Thursday Horoscope: ଗୁରୁବାର ରାଶିଫଳ (୦୫-୧୧-୨୦୨୬)

Madhusudan Das Picture
Published On

ମେଷ: ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ।  ଅଫିସ୍‌ରେ ନୂତନ ଦାୟିତ୍ବ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିବେଶ ଲାଗି ଅନୁକୂଳ ସମୟ।  

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୨୯-୧୦-୨୦୨୬)

ବୃଷ: ଜମିବାଡ଼ିକୁ ନେଇ ବିବାଦ ଦେଖାଦେବ। ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ। ପଢ଼ାକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିବେ। ଆୟ ତୁଳନାରେ ଖର୍ଚ୍ଚ ବଢ଼ିବ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ଓ ସହଯୋଗ ମିଳିବ। ଋଣ ଭାର ବଢ଼ିପାରେ।  

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ (୦୩-୧୧-୨୦୨୬)

କର୍କଟ: ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। ବ୍ୟବସାୟ ଆରମ୍ଭ କରିବାର ଅନୁକୂଳ ସମୟ। ନୂଆ ଚାକିରିକୁ ନେଇ ଚିନ୍ତାରେ ରହିବେ। ଛାତ୍ରଛାତ୍ରୀ ପଢ଼ାରେ ମନୋନିବେଶ କରିବେ।  

ସିଂହ: ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ସନ୍ତାନ ସୁଖ ମିଳିବ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। 

କନ୍ୟା: ଜମିବାଡ଼ି ମାମଲା ଦୂର ହେବ। ନୂଆ ଯାନବାହାନ କିଣିବା ଯୋଗ ଅଛି। ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହିତ ମନୋମାଳିନ୍ୟ ଦେଖା ଦେଇପାରେ। ପ୍ରେମ ଜୀବନ ମଧୁମୟ ହେବ। 

ତୁଳା: ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। କୌଣସି ନୂଆ ଦାୟିତ୍ବକୁ ନେଇ ଚିନ୍ତାରେ ରହିବେ। କାମରେ ବିଦେଶ ଯାତ୍ରା କରିବାକୁ ପଡ଼ିପାରେ। ଋଣ ଭାରରୁ ମୁକ୍ତି ମିଳିବ। 

ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ଆୟର ନୂଆ ମାର୍ଗ ଉନ୍ମୋଚନ ହେବ। ଭାଇଭଉଣୀଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ସମସ୍ୟା ସୃଷ୍ଟି ହେବ। କୌଣସି ଖବର ମନକୁ ଆନନ୍ଦିତ କରିପାରେ।  

ଧନୁ: ବିଭିନ୍ନ ଦିଗରୁ ଭାରାକ୍ରାନ୍ତ ରହିବ। ଚାପ ଓ ମାନସିକ ଅବସାଦ ବଢ଼ିପାରେ। ଅଯଥା ଖର୍ଚ୍ଚ ବଢ଼ିବ। ବିଦ୍ୟାର୍ଥୀ ଗୀତ, ନାଚରେ ସମୟ ଅତିବାହିତ କରିବେ। ମହିଳାମାନେ ଭ୍ରମଣପ୍ରିୟ ହେବେ। 

ମକର: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂଆ ନିବେଶ ଲାଗି ଚିନ୍ତା କରିବେ। ଘରେ ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଅର୍ଥ ସଞ୍ଚୟ ପାଇଁ ନୂଆ ଯୋଜନା କରିବେ। 

କୁମ୍ଭ: ବ୍ୟବସାୟ ପାଇଁ ନୂଆ ଯୋଜନା କରିବା। ଠକାମିର ଶିକାର ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜ ଲୋକଙ୍କ ସାହାଯ୍ୟ ମିଳିବ। ପ୍ରେମିକ ପ୍ରେମିକା ବିବାହ ଯୋଜନା କରିବେ। 

ମୀନ: ଚାକିରିରେ ସଫଳତା ମିଳିବ। ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇପାରେ। ନୂତନ ଲୋକଙ୍କୁ ଭେଟିବେ। ଅଫିସ୍‌ରେ ପଦୋନ୍ନତି ମିଳିପାରେ। ଘରେ ଧାର୍ମିକ କାର୍ଯ୍ୟ କରିପାରନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp