ଝାରପଡ଼ା ଜେଲ୍ ଭିତରେ ଜେଲ୍ରଙ୍କୁ ବ୍ଲେଡ୍ରେ ଆକ୍ରମଣ ଅଭିଯୋଗ
ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଭୁବନେଶ୍ବର ଝାରପଡ଼ା ଜେଲ୍। ଜେଲ୍ ଭିତରେ ଜେଲ୍ରଙ୍କୁ ୩ କଏଦୀ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ୩ ଆହତ ହୋଇଛନ୍ତି। ବ୍ଲେଡ୍ରେ ଜେଲରଙ୍କ ହାତ କଏଦୀ କାଟିଦେଇଥିବା ସୂଚନା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। କାହିଁକି ଜେଲରଙ୍କୁ ଆକ୍ରମଣ କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଥିବାବେଳେ ତନାଘନା ଜାରି ରହିଛି।

25 Oct 2024
By The Sakala

⊕ https://www.thesakala.in/crime/jailer-accused-of-blade-attack-in-jharpada-jail/article-36095