ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ, ଟଙ୍କା ନେଇ ଯାଉଥିବା ବେଳେ ମାଡିବସିଲା ଭିଜିଲାନ୍ସ,

The Sakala Picture
Published On

ସୋନପୁର: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିପଡିଛନ୍ତି । ଗାଡ଼ିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ନେଇ ଯାଉଥିଲେ ବିଡିଓ ପଦ୍ମନାଭ ବେହେରା । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଆଜି ସକାଳେ ବିଜେପୁରରୁ ଭଡ଼ା ଗାଡ଼ିରେ ସାଢ଼େ ୩ଲକ୍ଷରୁ ଅଧିକ ଟଙ୍କା ଧରି ବିଜେପୁରରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ ପଦ୍ମନାଭ ସାମନ୍ତ […]

ସୋନପୁର: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିପଡିଛନ୍ତି । ଗାଡ଼ିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ନେଇ ଯାଉଥିଲେ ବିଡିଓ ପଦ୍ମନାଭ ବେହେରା । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଆଜି ସକାଳେ ବିଜେପୁରରୁ ଭଡ଼ା ଗାଡ଼ିରେ ସାଢ଼େ ୩ଲକ୍ଷରୁ ଅଧିକ ଟଙ୍କା ଧରି ବିଜେପୁରରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ ପଦ୍ମନାଭ ସାମନ୍ତ । ବିଶେଷସୂତ୍ରରୁ ଖବର ପାଇଁ ସକାଳ ୬ଟା ବେଳେ ବିନିକା ବ୍ରିଜ ଉପରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ଟଙ୍କା ବାବଦରେ ସେ କୌଣସି ସଠିକ ସୂଚନା ଦେଇ ପାରି ନାହାନ୍ତି । ଏହାପରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମନାଭ ସାମନ୍ତଙ୍କ ବରଗଡ଼, ପୁରୀ ଓ ଭୁବନେଶ୍ୱରରେ ଥିବା ଘର ଓ ଅଫିସରେ ରେଡ୍ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

29 Aug 2021 By The Sakala

ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ, ଟଙ୍କା ନେଇ ଯାଉଥିବା ବେଳେ ମାଡିବସିଲା ଭିଜିଲାନ୍ସ,

ସୋନପୁର: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିପଡିଛନ୍ତି । ଗାଡ଼ିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ନେଇ ଯାଉଥିଲେ ବିଡିଓ ପଦ୍ମନାଭ ବେହେରା । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ଆଜି ସକାଳେ ବିଜେପୁରରୁ ଭଡ଼ା ଗାଡ଼ିରେ ସାଢ଼େ ୩ଲକ୍ଷରୁ ଅଧିକ ଟଙ୍କା ଧରି ବିଜେପୁରରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ ପଦ୍ମନାଭ ସାମନ୍ତ । ବିଶେଷସୂତ୍ରରୁ ଖବର ପାଇଁ ସକାଳ ୬ଟା ବେଳେ ବିନିକା ବ୍ରିଜ ଉପରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ଟଙ୍କା ବାବଦରେ ସେ କୌଣସି ସଠିକ ସୂଚନା ଦେଇ ପାରି ନାହାନ୍ତି । ଏହାପରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମନାଭ ସାମନ୍ତଙ୍କ ବରଗଡ଼, ପୁରୀ ଓ ଭୁବନେଶ୍ୱରରେ ଥିବା ଘର ଓ ଅଫିସରେ ରେଡ୍ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର