶ: 'ଅଙ୍କିତା ପଟେଲ' ସାଜି ଫସାଉଥିଲେ, ୨ ମହିଳାଙ୍କ ସମେତ ୧୦ ଗିରଫ

23 Jun 2023 By The Sakala

ସୈତାନ ସିକ୍ୟୁରିଟିଗାର୍ଡର ନାରକୀୟ କାଣ୍ଡ, ଏକତରଫା ପ୍ରେମରୁ ଯୁବତୀଙ୍କୁ ଭୁଷିଲା ଛୁରି

ଭୁବନେଶ୍ବର: ସୈତାନ ସିକ୍ୟୁରିଟି ଗାର୍ଡର ନାରକୀୟ କାଣ୍ଡ । ଏକତରଫା ପ୍ରେମରୁ ଯୁବତୀଙ୍କୁ ଭୁଷିଲା ଛୁରି । ନିଜ ଅଫିସର କର୍ମଚାରୀଙ୍କୁ ଉକ୍ତ ସିକ୍ୟୁରିଟି ଗାର୍ଡ ଛୁରି ଭୁଷିଛି। କଟକ ବଡ଼ ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀଙ୍କ ନାଁ ବିଜୟିନୀ ସାହୁ। ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ମଞ୍ଚେଶ୍ୱର ଥାନା ଜିଜିପି କଲୋନିରେ କାମ କରୁଥିଲେ।

ତେବେ ହତ୍ୟାକାରୀ  ସେହିଠାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। ପ୍ରେମକୁ ପ୍ରତ୍ୟାଖ୍ୟାନ କରିବାରୁ ସିକ୍ୟୁରିଟି ଗାର୍ଡ ଏହି ଚରମ ନିଷ୍ପତ୍ତି ନେଇଥିଲା। ତେବେ ହତ୍ୟାକାରୀକୁ କାବୁ କରିଛି ମଞ୍ଚେଶ୍ବର ପୁଲିସ। ହତ୍ୟାକାରୀର ନାଁ ରମେଶ ବାରିକ । ସେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ବୋଲି ଜଣାପଡ଼ିଛି। ଫାୟାର ଆଣ୍ଡ ସେଫ୍ଟି ଘରୋଇ ଏଜେନ୍ସିର ସିକ୍ୟୁରିଟି ଗାର୍ଡ ଥିଲେ ରମେଶ । ମୃତ ଯୁବତୀ ଜଣଙ୍କ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର